ପ୍ରବନ୍ଧଗୁଡିକ

ବନ୍ୟା ପ୍ରବଣ ଅଞ୍ଚଳ ପାଇଁ ବନ୍ୟା ପ୍ରତିରୋଧି ନିର୍ମାଣ କୌଶଳ | ଅଲଟ୍ରାଟେକ୍

ଦେଶର ଅନେକ ଅଞ୍ଚଳ ପ୍ରତିବର୍ଷ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥାଏ । ବନ୍ୟା ଆମ ଘରକୁ ଗୁରୁତର କ୍ଷତି ପହଞ୍ଚାଇପାରେ । ଏପରି ପରିସ୍ଥିତିରେ, ବନ୍ୟା-ନିରୋଧୀ ଘରର ଆବଶ୍ୟକତା ଦେଖାଦେଇଥାଏ । ବନ୍ୟା-ନିରୋଧୀ ଘର ନିର୍ମାଣ ଉପରେ କେତୋଟି କଥା ଆସନ୍ତୁ ଜାଣିବା ।


କଂକ୍ରିଟ୍ ର ସଂକୋଚନ ଶକ୍ତି ପରୀକ୍ଷା କରିବାର 10 ଟି ସୋପାନ । ଅଲଟ୍ରାଟେକ୍

ଏକ ସୁଦୃଢ଼ ଘରର ନିର୍ମାଣରେ ସଠିକ୍ କଂକ୍ରିଟ୍ ମିଶ୍ରଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି କାରଣରୁ କଂକ୍ରିଟ୍ ମିଶ୍ରଣକୁ ବ୍ୟବହାର କରିବା ପୂର୍ବରୁ ତାହାକୁ ଯାଞ୍ଚ କରିନେବା ଗୁରୁତ୍ୱପୂର୍ଣ୍ଣ । ତେଣୁ, କଂକ୍ରିଟ୍ ପରୀକ୍ଷଣ କରାଯିବା ଆବଶ୍ୟକ ହୋଇଥାଏ । କଂକ୍ରିଟ୍ ପରୀକ୍ଷଣ 2 ପ୍ରକାରର - କାଷ୍ଟିଂ ପୂର୍ବରୁ ଏବଂ ସେଟିଂ ପରେ । କଂକ୍ରିଟ୍ ର କମ୍ପ୍ରେସିଭ୍ ସୁଦୃଢ଼ତା କିପରି ପରୀକ୍ଷା କରାଯାଇଥାଏ ଆସନ୍ତୁ ତାହା ବୁଝିବା ।


କାର୍ପେଟ୍, ବିଲ୍ଟ-ଅପ୍ ଏବଂ ସୁପର ବିଲ୍ଟ-ଅପ୍ ଏରିଆ ମଧ୍ୟରେ ପାର୍ଥକ୍ୟ । ଅଲଟ୍ରାଟେକ୍

ଭାରତରେ, ଆପଣଙ୍କ ଘରର କ୍ଷେତ୍ରକୁ କାର୍ପେଟ୍ ଏରିଆ, ବିଲ୍ଟ ଅପ୍ ଏବଂ ସୁପର୍ ବିଲ୍ଟ ଅପ୍ ଏରିଆରେ ମପାଯାଇପାରିବ । ଏହି ଶବ୍ଦାବଳୀକୁ ବୁଝିରଖିଲେ, ଗୃହନିର୍ମାତାଙ୍କୁ ସୁଚିନ୍ତିତ ନିଷ୍ପତ୍ତି ନେବାରେ ସହାୟତା ମିଳିଥାଏ ।


ଏକ ଜମି କିଣିବା ପୂର୍ବରୁ ଯାଞ୍ଚ କରିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡିକ। UltraTech

