ପ୍ରବନ୍ଧଗୁଡିକ

ଲିଭିଂ ରୁମ୍ ପାଇଁ ବାସ୍ତୁ ଟିପ୍ସ

ଲିଭିଂ ରୁମ୍, ଯାହାକୁ ଲୋକପ୍ରିୟ ଭାବେ ଲାଉଞ୍ଜ କିମ୍ବା ଡ୍ରଇଂ ରୁମ୍ ମଧ୍ୟ କୁହାଯାଏ, ହେଉଛି ନିବାସର ସେହି କୋଠରୀ ଯାହାକୁ ଶକ୍ତିର ପ୍ରବେଶ ଦ୍ୱାର ଭାବେ ବିବେଚନା କରାଯାଇଥାଏ । ନକାରାତ୍ମକ ହେଉ କି ସକାରାତ୍ମକ, ଲିଭିଂ ରୁମ୍ ମଧ୍ୟ ଦେଇ ଘର ଭିତରକୁ ଶକ୍ତିଗୁଡ଼ିକ ପ୍ରବେଶ କରିଥାଏ, ତା’ପରେ ଆପଣ, ଆପଣଙ୍କ ପରିବାର ସେଗୁଡ଼ିକ ସଂସ୍ପର୍ଶରେ ଆସନ୍ତି ଓ ଆପଣଙ୍କର ସ୍ୱାସ୍ଥ୍ୟ, ଧନ ଏବଂ କଲ୍ୟାଣ ସେହି ଅନୁଯାୟୀ ପ୍ରଭାବିତ ହୋଇଥାଏ ।


ନିଜ ଘରେ ସକାରାତ୍ମକ ଶକ୍ତିକୁ ବୃଦ୍ଧି କରିବାର 6ଟି ଉପାୟ

‘ବାସ୍ତୁ ଶାସ୍ତ୍ର’ ଏକ ସଂସ୍କୃତ ଶବ୍ଦ ଯାହା ‘ସ୍ଥାପତ୍ୟ ବିଜ୍ଞାନ’କୁ ସୂଚାଇଥାଏ । ଏହା ମଧ୍ୟରେ ସବୁ ପ୍ରକାର ସ୍ଥାପତ୍ୟ ଏବଂ ଡିଜାଇନ୍ ଧାରଣା ଯେପରିକି ଜାଗା, ବ୍ୟବସ୍ଥା, ସ୍ଥିତି, ମାପ ଇତ୍ୟାଦି ଅନ୍ତର୍ଭୁକ୍ତ ହୋଇଥାଏ । ଏକ ଘରର ବାସ୍ତୁ ସକାରାତ୍ମକ ଶକ୍ତିକୁ ଆଣିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।


Basement Construction ସମୟରେ ଅନୁସରଣ କରିବାକୁ ସୋପାନ | ଅଲ୍ଟ୍ରାଟେକ୍ ସିମେଣ୍ଟ

ଗୋଟିଏ ଘର ତିଆରି କରୁଥିବା ସମୟରେ ଏକ ବେସମେଣ୍ଟ ନିର୍ମାଣ ଦ୍ବାରା ପୃଷ୍ଠଭାଗ ତଳେ କିଛି ଅତିରିକ୍ତ ସ୍ଥାନକୁ ଆପଣ ରଖିପାରିବେ।


ଆପଣଙ୍କ ଘରର ଏଷ୍ଟିମେଟ୍ କରିବା ପାଇଁ ଗାଇଡ୍

ନିର୍ମାଣ କାମ ଆରମ୍ଭ କରିବା ପୂର୍ବରୁ ଘର ନିର୍ମାଣର ଖର୍ଚ୍ଚ ବିଷୟରେ ଜାଣିରଖିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ, ସେଗୁଡ଼ିକର ସମୟରେଖା ଏବଂ ଖର୍ଚ୍ଚର ବିଭାଜନ ଅନ୍ତର୍ଭୁକ୍ତ, ଯାହା ଆପଣଙ୍କ ଆବଶ୍ୟକତା ଅନୁସାରେ ବଦଳିପାରେ ।


ଏକ ଘର ତିଆରି କରିବା ପାଇଁ ଆପଣ ଆର୍ଥିକ ଭାବରେ ପ୍ରସ୍ତୁତ ଅଛନ୍ତି କି?

