ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj

ମୁଁ ମୋର ଘର ତିଆରି କରୁଛି

ଗୃହ ନିର୍ମାତା

ପ୍ରଡକ୍ଟ ପ୍ରେଡିକ୍ଟର

metadata

ମୁଁ ପ୍ଲାନିଂର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି

coin

Do not remove

ଆମର କଷ୍ଟ୍ କାଲକୁଲେଟର୍ ବ୍ୟବହାର କରିଦେଖନ୍ତୁ

ଆମର କଷ୍ଟ୍ କାଲକୁଲେଟର୍ ବ୍ୟବହାର କରନ୍ତୁ ଯାହା ଆପଣଙ୍କୁ ସାହାଯ୍ୟ କରିବ-
୧) ଆପଣଙ୍କ ନୂଆ ଘରର ଆକଳିତ ଖର୍ଚ୍ଚ ଜାଣିବାରେ
୨) ଆପଣଙ୍କ ନୂଆ ଘର ପାଇଁ ଆବଶ୍ୟକ ସାମଗ୍ରୀ ପିଛା ଖର୍ଚ୍ଚକୁ ଜାଣିବାରେ
୩) ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ଆବଶ୍ୟକ ବଜେଟ୍ ଜାଣିବାରେ

logo

ଷ୍ଟୋର ଲୋକେଟର

ଆପଣଙ୍କର ନିକଟତମ UBS ଠାବ କରିବା ପାଇଁ ଷ୍ଟୋର୍ ଲୋକେଟର୍ ବ୍ୟବହାର କରିଦେଖନ୍ତୁ

logo

ଇଏମ୍ଆଇ କାଲକୁଲେଟର୍

ଆମର ଇଏମ୍ଆଇ କାଲକୁଲେଟର୍ ବ୍ୟବହାର କରିଦେଖନ୍ତୁ, ଯାହା ଆପଣଙ୍କୁ ଆପଣଙ୍କ ଗୃହ ଋଣର ସମାନ ମାସିକ କିସ୍ତି ହିସାବ କରିବାରେ ସହାୟତା କରିବ

logo

ଏକ୍ନପର୍ଟଙ୍କୁ ପଚାରନ୍ତୁ

ଆପଣଙ୍କ ଘର ନିର୍ମାଣ ଯାତ୍ରାରେ ଆପଣଙ୍କର ମାର୍ଗଦର୍ଶନ ପାଇଁ ଆମର ଏକ୍ସପର୍ଟମାନେ ମାତ୍ର ଏକ କଲ୍ ଦୂରରେ । ଆମର ଟୋଲ୍ ଫ୍ରି ନମ୍ବର 1800 210 3311 କୁ କଲ୍ କରନ୍ତୁ ଓ ଆମର ଟେକ୍ନିକାଲ୍ ଏକ୍ସପର୍ଟଙ୍କ ସହିତ କଥା ହୁଅନ୍ତୁ ।

ମୁଁ ମୋ ଘରର ନିର୍ମାଣ ଆରମ୍ଭ କରିଦେଇଛି

  dfs

Dummy one

ମୋବାଇଲ କଂକ୍ରିଟ୍ ଲ୍ୟାବ୍ ସର୍ଭିସ୍

ଅଲଟ୍ରାଟେକ୍ - ଭାରତର ନଂ.୧ ସିମେଣ୍ଟ

ନିର୍ମାଣର ବିଭିନ୍ନ ପର୍ଯ୍ୟାୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଲଟ୍ରାଟେକ୍ ନିକଟରେ ସିମେଣ୍ଟର ବ୍ୟାପକ ଶୃଙ୍ଖଳା ରହିଛି । ଏଠାରେ ଆମେ ପ୍ରଦାନ କରୁଥିବା ଉତ୍ପାଦ ଓ ତାହାର ପ୍ରୟୋଗ ଓ ଉପଯୋଗ ଦିଆଗଲା, ଆପଣ ନିଜ ପାଇଁ ସର୍ବୋତ୍ତମ ସିମେଣ୍ଟ ବାଛିପାରିବେ