ନିଜ ଘର ତିଆରି ପାଇଁ ଜମି କିଣିବା ଏକ ଅପରିବର୍ତ୍ତନୀୟ ନିଷ୍ପତ୍ତି ହୋଇଥାଏ । ଏହାର ଅର୍ଥ ହେଉଛି ଆପଣ ଥରେ ତାହାକୁ କ୍ରୟ କରିସାରିବା ପରେ, ଏହା ଏପରି ଏକ ପ୍ରତିବଦ୍ଧତା ହୋଇଯାଏ ଯାହାକୁ ଆପଣ ବଦଳାଇପାରିବେ ନାହିଁ କିମ୍ବା ଯଦି ବଦଳାଇବାର ଚେଷ୍ଟା କରନ୍ତି ତେବେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।


ଷ୍ଟ୍ରକଚରାଲ ଇଞ୍ଜିନିୟର୍ କହିଲେ କ’ଣ ବୁଝାଏ ଏବଂ କାହିଁକି ତାଙ୍କୁ ହାୟର୍ କରିବେ? | ଅଲଟ୍ରାଟେକ୍ ସିମେଣ୍ଟ

ଆପଣଙ୍କ ଘର ଆପଣଙ୍କ ଜୀବନର ସବୁଠାରୁ ବଡ଼ ଉପକ୍ରମଗୁଡ଼ିକ ମଧ୍ୟରୁ ଗୋଟିଏ ହୋଇଥାଏ ଏବଂ ତାହାର ଦୀର୍ଘସ୍ଥାୟିତା ତାହାର ସ୍ଥାୟିତ୍ୱ ଉପରେ ନିର୍ଭର କରିଥାଏ । ଆପଣ ଯେପରି ପିଢ଼ି ପରେ ପିଢ଼ି ଯାଏଁ ବଜାୟ ରହୁଥିବା ଘର ତିଆରି କରନ୍ତି, ତାହା ଜଣେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟର୍ ସୁନିଶ୍ଚିତ କରିଥାନ୍ତି । ଜଣେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରଙ୍କୁ ନିୟୋଜିତ ନ କରିବା ଦ୍ୱାରା, ଆପଣ ନିଜ ଘରର ଦୀର୍ଘସ୍ଥାୟିତା ପ୍ରସଙ୍ଗରେ ରିସ୍କ ନିଅନ୍ତି ।


Use of Personal Protective Equipment in Construction Site Safety

5 ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ସ୍ଥାନ ସୁରକ୍ଷା ନିୟମ | ଅଲଟ୍ରାଟେକ୍

ଯେବେ ଆପଣଙ୍କ ଘର ନିର୍ମାଣର କଥା ଆସେ, ତେବେ ପ୍ଲାନିଂରୁ ଆରମ୍ଭ କରି ଫିନିଶିଂ ପର୍ଯ୍ୟନ୍ତ ଅନେକ କିଛି ଚିନ୍ତା କରିବାକୁ ପଡ଼ିଥାଏ । କିନ୍ତୁ ଯେବେ ଆପଣ ନିର୍ମାଣ ପ୍ରକ୍ରିୟାକୁ ନେଇ ଆଗକୁ ବଢ଼ନ୍ତି, ତେବେ ସୁରକ୍ଷା ଏପରି ଏକ ପ୍ରସଙ୍ଗ ଅଟେ, ଯାହାକୁ ନେଇ ଆପଣ ଆଦୌ କୌଣସି ବୁଝାମଣା କରିପାରିବେ ନାହିଁ । ତାହା ଢାଞ୍ଚା ବା ସଂରଚନାର ସୁରକ୍ଷା ହେଉ କି ନିର୍ମାଣ ଟିମ୍, ସୁପରଭାଇଜର କିମ୍ବା ସାଇଟ୍ ରେ ଉପସ୍ଥିତ ଅନ୍ୟମାନଙ୍କ ସୁରକ୍ଷା ହେଉ। ଏମିତି ବି ନିର୍ମାଣ ସାଇଟ୍ ସ୍ୱାଭାବିକ ଭାବେ ଏକ ଉଚ୍ଚ ବିପଦଶଙ୍କୁଳ ପରିବେଶ ହୋଇଥାଏ, ଯେଉଁଠାରେ ଶ୍ରମିକମାନଙ୍କ ପ୍ରତି ବିଜୁଳି ବିପଦ, ନିର୍ମାଣ ମେଶିନାରୀ ବିପଦ ଏବଂ ଅନ୍ୟାନ୍ୟ ଦୁର୍ଘଟଣାର ବିପଦ ରହିଥାଏ । ଏଇଥିପାଇଁ, ଯେକୌଣସି ପ୍ରକାର ଦୁର୍ଘଟଣାକୁ ପ୍ରତିରୋଧ କରିବା ପାଇଁ ଏହା ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ଯେ ଆପଣଙ୍କ ନିର୍ମାଣ ଅବଧିରେ ନିର୍ମାଣ ସାଇଟ୍‌ ସୁରକ୍ଷିତ ଅଟେ ।