ଯେତେବେଳେ ଗୋଟିଏ ଘର ତିଆରି କଥା ଆସେ ସେତେବେଳେ ଅର୍ଥ ଚିନ୍ତା ସବୁ କିଛିକୁ ଆବୁରି ବସେ। ଆପଣଙ୍କ ଆର୍ଥିକ ସ୍ବାଧୀନତା ପାଇବା ଆପଣ ନିଜ ପରିବାରର ପରିବର୍ତ୍ତନ ଆବଶ୍ୟକତାକୁ ବୁଝିବା ଓ ଜାଣିବା ଆବଶ୍ୟକ। ଏହା ଆପଣଙ୍କ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟ ହେବ ଯଦ୍ବାରା ଆପଣ ନିଜର ନିର୍ମାଣ ଯାତ୍ରାକୁ ଅଧିକ ସୁଗମ କରିପାରିବେ ଏବଂ ନିଶ୍ଚିତ ହେବେ ଯେ ଏହି ଯାତ୍ରା ପଥରେ କୌଣସି ପ୍ରତିବନ୍ଧକ ନଥାଇ ଆପଣ ସବୁ କିଛିକୁ ଉପଯୁକ୍ତ ଭାବରେ ପରିଚାଳନା କରିପାରିବେ।


ବନ୍ୟା ପ୍ରବଣ ଅଞ୍ଚଳ ପାଇଁ ବନ୍ୟା ପ୍ରତିରୋଧି ନିର୍ମାଣ କୌଶଳ | ଅଲଟ୍ରାଟେକ୍

ଦେଶର ଅନେକ ଅଞ୍ଚଳ ପ୍ରତିବର୍ଷ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥାଏ । ବନ୍ୟା ଆମ ଘରକୁ ଗୁରୁତର କ୍ଷତି ପହଞ୍ଚାଇପାରେ । ଏପରି ପରିସ୍ଥିତିରେ, ବନ୍ୟା-ନିରୋଧୀ ଘରର ଆବଶ୍ୟକତା ଦେଖାଦେଇଥାଏ । ବନ୍ୟା-ନିରୋଧୀ ଘର ନିର୍ମାଣ ଉପରେ କେତୋଟି କଥା ଆସନ୍ତୁ ଜାଣିବା ।


କଂକ୍ରିଟ୍ ର ସଂକୋଚନ ଶକ୍ତି ପରୀକ୍ଷା କରିବାର 10 ଟି ସୋପାନ । ଅଲଟ୍ରାଟେକ୍

ଏକ ସୁଦୃଢ଼ ଘରର ନିର୍ମାଣରେ ସଠିକ୍ କଂକ୍ରିଟ୍ ମିଶ୍ରଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି କାରଣରୁ କଂକ୍ରିଟ୍ ମିଶ୍ରଣକୁ ବ୍ୟବହାର କରିବା ପୂର୍ବରୁ ତାହାକୁ ଯାଞ୍ଚ କରିନେବା ଗୁରୁତ୍ୱପୂର୍ଣ୍ଣ । ତେଣୁ, କଂକ୍ରିଟ୍ ପରୀକ୍ଷଣ କରାଯିବା ଆବଶ୍ୟକ ହୋଇଥାଏ । କଂକ୍ରିଟ୍ ପରୀକ୍ଷଣ 2 ପ୍ରକାରର - କାଷ୍ଟିଂ ପୂର୍ବରୁ ଏବଂ ସେଟିଂ ପରେ । କଂକ୍ରିଟ୍ ର କମ୍ପ୍ରେସିଭ୍ ସୁଦୃଢ଼ତା କିପରି ପରୀକ୍ଷା କରାଯାଇଥାଏ ଆସନ୍ତୁ ତାହା ବୁଝିବା ।


କାର୍ପେଟ, ବିଲ୍ଟ ଅପ୍ ଏବଂ ସୁପର ବିଲ୍ଟ ଅପ୍ ଅଞ୍ଚଳ ମଧ୍ୟରେ ପାର୍ଥକ୍ୟ | ଅଲ୍ଟ୍ରାଟେକ୍

ଭାରତରେ, ଆପଣଙ୍କ ଘରର କ୍ଷେତ୍ରକୁ କାର୍ପେଟ୍ ଏରିଆ, ବିଲ୍ଟ ଅପ୍ ଏବଂ ସୁପର୍ ବିଲ୍ଟ ଅପ୍ ଏରିଆରେ ମପାଯାଇପାରିବ । ଏହି ଶବ୍ଦାବଳୀକୁ ବୁଝିରଖିଲେ, ଗୃହନିର୍ମାତାଙ୍କୁ ସୁଚିନ୍ତିତ ନିଷ୍ପତ୍ତି ନେବାରେ ସହାୟତା ମିଳିଥାଏ ।


ଏକ ଜମି କିଣିବା ପୂର୍ବରୁ ଯାଞ୍ଚ କରିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡିକ। UltraTech