ଇସ୍ପାତ ଦଣ୍ଡ

ଷ୍ଟିଲ୍ ଛଡ଼ ହେଉଛି ଘର ନିର୍ମାଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ, କାରଣ ଏହା ଆପଣଙ୍କ ଘରକୁ ସୁଦୃଢ଼ତା ପ୍ରଦାନ କରିଥାଏ । ଆମେ ଷ୍ଟିଲ୍ ଛଡ଼ ଉତ୍ପାଦର ଅନେକ ଭେରାଇଟି ଯୋଗାଇଥାଉ ।

ଉତ୍ପାଦ ପୂର୍ବାନୁମାନ |

Havinfg

ଟାଟା ୱାୟରନ୍ ଏବଂ ଲୋକାଲ୍ ବାଇଣ୍ଡିଂ ତାର

ଉପଯୁକ୍ତ ଓୟାରିଂ କାର୍ଯ୍ୟକୁ ସୁନିଶ୍ଚିତ କରାଯିବା ଜରୁରୀ, କାରଣ ଏହା ହେଉଛି ଆପଣ ତଥା ଆପଣଙ୍କ ପରିବାରର ସୁରକ୍ଷାର ପ୍ରଶ୍ନ । ଆମ ନିକଟରେ ବ୍ରାଣ୍ଡେଡ୍ ଓୟାରିଂ ସମାଧାନର ବ୍ୟାପକ ଶୃଙ୍ଖଳା ରହିଛି, ଯାହାକୁ ଆପଣ ନିଜ ଘରର ନିର୍ମାଣରେ ବ୍ୟବହାର କରିପାରିବେ ।

ଅଲ୍‌ଟ୍ରା ଟେକ୍ ୱେଦର ପ୍ରୋ ଡବ୍ଲୁପି+200 – ଇଣ୍ଟେଗ୍ରାଲ୍ ୱାଟରପ୍ରୁଫିଂ

ଏକ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ସମନ୍ବିତ ୱାଟରପ୍ରୁଫିଂ କମ୍ପାଉଣ୍ଡ ଯାହାକି ସିମେଣ୍ଟ, କଂକ୍ରିଟ୍ ଓ ମୋର୍ଟାରର କାର୍ଯ୍ୟଦକ୍ଷତା ଗୁଣଧର୍ମରେ ଉନ୍ନତି ଆଣିଥାଏ। ଏହା ଜଳଭେଦ୍ୟତାକୁ ହ୍ରାସ କରେ, ଯୋଡ଼େଇ ଓ କମ୍ପ୍ରେସିଭ୍ କ୍ଷମତାରେ ଉନ୍ନତି ଆଣେ।

waterproof

PCI ସେବାଗୁଡିକ |

ଆମେ ପେଷ୍ଟ କଣ୍ଟ୍ରୋଲ୍ ଅଫ୍ ଇଣ୍ଡିଆ ସହିତ ସହବନ୍ଧନ କରିଛୁ, ଯେଉଁମାନେ ଘରର ନିର୍ମାଣ ପୂର୍ବରୁ ଉଇ-ନିରୋଧୀ ଉପଚାର କରିପାରିବେ।

pci

ଆରଏମସି – ରେଡି ମିକ୍ସ କଂକ୍ରିଟ୍

pci

ଅଲଟ୍ରାଟେକ୍ - ଭାରତର ନଂ.୧ ସିମେଣ୍ଟ

ନିର୍ମାଣର ବିଭିନ୍ନ ପର୍ଯ୍ୟାୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଲଟ୍ରାଟେକ୍ ନିକଟରେ ସିମେଣ୍ଟର ବ୍ୟାପକ ଶୃଙ୍ଖଳା ରହିଛି । ଏଠାରେ ଆମେ ପ୍ରଦାନ କରୁଥିବା ଉତ୍ପାଦ ଓ ତାହାର ପ୍ରୟୋଗ ଓ ଉପଯୋଗ ଦିଆଗଲା, ଆପଣ ନିଜ ପାଇଁ ସର୍ବୋତ୍ତମ ସିମେଣ୍ଟ ବାଛିପାରିବେ