ୱାଟରପ୍ରୁଫିଂ କ'ଣ ଏବଂ ଏହାର ଗୁରୁତ୍ୱ ଜାଣନ୍ତୁ । ଅଲଟ୍ରାଟେକ୍

ଆପଣଙ୍କ ଘର ଆପଣଙ୍କ ପରିବାର ପାଇଁ କେବଳ ଏକ ଆଶ୍ରୟସ୍ଥଳୀ ନୁହେଁ, ଏହା ତା’ଠାରୁ କାହିଁ କେତେ ଅଧିକ । ଏହା ଆପଣଙ୍କର ଏକ ସୁରକ୍ଷିତ ଠିକଣା ଅଟେ । ଏହା ଆପଣଙ୍କୁ ଆରାମ ଯୋଗାଇବା ସହିତ ଆପଣଙ୍କୁ ଖରା, ବର୍ଷା ଓ ଶୀତରୁ ନିରାପତ୍ତା ପ୍ରଦାନ କରିଥାଏ । ଏହି କାରଣ ପାଇଁ, ଆପଣ ଏପରି ଏକ ଘର ତିଆରି କରିବା ପାଇଁ ଅନେକ ସମୟ, ଟଙ୍କା ଓ ଶକ୍ତି ଖର୍ଚ୍ଚ କରନ୍ତି, ଯାହା ଭବିଷ୍ୟତ ପିଢ଼ି ପାଇଁ ବଜାୟ ରହିବ ।


କେବଳ 4ଟି ସହଜ ସୋପାନରେ କାନ୍ଥକୁ କିପରି ପ୍ଲାଷ୍ଟର କରିବେ? | ଅଲଟ୍ରାଟେକ୍

ଆପଣଙ୍କ ଘରର କାନ୍ଥକୁପଲାଷ୍ଟରବିଂ କରବବା ଦ୍ୱାରା ତାହାକୁଏକ ସ୍ମୁଦ୍ ଫବନଶ୍ବ ମବଳବଥାଏ, ଯାହା ଉପରର ସହଜରର ରଙ୍ଗ ଲଗାଯାଇପାରବଥାଏ । ଏହା ଆପଣଙ୍କ ଘରକୁପାଣବପାଗ ପରବବତ୍ତଣନ ବରବୁଦ୍ଧରର ସୁରକ୍ଷା ପ୍ରଦାନ କରବଥାଏ । ଏଠାରର ଆପଣଙ୍କ ଘରର ପଲାଷ୍ଟରବିଂ ସମୟରର 4ଟବଗୁରୁତ୍ୱପୂର୍ଣ୍ଣଟପବସ ପ୍ରଦାନ କରାଗଲା


ଆପଣଙ୍କ ବଜେଟରୁ ନିର୍ମାଣ ମୂଲ୍ୟ କିପରି ହ୍ରାସ କରିବେ? | ଅଲଟ୍ରାଟେକ୍

ଆପଣ ନବଜର ଘର ତବଆରବପାଇଁନବଜ ଆଜୀବନ ସଞ୍ଚୟ ରାର୍ବର ସବିଂହର୍ାଗ ଖର୍ଚ୍ଭକରବଥାନ୍ତବ। ଅନାବର୍ୟକ ଖର୍ଚ୍ଭଗୁଡ଼କବୁହ୍ରାସ କରବବାରର ସାହାଯୟ କରବବା ପାଇଁଏଠାରର ରକରତାଟବଟବପ୍ସ ଦବଆଗୋ ।