ନିଜ ଘର ତିଆରି ପାଇଁ ଜମି କିଣିବା ଏକ ଅପରିବର୍ତ୍ତନୀୟ ନିଷ୍ପତ୍ତି ହୋଇଥାଏ । ଏହାର ଅର୍ଥ ହେଉଛି ଆପଣ ଥରେ ତାହାକୁ କ୍ରୟ କରିସାରିବା ପରେ, ଏହା ଏପରି ଏକ ପ୍ରତିବଦ୍ଧତା ହୋଇଯାଏ ଯାହାକୁ ଆପଣ ବଦଳାଇପାରିବେ ନାହିଁ କିମ୍ବା ଯଦି ବଦଳାଇବାର ଚେଷ୍ଟା କରନ୍ତି ତେବେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।


ନିର୍ମାଣରେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରଙ୍କ ଭୂମିକା ଓ ସେ କାହିଁକି ଆବଶ୍ୟକ |ଅଲ୍ଟ୍ରାଟେକ

ଆପଣଙ୍କ ଘର ଆପଣଙ୍କ ଜୀବନର ସବୁଠାରୁ ବଡ଼ ଉପକ୍ରମଗୁଡ଼ିକ ମଧ୍ୟରୁ ଗୋଟିଏ ହୋଇଥାଏ ଏବଂ ତାହାର ଦୀର୍ଘସ୍ଥାୟିତା ତାହାର ସ୍ଥାୟିତ୍ୱ ଉପରେ ନିର୍ଭର କରିଥାଏ । ଆପଣ ଯେପରି ପିଢ଼ି ପରେ ପିଢ଼ି ଯାଏଁ ବଜାୟ ରହୁଥିବା ଘର ତିଆରି କରନ୍ତି, ତାହା ଜଣେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟର୍ ସୁନିଶ୍ଚିତ କରିଥାନ୍ତି । ଜଣେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରଙ୍କୁ ନିୟୋଜିତ ନ କରିବା ଦ୍ୱାରା, ଆପଣ ନିଜ ଘରର ଦୀର୍ଘସ୍ଥାୟିତା ପ୍ରସଙ୍ଗରେ ରିସ୍କ ନିଅନ୍ତି ।


Use of Personal Protective Equipment in Construction Site Safety

ନିର୍ମାଣ ସ୍ଥାନ ସୁରକ୍ଷା ପାଇଁ 5ଟି ଅଭ୍ୟାସ | ଅଲ୍ଟ୍ରାଟେକ୍ ସିମେଣ୍ଟ

ଯେବେ ଆପଣଙ୍କ ଘର ନିର୍ମାଣର କଥା ଆସେ, ତେବେ ପ୍ଲାନିଂରୁ ଆରମ୍ଭ କରି ଫିନିଶିଂ ପର୍ଯ୍ୟନ୍ତ ଅନେକ କିଛି ଚିନ୍ତା କରିବାକୁ ପଡ଼ିଥାଏ । କିନ୍ତୁ ଯେବେ ଆପଣ ନିର୍ମାଣ ପ୍ରକ୍ରିୟାକୁ ନେଇ ଆଗକୁ ବଢ଼ନ୍ତି, ତେବେ ସୁରକ୍ଷା ଏପରି ଏକ ପ୍ରସଙ୍ଗ ଅଟେ, ଯାହାକୁ ନେଇ ଆପଣ ଆଦୌ କୌଣସି ବୁଝାମଣା କରିପାରିବେ ନାହିଁ । ତାହା ଢାଞ୍ଚା ବା ସଂରଚନାର ସୁରକ୍ଷା ହେଉ କି ନିର୍ମାଣ ଟିମ୍, ସୁପରଭାଇଜର କିମ୍ବା ସାଇଟ୍ ରେ ଉପସ୍ଥିତ ଅନ୍ୟମାନଙ୍କ ସୁରକ୍ଷା ହେଉ। ଏମିତି ବି ନିର୍ମାଣ ସାଇଟ୍ ସ୍ୱାଭାବିକ ଭାବେ ଏକ ଉଚ୍ଚ ବିପଦଶଙ୍କୁଳ ପରିବେଶ ହୋଇଥାଏ, ଯେଉଁଠାରେ ଶ୍ରମିକମାନଙ୍କ ପ୍ରତି ବିଜୁଳି ବିପଦ, ନିର୍ମାଣ ମେଶିନାରୀ ବିପଦ ଏବଂ ଅନ୍ୟାନ୍ୟ ଦୁର୍ଘଟଣାର ବିପଦ ରହିଥାଏ । ଏଇଥିପାଇଁ, ଯେକୌଣସି ପ୍ରକାର ଦୁର୍ଘଟଣାକୁ ପ୍ରତିରୋଧ କରିବା ପାଇଁ ଏହା ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ଯେ ଆପଣଙ୍କ ନିର୍ମାଣ ଅବଧିରେ ନିର୍ମାଣ ସାଇଟ୍‌ ସୁରକ୍ଷିତ ଅଟେ ।


ୱାଟରପ୍ରୁଫିଂ କ’ଣ, ଏହାର ପ୍ରକାର ଓ ଘର ୱାଟରପ୍ରୁଫିଂର 4ଟି ସହଜ ସୋପାନ | ଅଲ୍ଟ୍ରାଟେକ୍

ଆପଣଙ୍କ ଘର ଆପଣଙ୍କ ପରିବାର ପାଇଁ କେବଳ ଏକ ଆଶ୍ରୟସ୍ଥଳୀ ନୁହେଁ, ଏହା ତା’ଠାରୁ କାହିଁ କେତେ ଅଧିକ । ଏହା ଆପଣଙ୍କର ଏକ ସୁରକ୍ଷିତ ଠିକଣା ଅଟେ । ଏହା ଆପଣଙ୍କୁ ଆରାମ ଯୋଗାଇବା ସହିତ ଆପଣଙ୍କୁ ଖରା, ବର୍ଷା ଓ ଶୀତରୁ ନିରାପତ୍ତା ପ୍ରଦାନ କରିଥାଏ । ଏହି କାରଣ ପାଇଁ, ଆପଣ ଏପରି ଏକ ଘର ତିଆରି କରିବା ପାଇଁ ଅନେକ ସମୟ, ଟଙ୍କା ଓ ଶକ୍ତି ଖର୍ଚ୍ଚ କରନ୍ତି, ଯାହା ଭବିଷ୍ୟତ ପିଢ଼ି ପାଇଁ ବଜାୟ ରହିବ ।


କାନ୍ଥ ପ୍ଲାଷ୍ଟର କିପରି କରିବେ [4ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ]|ଅଲ୍ଟ୍ରାଟେକ ସିମେଣ୍ଟ

ଆପଣଙ୍କ ଘରର କାନ୍ଥକୁପଲାଷ୍ଟରବିଂ କରବବା ଦ୍ୱାରା ତାହାକୁଏକ ସ୍ମୁଦ୍ ଫବନଶ୍ବ ମବଳବଥାଏ, ଯାହା ଉପରର ସହଜରର ରଙ୍ଗ ଲଗାଯାଇପାରବଥାଏ । ଏହା ଆପଣଙ୍କ ଘରକୁପାଣବପାଗ ପରବବତ୍ତଣନ ବରବୁଦ୍ଧରର ସୁରକ୍ଷା ପ୍ରଦାନ କରବଥାଏ । ଏଠାରର ଆପଣଙ୍କ ଘରର ପଲାଷ୍ଟରବିଂ ସମୟରର 4ଟବଗୁରୁତ୍ୱପୂର୍ଣ୍ଣଟପବସ ପ୍ରଦାନ କରାଗଲା


ନିର୍ମାଣ ଖର୍ଚ୍ଚ କିପରି ହ୍ରାସ କରିବେ? ଏକ ବଜେଟ୍-ଅନୁକୂଳ ଉପଦେଶ | ଅଲ୍ଟ୍ରାଟେକ୍

ଆପଣ ନବଜର ଘର ତବଆରବପାଇଁନବଜ ଆଜୀବନ ସଞ୍ଚୟ ରାର୍ବର ସବିଂହର୍ାଗ ଖର୍ଚ୍ଭକରବଥାନ୍ତବ। ଅନାବର୍ୟକ ଖର୍ଚ୍ଭଗୁଡ଼କବୁହ୍ରାସ କରବବାରର ସାହାଯୟ କରବବା ପାଇଁଏଠାରର ରକରତାଟବଟବପ୍ସ ଦବଆଗୋ ।


What is Concrete Curing and Different Ways of Curing

କଂକ୍ରିଟ୍ କ୍ୟୁରିଙ୍ଗ୍ କିପରି କରିବେ ଏବଂ ବିଭିନ୍ନ କ୍ୟୁରିଙ୍ଗ୍ ପଦ୍ଧତିଗୁଡ଼ିକ । UltraTech

ନଜବର ନବନମବିତ ଘରର ଫାଟ ରଦଖିବାକୁରକହବବବୟାହରିଁବ ନାହିଁ। କିଂକ୍ରବଟ୍ ରସଟ୍ ରହଲାପରର ସାଧାରଣତଃ ରସଥିରର ଫାଟ ବବକଶବତ ରହବା ଆରମ୍ଭ ରହାଇଥାଏ । ରହରଲ, କିଂକ୍ରବଟ୍ କଓବରବିଂ ଆପଣଙ୍କୁଫାଟ ଗଠନକୁପ୍ରତରବରାଧ କରବବାରର ସାହାଯୟ କରବପାରବବ ରବାଲବ ଆପଣ ଜାଣ୍ବ କବ? କବଓରବିଂ କ’ଣ ଓ ଫାଟକୁପ୍ରତରବରାଧ କରବବା ଲାଗବଆପଣ ଏହାକୁକପବରବ ବୟବହାର କରବରବ ଆସ୍ୁ ରଦଖିବା


Budgeting for your home construction

ଘର ନମବଭାଣ ସମୟରର ବରଜଟ ସରୋଇଜ୍ କୁକପବରବଏଡ଼ାଇରବ?