What is Concrete Curing and Different Ways of Curing

କଂକ୍ରିଟ୍ କ୍ୟୁରିଙ୍ଗ୍ କିପରି କରିବେ ଏବଂ ବିଭିନ୍ନ କ୍ୟୁରିଙ୍ଗ୍ ପଦ୍ଧତିଗୁଡ଼ିକ । UltraTech

ନଜବର ନବନମବିତ ଘରର ଫାଟ ରଦଖିବାକୁରକହବବବୟାହରିଁବ ନାହିଁ। କିଂକ୍ରବଟ୍ ରସଟ୍ ରହଲାପରର ସାଧାରଣତଃ ରସଥିରର ଫାଟ ବବକଶବତ ରହବା ଆରମ୍ଭ ରହାଇଥାଏ । ରହରଲ, କିଂକ୍ରବଟ୍ କଓବରବିଂ ଆପଣଙ୍କୁଫାଟ ଗଠନକୁପ୍ରତରବରାଧ କରବବାରର ସାହାଯୟ କରବପାରବବ ରବାଲବ ଆପଣ ଜାଣ୍ବ କବ? କବଓରବିଂ କ’ଣ ଓ ଫାଟକୁପ୍ରତରବରାଧ କରବବା ଲାଗବଆପଣ ଏହାକୁକପବରବ ବୟବହାର କରବରବ ଆସ୍ୁ ରଦଖିବା


Budgeting for your home construction

ଘର ନମବଭାଣ ସମୟରର ବରଜଟ ସରୋଇଜ୍ କୁକପବରବଏଡ଼ାଇରବ?

ତୁମେ ତୁମର ଜୀବନ ସଞ୍ଚୟର ଏକ ବଡ଼ ଅଂଶ ଖର୍ଚ୍ଚ କର ଯେଉଁଥିପାଇଁ ଏହା ଠିକ୍ ମନେହୁଏ ଯେ ତୁମେ ଏହାକୁ ଆଗୁଆ ଯୋଜନା କର, ଯେହେତୁ ନିର୍ମାଣ ପୂର୍ବରୁ ବଜେଟ୍ କରିବା ପରେ ଅନେକ ସଞ୍ଚୟ କରିବାରେ ସାହାଯ୍ୟ କରେ |


ଆପଣଙ୍କ ଘର ଉଇରୁସୁରକ୍ଷବତ କବ?

ଉଇମାରନ ଉପର୍ଦ୍ବୀ । ଘରର ଉଇ ଆସବଗରେ ରସମାରନ ଆପଣଙ୍କର ଆସବାବ ପତ୍ର, ଫବସର୍ ଓ ଘରର ଅନୟାନୟ ଢାଞ୍ଚାଗୁଡ଼କବୁଗମ୍ଭୀର େୟେତବ ପହଞ୍ଚାଇଥାନ୍ତବ । ଏହାକୁେତରବରାଧ କରବବା ପାଇଁ, ଆପଣଙ୍କୁରକବଳ ନମବଭାଣ ଆରମ୍ଭ ପୂବଭରୁ ଉଇ-ନରବରାଧୀ ଉପଚାର କରବବାକୁରହବ ।


आपके घर को वाटरप्रूफ करने के 4 फायदे | अल्ट्राटेक सीमेंट

लंबे समय तक अपने घर को पानी के रिसने से बचाने का सबसे अच्छा उपाय वाटरप्रूफिंग है। आपके घर के निम्नलिखित क्षेत्रों में वॉटरप्रूफिंग महत्वपूर्ण है:


ଏକ ଘର ନିର୍ମାଣ ଲାଗି ଖର୍ଚ୍ଚ: ଅଲ୍ଟିମେଟ୍ ଗାଇଡ୍ । UltraTech

ଆପଣଙ୍କ ଘର ନିର୍ମାଣ ପାଇଁ, ଆର୍ଥିକ ଯୋଜନା ବା ଫାଇନାନ୍ସିଆଲ୍ ପ୍ଲାନିଂ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଆଶାଠାରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଯିବା କାରଣରୁ ଆପଣଙ୍କ ଘର ତିଆରି ଅଧୁରା ରହିଯାଉ, ଏହା କଦାପି ଆପଣ ଚାହିଁବେ ନାହିଁ ।