ତୁମେ ତୁମର ଜୀବନ ସଞ୍ଚୟର ଏକ ବଡ଼ ଅଂଶ ଖର୍ଚ୍ଚ କର ଯେଉଁଥିପାଇଁ ଏହା ଠିକ୍ ମନେହୁଏ ଯେ ତୁମେ ଏହାକୁ ଆଗୁଆ ଯୋଜନା କର, ଯେହେତୁ ନିର୍ମାଣ ପୂର୍ବରୁ ବଜେଟ୍ କରିବା ପରେ ଅନେକ ସଞ୍ଚୟ କରିବାରେ ସାହାଯ୍ୟ କରେ |


ନିର୍ମାଣ ପୂର୍ବବର୍ତ୍ତୀ ଆଣ୍ଟି ଟର୍ମାଇଟ୍ ଟ୍ରିଟମେଣ୍ଟ ପ୍ରକ୍ରିୟା | ଅଲ୍ଟ୍ରାଟେକ୍

ଉଇମାରନ ଉପର୍ଦ୍ବୀ । ଘରର ଉଇ ଆସବଗରେ ରସମାରନ ଆପଣଙ୍କର ଆସବାବ ପତ୍ର, ଫବସର୍ ଓ ଘରର ଅନୟାନୟ ଢାଞ୍ଚାଗୁଡ଼କବୁଗମ୍ଭୀର େୟେତବ ପହଞ୍ଚାଇଥାନ୍ତବ । ଏହାକୁେତରବରାଧ କରବବା ପାଇଁ, ଆପଣଙ୍କୁରକବଳ ନମବଭାଣ ଆରମ୍ଭ ପୂବଭରୁ ଉଇ-ନରବରାଧୀ ଉପଚାର କରବବାକୁରହବ ।


ଆପଣଙ୍କ ଘରକୁ ୱାଟରପ୍ରୁଫିଂ କରିବାର 4 ଟି ଲାଭ (ୱାଟରପ୍ରୁଫିଂର ଗୁରୁତ୍ୱ) | ଅଲ୍ଟ୍ରାଟେକ

लंबे समय तक अपने घर को पानी के रिसने से बचाने का सबसे अच्छा उपाय वाटरप्रूफिंग है। आपके घर के निम्नलिखित क्षेत्रों में वॉटरप्रूफिंग महत्वपूर्ण है:


ଗୃହ ନିର୍ମାଣ ପାଇଁ ଖର୍ଚ୍ଚ ଆକଳନ କରିବା ପାଇଁ ଏକ କ୍ୱିକ୍ ଗାଇଡ୍ | ଅଲ୍ଟ୍ରାଟେକ୍

ଆପଣଙ୍କ ଘର ନିର୍ମାଣ ପାଇଁ, ଆର୍ଥିକ ଯୋଜନା ବା ଫାଇନାନ୍ସିଆଲ୍ ପ୍ଲାନିଂ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଆଶାଠାରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଯିବା କାରଣରୁ ଆପଣଙ୍କ ଘର ତିଆରି ଅଧୁରା ରହିଯାଉ, ଏହା କଦାପି ଆପଣ ଚାହିଁବେ ନାହିଁ ।


ଜାଗା କିଣିବା ପାଇଁ ଆବଶ୍ୟକ 6ଟି ଆଇନଗତ କାଗଜପତ୍ର | ଅଲଟ୍ରାଟେକ୍

ଆପଣ ଏକ ପ୍ଲଟ୍ କିଣିବାର ନିଷ୍ପତ୍ତି ନେଲେ, ପ୍ରଥମେ ନିଶ୍ଚିତ କରିନିଅନ୍ତୁ ଯେ ଆପଣଙ୍କ ନିକଟରେ ସମସ୍ତ ଦସ୍ତାବିଜ ଅଛି । ଏଗୁଡ଼ିକ ବିନା, ଆପଣଙ୍କର କ୍ରୟ ବିଳମ୍ବିତ ହେବ ।


ନିର୍ମାଣ ର ବିଭିନ୍ନ ଭାଗରେ ବୁଝିବାରେ

ଯୋଜନା ପର୍ଯ୍ୟାୟରେ, ନିର୍ମାଣର ଅନେକ ପର୍ଯ୍ୟାୟ ବିଷୟରେ ଏକ ଭଲ ଧାରଣା ପାଇବା ଜରୁରୀ | ଏହି ପର୍ଯ୍ୟାୟଗୁଡିକ ଧ୍ୟାନରେ ରଖି ଜଣେ ଗୃହ ନିର୍ମାଣକାରୀଙ୍କୁ ଉଭୟ ଘର ଏବଂ ଆର୍ଥିକ ଯୋଜନାକୁ ଭଲ ଯୋଜନା କରିବାକୁ ଅନୁମତି ଦେବ |


ନୂତନ ନିର୍ମାଣ ପାଇଁ ଆଣ୍ଟି-ଟର୍ମାଇଟ୍ ଚିକିତ୍ସା | ଅଲ୍ଟ୍ରାଟେକ୍

ନିର୍ମାଣରେ କାଠର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯେଉଁଠି କାଠ ଅଛି, ସେଠି ଉଇ ଦେଖାଯିବା ସ୍ୱାଭାବିକ । ଏବଂ ଏହାକୁ ଅଣଦେଖା କଲେ, ଏହି କୀଟଗୁଡ଼ିକ ସଂରଚନାକୁ ଅପେକ୍ଷାକୃତ କ୍ଷତି ପହଞ୍ଚାଇପାରନ୍ତି ।


ଘର ନିର୍ମାଣ କରିବା ସମୟରେ କିପରି ଟଙ୍କା ସଞ୍ଚୟ କରିବେ? | ଅଲଟ୍ରାଟେକ୍

ନିଜ ଘର ତିଆରି କରିବା ପ୍ରକ୍ରିୟା ସମୟରେ ଆପଣ ନିମ୍ନପ୍ରଦତ୍ତ ଟିପ୍‌ସଗୁଡ଼ିକୁ ଅନୁସରଣ କଲେ, ଆପଣଙ୍କୁ କିଛି ଅର୍ଥ ସଞ୍ଚୟ କରିବାରେ ସହାୟତା ମିଳିପାରିବ ।


ଜମି କ୍ରୟ ପାଇଁ 5 ଟି ପ୍ରମୁଖ ଡକ୍ୟୁମେଣ୍ଟ (ଜମି କ୍ରୟ ପାଇଁ ଆବଶ୍ୟକ ଦଲିଲ)|ଅଲ୍ଟ୍ରାଟେକ

ଘର ନମବଭାଣ ଅର୍ବମୁରଖ େଥମ ବଡ଼ ପଦରେପ ରହଉଛବନଜବର ପଲଟ୍ କଣବବବା । ଘରର ନମବଭାଣ ଆରମ୍ଭ କରବବା ପୂବରଭୁସମସ୍ତ ଆବର୍ୟକୀୟ ଦସ୍ତାବବଜ ପାଖରର ସଜାଡ଼ବ ରଖିବା ସରବଭାତ୍ତମ; ଏହାଦ୍ୱାରା ଆପଣ ପରବତ୍ତଭୀ ସମୟ ବା ର୍ବବେୟତରର ଆଇନଗତ ସମସୟାଗୁଡ଼କବୁଏଡ଼ାଇପାରବରବ ।


ନିର୍ମାଣରେ ଆର୍କିଟେକ୍ଟଙ୍କ ଭୂମିକା ବ୍ୟାଖ୍ୟା କରାଯାଇଛି । UltraTech

ଠିକାଦାର ଏବଂ ଆର୍କିଟେକ୍ଟଙ୍କ ମଧ୍ୟରେ ପାର୍ଥକ୍ୟକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆର୍କିଟେକ୍ଟ କିଏ? ସରଳ ଭାଷାରେ କହିଲେ, ଆପଣଙ୍କ ସମଗ୍ର ଘରର ଡିଜାଇନ୍ ଆର୍କିଟେକ୍ଟଙ୍କ ଦାୟିତ୍ୱ ଅଟେ । ଆର୍କିଟେକ୍ଟ ସମଗ୍ର ନିର୍ମାଣ ପ୍ରକ୍ରିୟାରେ ଜଡ଼ିତ ରହିଥାନ୍ତି କିନ୍ତୁ ତାଙ୍କ କାର୍ଯ୍ୟର ତିନି ଚତୁର୍ଥାଂଶ ପ୍ଲାନିଂ ପର୍ଯ୍ୟାୟରେ ହୋଇଥାଏ ।


କଂକ୍ରିଟ୍ କ୍ୟୁରିଂ (Concrete Curing) କୌଶଳଗୁଡ଼ିକର ଗୁରୁତ୍ୱ | ଅଲ୍ଟ୍ରାଟେକ୍

ଆପଣ ଗଢ଼ିଥିବା ଘରଟି ଦୀର୍ଘସ୍ଥାୟୀ ହେବା ଉଚିତ୍ । ଅନ୍ୟଥା ମରାମତି ଓ ପୁନରୁଦ୍ଧାର ପଛରେ ଆପଣଙ୍କୁ ଅନେକ ଟଙ୍କା ଓ ସମୟ ଖର୍ଚ୍ଚ କରିବାକୁ ପଡ଼ିବ ।