ଜାଗା କିଣିବା ପାଇଁ ଆବଶ୍ୟକ 6ଟି ଆଇନଗତ କାଗଜପତ୍ର | ଅଲଟ୍ରାଟେକ୍

ଆପଣ ଏକ ପ୍ଲଟ୍ କିଣିବାର ନିଷ୍ପତ୍ତି ନେଲେ, ପ୍ରଥମେ ନିଶ୍ଚିତ କରିନିଅନ୍ତୁ ଯେ ଆପଣଙ୍କ ନିକଟରେ ସମସ୍ତ ଦସ୍ତାବିଜ ଅଛି । ଏଗୁଡ଼ିକ ବିନା, ଆପଣଙ୍କର କ୍ରୟ ବିଳମ୍ବିତ ହେବ ।


ନିର୍ମାଣ ର ବିଭିନ୍ନ ଭାଗରେ ବୁଝିବାରେ

ଯୋଜନା ପର୍ଯ୍ୟାୟରେ, ନିର୍ମାଣର ଅନେକ ପର୍ଯ୍ୟାୟ ବିଷୟରେ ଏକ ଭଲ ଧାରଣା ପାଇବା ଜରୁରୀ | ଏହି ପର୍ଯ୍ୟାୟଗୁଡିକ ଧ୍ୟାନରେ ରଖି ଜଣେ ଗୃହ ନିର୍ମାଣକାରୀଙ୍କୁ ଉଭୟ ଘର ଏବଂ ଆର୍ଥିକ ଯୋଜନାକୁ ଭଲ ଯୋଜନା କରିବାକୁ ଅନୁମତି ଦେବ |


ଉଇ-ନିରୋଧୀ ଉପଚାରର ମହତ୍ତ୍ୱ - ଏକ ବ୍ୟାଖ୍ୟା

ନିର୍ମାଣରେ କାଠର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯେଉଁଠି କାଠ ଅଛି, ସେଠି ଉଇ ଦେଖାଯିବା ସ୍ୱାଭାବିକ । ଏବଂ ଏହାକୁ ଅଣଦେଖା କଲେ, ଏହି କୀଟଗୁଡ଼ିକ ସଂରଚନାକୁ ଅପେକ୍ଷାକୃତ କ୍ଷତି ପହଞ୍ଚାଇପାରନ୍ତି ।


ଘର ନିର୍ମାଣ କରିବା ସମୟରେ କିପରି ଟଙ୍କା ସଞ୍ଚୟ କରିବେ? | ଅଲଟ୍ରାଟେକ୍

ନିଜ ଘର ତିଆରି କରିବା ପ୍ରକ୍ରିୟା ସମୟରେ ଆପଣ ନିମ୍ନପ୍ରଦତ୍ତ ଟିପ୍‌ସଗୁଡ଼ିକୁ ଅନୁସରଣ କଲେ, ଆପଣଙ୍କୁ କିଛି ଅର୍ଥ ସଞ୍ଚୟ କରିବାରେ ସହାୟତା ମିଳିପାରିବ ।


ଏକ ଜାଗା କିଣିବା ପାଇଁ 5 ଟି ଗୁରୁତ୍ୱପୂର୍ଣ୍ଣ ଆଇନଗତ କାଗଜପତ୍ର। ଅଲଟ୍ରାଟେକ୍

ଘର ନମବଭାଣ ଅର୍ବମୁରଖ େଥମ ବଡ଼ ପଦରେପ ରହଉଛବନଜବର ପଲଟ୍ କଣବବବା । ଘରର ନମବଭାଣ ଆରମ୍ଭ କରବବା ପୂବରଭୁସମସ୍ତ ଆବର୍ୟକୀୟ ଦସ୍ତାବବଜ ପାଖରର ସଜାଡ଼ବ ରଖିବା ସରବଭାତ୍ତମ; ଏହାଦ୍ୱାରା ଆପଣ ପରବତ୍ତଭୀ ସମୟ ବା ର୍ବବେୟତରର ଆଇନଗତ ସମସୟାଗୁଡ଼କବୁଏଡ଼ାଇପାରବରବ ।