ଘର ନିର୍ମାଣ ପାଇଁ କେଉଁ ସିମେଣ୍ଟ ସବୁଠୁ ଭଲ? UltraTech

ଏକ ଘର ନିର୍ମାଣ କରିବାରେ ଅନେକ ପର୍ଯ୍ୟାୟ ରହିଥାଏ ଏବଂ ଏପରି ଅଧିକାଂଶ ପର୍ଯ୍ୟାୟରେ ଆପଣ କେଉଁ ସିମେଣ୍ଟ ବାଛନ୍ତି ତାହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।


ନିଜ ବଜେଟକୁ ଟ୍ରାକ୍ କରନ୍ତୁ ଓ ଖର୍ଚ୍ଚ ବଞ୍ଚାନ୍ତୁ - ଜାଣନ୍ତୁ କିପରି

ଘର ନିର୍ମାଣ ପୂର୍ବରୁ ଓ ଘର ନିର୍ମାଣ ସମୟରେ ଆପଣଙ୍କର ସବୁଠାରୁ ବଡ଼ ଚିନ୍ତା ଥାଏ ବଜେଟର ପରିଚାଳନା । ବଜେଟ ଉପରେ ନଜର ରଖିବାର ସର୍ବାଧିକ ବ୍ୟାପକ ଭାବେ ବ୍ୟବହୃତ ହେଉଥିବା ପଦ୍ଧତି ହେଉଛି ଏକ ବଜେଟ୍ ଟ୍ରାକର୍ ର ବ୍ୟବହାର ।


ଏକ ଜମି କିପରି କିଣିବେ? ଜମି କ୍ରୟର 6ଟି ଟିପ୍ସ (ପ୍ଲଟ୍ କିଣିବା ଟିପ୍ସ) | ଅଲ୍ଟ୍ରାଟେକ୍

ଆପଣଙ୍କର ନୂଆ ଘର ନମବଭାଣ ଯାତ୍ରାରର, େଥମ ପଦରେପ ରହଉଛବପଲଟ୍ ଚୟନ କରବବା । ଏହବପଦରେପକୁବରବର୍େ ଯତ୍ନ ସହବତ ନବଆଯବବା ଆବର୍ୟକ କାରଣର ଆପଣ ଥରର ପଲଟ୍ କବଣବରଦରେ, ଆପଣ ନଜବର ନଷ୍ପବତ୍ତକବୁବଦଳାଇପାରବରବ ନାହଁ। ଘର ତଆବ ରବପାଇଁସଠକ୍ବ ପଲଟ୍ ଚୟନ କରବବାରର ଆପଣଙ୍କୁସାହାଯୟ କରବବା ପାଇଁଆରମ ଏଠାରର ରକରତାଟବଟପ୍ବସ େଦାନ କରୁଛୁ।


ଫାଉଣ୍ଡେଶନ୍ ବିଛାଇବା ସମୟରେ ତଦାରଖ କାହିଁକି ଜରୁରୀ ହୋଇଥାଏ

ମଜବୁତ ଘରର ରହସ୍ୟ ହେଉଛି ମଜବୁତ ଫାଉଣ୍ଡେଶନ୍ । ତେଣୁ, ଫାଉଣ୍ଡେଶନ୍ ବିଛାଯିବାର ତତ୍ତ୍ୱାବଧାନ ସମୟରେ ଆପଣଙ୍କୁ ସତର୍କ ରହିବା ଜରୁରୀ ଅଟେ । ଅଭ୍ୟନ୍ତର କାର୍ଯ୍ୟ ବିପରୀତ, ଫାଉଣ୍ଡେଶନ୍ ଥରେ ବିଛାହୋଇଗଲେ, ତାହାକୁ ବଦଳାଯାଇପାରିବ ନାହିଁ


ନିର୍ମାଣରେ ଆର୍କିଟେକ୍ଟଙ୍କ ଭୂମିକା ବ୍ୟାଖ୍ୟା କରାଯାଇଛି । ଅଲଟ୍ରାଟେକ୍

ଆର୍କିଟେକ୍ଟ ଓ ଇଞ୍ଜିନିୟରଙ୍କ ଭୂମିକା ଭିନ୍ନ ହୋଇଥାଏ; ହେଲେ ଉଭୟଙ୍କ ଗୁରୁତ୍ୱ ସମାନ ଅଟେ । ବିଶେଷକରି, ଆପଣଙ୍କ ଘର ତିଆରିର ପ୍ଲାନିଂ ଓ ତଦାରଖ ପର୍ଯ୍ୟାୟରେ । ସେମାନଙ୍କର ବିଶେଷଜ୍ଞତା ଦ୍ୱାରା ଆପଣ କିପରି ଲାଭାନ୍ୱିତ ହୁଅନ୍ତି ଆସନ୍ତୁ ତାହା ବୁଝିବା ।


ଭିତ୍ତିଭୂମିରେ ଆଣ୍ଟି ଟର୍ମାଇଟ୍ ଟ୍ରିଟମେଣ୍ଟର ଗୁରୁତ୍ୱ | ଅଲ୍ଟ୍ରାଟେକ୍

ଘରର କାଠନିର୍ମିତ ଢାଞ୍ଚାଗୁଡ଼ିକୁ ଉଇରୁ ସୁରକ୍ଷିତ ରଖିବା ପାଇଁ ଉଇ-ନିରୋଧୀ ଉପଚାର ବା ଟ୍ରିଟମେଣ୍ଟ କରାଯାଇଥାଏ ।


ଏକ ନୂଆ ଘରର ନିର୍ମାଣର ପର୍ଯ୍ୟାୟଗୁଡ଼ିକ

ନିଜର ଏକ ଘର ତିଆରି କରିବା ଆପଣଙ୍କ ଜୀବନର ଏକ ଅନ୍ୟତମ ବଡ଼ ନିଷ୍ପତ୍ତି ହୋଇଥାଏ । ଆପଣଙ୍କ ଘର ଆପଣଙ୍କ ପରିଚୟ ହୋଇଥାଏ । ତେଣୁ, ଘର ନିର୍ମାଣର ପ୍ରତ୍ୟେକ ସୋପାନରେ କ’ଣ କରାଯିବ ଏ ସମ୍ପର୍କରେ ଆପଣ ଜାଣିରଖିବା ଜରୁରୀ । ଆପଣଙ୍କ ଘର ନିର୍ମାଣ ଯାତ୍ରାର ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ଜାଣିବା ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ଆପଣ ନିଜର ନୂଆ ଘରର ନିର୍ମାଣର ଯୋଜନା ପ୍ରସ୍ତୁତ କରିପାରିବେ ଓ ନିର୍ମାଣ କାର୍ଯ୍ୟକୁ ଟ୍ରାକ୍ କରିପାରିବେ ।


ଖନନ ଘରର ସୁଦୃଢ଼ତାକୁ ପ୍ରଭାବିତ କରିଥାଏ କି?

ଘରର ମୂଳଦୁଆ ବା ଫାଉଣ୍ଡେଶନ୍ ସ୍ଥାପନ ପୂର୍ବରୁ ଏକ ପ୍ଲଟ୍ ର ଖନନ କରାଯାଇଥାଏ । ଫାଉଣ୍ଡେଶନ୍ ଆପଣଙ୍କ ଘର ଢାଞ୍ଚାର ଓଜନକୁ ଫାଉଣ୍ଡେଶନ ତଳ ମାଟିକୁ ସ୍ଥାନାନ୍ତର କରିଥାଏ । ଯଦି ଖନନ ଠିକ୍ ରୂପେ କରା ନ ଯାଏ, ତେବେ ଫାଉଣ୍ଡେଶନ ଦୁର୍ବଳ ହୋଇଯିବ ଓ କାନ୍ଥ ତଥା ଖମ୍ବରେ ଫାଟ ସୃଷ୍ଟି ହେବ ।


ନିର୍ମାଣ ପାଇଁ ମରୁଭୂମି ବାଲି କାହିଁକି ବ୍ୟବହୃତ ହୁଏ ନାହିଁ? | ଅଲ୍ଟ୍ରାଟେକ୍

ନିଜର ଘର ତିଆରି କରିବା ପାଇଁ କଦାପି ସମୁଦ୍ର କିମ୍ବା ମରୁଭୂମିର ବାଲି ବ୍ୟବହାର କରନ୍ତୁ ନାହିଁ । ଏହି ବାଲିଗୁଡ଼ିକ ଦେଖିବାକୁ ଚକଚକିଆ ହୋଇଥିଲେ ହେଁ, ସେଗୁଡ଼ିକ ଅତି ସରୁ ଓ ଗୋଲାକାର ହୋଇଥାଏ । ଏ ପ୍ରକାର ବାଲିର ଉପଯୋଗ ଢାଞ୍ଚାକୁ ଦୁର୍ବଳ କରିପାରେ । ଅଧିକନ୍ତୁ, ସମୁଦ୍ର ବାଲିରେ ଲବଣ ଅଂଶ ରହିଥାଏ ଯାହା ଷ୍ଟିଲ୍ ଓ ପ୍ଲାଷ୍ଟର୍ ପାଇଁ ଖରାପ ଅଟେ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