ନିର୍ମାଣରେ ଆର୍କିଟେକ୍ଟଙ୍କ ଭୂମିକା ବ୍ୟାଖ୍ୟା କରାଯାଇଛି । UltraTech

ଠିକାଦାର ଏବଂ ଆର୍କିଟେକ୍ଟଙ୍କ ମଧ୍ୟରେ ପାର୍ଥକ୍ୟକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆର୍କିଟେକ୍ଟ କିଏ? ସରଳ ଭାଷାରେ କହିଲେ, ଆପଣଙ୍କ ସମଗ୍ର ଘରର ଡିଜାଇନ୍ ଆର୍କିଟେକ୍ଟଙ୍କ ଦାୟିତ୍ୱ ଅଟେ । ଆର୍କିଟେକ୍ଟ ସମଗ୍ର ନିର୍ମାଣ ପ୍ରକ୍ରିୟାରେ ଜଡ଼ିତ ରହିଥାନ୍ତି କିନ୍ତୁ ତାଙ୍କ କାର୍ଯ୍ୟର ତିନି ଚତୁର୍ଥାଂଶ ପ୍ଲାନିଂ ପର୍ଯ୍ୟାୟରେ ହୋଇଥାଏ ।


କିଓରିଂର ମହତ୍ତ୍ୱ - ଏକ ବ୍ୟାଖ୍ୟା

ଆପଣ ଗଢ଼ିଥିବା ଘରଟି ଦୀର୍ଘସ୍ଥାୟୀ ହେବା ଉଚିତ୍ । ଅନ୍ୟଥା ମରାମତି ଓ ପୁନରୁଦ୍ଧାର ପଛରେ ଆପଣଙ୍କୁ ଅନେକ ଟଙ୍କା ଓ ସମୟ ଖର୍ଚ୍ଚ କରିବାକୁ ପଡ଼ିବ ।


ଘର ନିର୍ମାଣ ପାଇଁ କେଉଁ ସିମେଣ୍ଟ ସବୁଠୁ ଭଲ? UltraTech

ଏକ ଘର ନିର୍ମାଣ କରିବାରେ ଅନେକ ପର୍ଯ୍ୟାୟ ରହିଥାଏ ଏବଂ ଏପରି ଅଧିକାଂଶ ପର୍ଯ୍ୟାୟରେ ଆପଣ କେଉଁ ସିମେଣ୍ଟ ବାଛନ୍ତି ତାହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।


ନିଜ ବଜେଟକୁ ଟ୍ରାକ୍ କରନ୍ତୁ ଓ ଖର୍ଚ୍ଚ ବଞ୍ଚାନ୍ତୁ - ଜାଣନ୍ତୁ କିପରି

ଘର ନିର୍ମାଣ ପୂର୍ବରୁ ଓ ଘର ନିର୍ମାଣ ସମୟରେ ଆପଣଙ୍କର ସବୁଠାରୁ ବଡ଼ ଚିନ୍ତା ଥାଏ ବଜେଟର ପରିଚାଳନା । ବଜେଟ ଉପରେ ନଜର ରଖିବାର ସର୍ବାଧିକ ବ୍ୟାପକ ଭାବେ ବ୍ୟବହୃତ ହେଉଥିବା ପଦ୍ଧତି ହେଉଛି ଏକ ବଜେଟ୍ ଟ୍ରାକର୍ ର ବ୍ୟବହାର ।


ଜାଗା କିପରି କିଣିବେ? ଏକ ପ୍ଲଟ୍ କିଣିବା ପାଇଁ 6ଟି ଗୁରୁତ୍ୱପୂର୍ଣ୍ଣ ଟିପ୍ସ | ଅଲଟ୍ରାଟେକ୍

ଆପଣଙ୍କର ନୂଆ ଘର ନମବଭାଣ ଯାତ୍ରାରର, େଥମ ପଦରେପ ରହଉଛବପଲଟ୍ ଚୟନ କରବବା । ଏହବପଦରେପକୁବରବର୍େ ଯତ୍ନ ସହବତ ନବଆଯବବା ଆବର୍ୟକ କାରଣର ଆପଣ ଥରର ପଲଟ୍ କବଣବରଦରେ, ଆପଣ ନଜବର ନଷ୍ପବତ୍ତକବୁବଦଳାଇପାରବରବ ନାହଁ। ଘର ତଆବ ରବପାଇଁସଠକ୍ବ ପଲଟ୍ ଚୟନ କରବବାରର ଆପଣଙ୍କୁସାହାଯୟ କରବବା ପାଇଁଆରମ ଏଠାରର ରକରତାଟବଟପ୍ବସ େଦାନ କରୁଛୁ।


ଫାଉଣ୍ଡେଶନ୍ ବିଛାଇବା ସମୟରେ ତଦାରଖ କାହିଁକି ଜରୁରୀ ହୋଇଥାଏ

ମଜବୁତ ଘରର ରହସ୍ୟ ହେଉଛି ମଜବୁତ ଫାଉଣ୍ଡେଶନ୍ । ତେଣୁ, ଫାଉଣ୍ଡେଶନ୍ ବିଛାଯିବାର ତତ୍ତ୍ୱାବଧାନ ସମୟରେ ଆପଣଙ୍କୁ ସତର୍କ ରହିବା ଜରୁରୀ ଅଟେ । ଅଭ୍ୟନ୍ତର କାର୍ଯ୍ୟ ବିପରୀତ, ଫାଉଣ୍ଡେଶନ୍ ଥରେ ବିଛାହୋଇଗଲେ, ତାହାକୁ ବଦଳାଯାଇପାରିବ ନାହିଁ


ବର୍ଷା ଜଳ ସଂରକ୍ଷଣ ପ୍ରଣାଳୀର ସୋପାନଗୁଡିକ | ଅଲଟ୍ରାଟେକ୍

ଆପଣଙ୍କ ଘର ପାଇଁ ଭୂତଳ ଜଳ ପାଣିର ଏକ ପ୍ରାକୃତିକ ଉତ୍ସ ହୋଇଥାଏ। ହେଲେ, ଏହି ଉତ୍ସର ଅତ୍ୟଧିକ ଉପଯୋଗ ଦ୍ୱାରା ଭୂତଳ ଜଳ ସ୍ତର ହ୍ରାସିତ ହୋଇପାରେ । ଭୂତଳ ଜଳ ପରିପୂରଣର ସବୁଠାରୁ ସହଜ ଉପାୟ ହେଉଛି, ବହିଯାଉଥିବା ବର୍ଷାଜଳକୁ ସଂରକ୍ଷଣ କରିବା, ଆଉ ଏହା କରିବାର ସର୍ବୋତ୍ତମ ଉପାୟ ହେଉଛି ଏକ ରିଚାର୍ଜ ପିଟ୍ ସ୍ଥାପନ କରିବା ।


ନିର୍ମାଣରେ ଆର୍କିଟେକ୍ଟଙ୍କ ଭୂମିକା ବ୍ୟାଖ୍ୟା କରାଯାଇଛି । ଅଲଟ୍ରାଟେକ୍

ଆର୍କିଟେକ୍ଟ ଓ ଇଞ୍ଜିନିୟରଙ୍କ ଭୂମିକା ଭିନ୍ନ ହୋଇଥାଏ; ହେଲେ ଉଭୟଙ୍କ ଗୁରୁତ୍ୱ ସମାନ ଅଟେ । ବିଶେଷକରି, ଆପଣଙ୍କ ଘର ତିଆରିର ପ୍ଲାନିଂ ଓ ତଦାରଖ ପର୍ଯ୍ୟାୟରେ । ସେମାନଙ୍କର ବିଶେଷଜ୍ଞତା ଦ୍ୱାରା ଆପଣ କିପରି ଲାଭାନ୍ୱିତ ହୁଅନ୍ତି ଆସନ୍ତୁ ତାହା ବୁଝିବା ।


ଉଈ-ରୋଧି ଉପଚାରର ଗୁରୁତ୍ୱ। । UltraTech

ଘରର କାଠନିର୍ମିତ ଢାଞ୍ଚାଗୁଡ଼ିକୁ ଉଇରୁ ସୁରକ୍ଷିତ ରଖିବା ପାଇଁ ଉଇ-ନିରୋଧୀ ଉପଚାର ବା ଟ୍ରିଟମେଣ୍ଟ କରାଯାଇଥାଏ ।


ଏକ ନୂଆ ଘରର ନିର୍ମାଣର ପର୍ଯ୍ୟାୟଗୁଡ଼ିକ

ନିଜର ଏକ ଘର ତିଆରି କରିବା ଆପଣଙ୍କ ଜୀବନର ଏକ ଅନ୍ୟତମ ବଡ଼ ନିଷ୍ପତ୍ତି ହୋଇଥାଏ । ଆପଣଙ୍କ ଘର ଆପଣଙ୍କ ପରିଚୟ ହୋଇଥାଏ । ତେଣୁ, ଘର ନିର୍ମାଣର ପ୍ରତ୍ୟେକ ସୋପାନରେ କ’ଣ କରାଯିବ ଏ ସମ୍ପର୍କରେ ଆପଣ ଜାଣିରଖିବା ଜରୁରୀ । ଆପଣଙ୍କ ଘର ନିର୍ମାଣ ଯାତ୍ରାର ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ଜାଣିବା ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ଆପଣ ନିଜର ନୂଆ ଘରର ନିର୍ମାଣର ଯୋଜନା ପ୍ରସ୍ତୁତ କରିପାରିବେ ଓ ନିର୍ମାଣ କାର୍ଯ୍ୟକୁ ଟ୍ରାକ୍ କରିପାରିବେ ।


ଖନନ ଘରର ସୁଦୃଢ଼ତାକୁ ପ୍ରଭାବିତ କରିଥାଏ କି?

ଘରର ମୂଳଦୁଆ ବା ଫାଉଣ୍ଡେଶନ୍ ସ୍ଥାପନ ପୂର୍ବରୁ ଏକ ପ୍ଲଟ୍ ର ଖନନ କରାଯାଇଥାଏ । ଫାଉଣ୍ଡେଶନ୍ ଆପଣଙ୍କ ଘର ଢାଞ୍ଚାର ଓଜନକୁ ଫାଉଣ୍ଡେଶନ ତଳ ମାଟିକୁ ସ୍ଥାନାନ୍ତର କରିଥାଏ । ଯଦି ଖନନ ଠିକ୍ ରୂପେ କରା ନ ଯାଏ, ତେବେ ଫାଉଣ୍ଡେଶନ ଦୁର୍ବଳ ହୋଇଯିବ ଓ କାନ୍ଥ ତଥା ଖମ୍ବରେ ଫାଟ ସୃଷ୍ଟି ହେବ ।


ସମୁଦ୍ର ଓ ମରୁଭୂମିର ବାଲି କାହିଁକି ଅନୁପଯୁକ୍ତ ଜାଣନ୍ତୁ

ନିଜର ଘର ତିଆରି କରିବା ପାଇଁ କଦାପି ସମୁଦ୍ର କିମ୍ବା ମରୁଭୂମିର ବାଲି ବ୍ୟବହାର କରନ୍ତୁ ନାହିଁ । ଏହି ବାଲିଗୁଡ଼ିକ ଦେଖିବାକୁ ଚକଚକିଆ ହୋଇଥିଲେ ହେଁ, ସେଗୁଡ଼ିକ ଅତି ସରୁ ଓ ଗୋଲାକାର ହୋଇଥାଏ । ଏ ପ୍ରକାର ବାଲିର ଉପଯୋଗ ଢାଞ୍ଚାକୁ ଦୁର୍ବଳ କରିପାରେ । ଅଧିକନ୍ତୁ, ସମୁଦ୍ର ବାଲିରେ ଲବଣ ଅଂଶ ରହିଥାଏ ଯାହା ଷ୍ଟିଲ୍ ଓ ପ୍ଲାଷ୍ଟର୍ ପାଇଁ ଖରାପ ଅଟେ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