coin

ଇସ୍ପାତ ଦଣ୍ଡ

ଘର ତିଆରି କରିବା ସମୟରେ ଷ୍ଟିଲ୍ ବାର ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଉପାଦାନ ଯାହା ଘରକୁ ଦୃଢ଼ତା ପ୍ରଦାନ କରିଥାଏ। ଆମର ଅନେକ ଗୁଡ଼ିଏ ଷ୍ଟିଲ୍ ସମାଧାନ ରହିଛି।

coin

ଆରଏମସି

ଯୋଜନା କରିବା ଠାରୁ ଜମି ବାଛିବା ପର୍ଯ୍ୟନ୍ତ, ତଥା ସାମଗ୍ରୀ ବାଛିବା ପର୍ଯ୍ୟନ୍ତ। ଘର ନିର୍ମାଣ କରିବା ସମ୍ପର୍କରେ ବିଭିନ୍ନ ସୂଚନା ଓ ଟିପ୍‌ସ ଜାଣିବା ପାଇଁ #ବାତ୍‌ ଘର କି ସିରିଜକୁ ଦେଖନ୍ତୁ।

coin

ଉତ୍ପାଦ ପୂର୍ବାନୁମାନ |

Havinfg

ଅଲଟ୍ରାଟେକ୍ ଏକ୍ସଟ୍ରାଲାଇଟ୍, ଅଲଟ୍ରାଟେକ୍ ଫିକ୍ସୋବ୍ଲକ୍

ଅଲଟ୍ରାଟେକ୍ ଏକ୍ସଟ୍ରାଲାଇଟ୍ ହେଉଛି ଏକ ହାଲୁକା ଓଜନର ଅଟୋକ୍ଲେଭଡ୍ ଏରେଟେଡ୍ କଂକ୍ରିଟ୍ ବ୍ଲକ୍ ।ଏହା ଚୂନ, ସିମେଣ୍ଟ ଓ ଫ୍ଲାଏଆଶ୍ ର ପ୍ରତିକ୍ରିୟାମୂଳକ ମିଶ୍ରଣ ମାଧ୍ୟମରେ ନିର୍ମିତ ହୋଇଥାଏ । ଅଲଟ୍ରାଟେକ୍ ଫିକ୍ସୋବ୍ଲକ୍ ହେଉଛି ଏକ ବହୁମୁଖୀ ସରୁ ଜଏଣ୍ଟିଂ ସାମଗ୍ରୀ, ଯାହା ୩ ମିମିର ସରୁ ବେଡ୍ ପ୍ରୟୋଗ ପାଇଁ ବ୍ୟବହୃତ ହୋଇଥାଏ ।

coin

ଅଲଟ୍ରାଟେକ୍ ସୁପର୍ ଷ୍ଟୁକ୍କୋ

ଅଲଟ୍ରାଟେକ୍ ସୁପର୍ ଷ୍ଟୁକ୍କୋ ହେଉଛି ଏକ ରେଡି ମିକ୍ସ ସିମେଣ୍ଟ ଭିତ୍ତିକ ପଲିମର୍, ଯାହା ଉଚ୍ଚ କାର୍ଯ୍ୟଦକ୍ଷ ସର୍ଫେସ୍ ଫିନିଶିଂ ସାମଗ୍ରୀରେ ସମୃଦ୍ଧ ଅଟେ ।

coin

ଅଲଟ୍ରାଟେକ୍ ରେଡିପ୍ଲାଷ୍ଟ

ଅଲଟ୍ରାଟେକ୍ ରେଡିପ୍ଲାଷ୍ଟ ହେଉଛି ମାନୁଆଲ୍ ପ୍ଲାଷ୍ଟରିଂ ପ୍ରୟୋଗ ପାଇଁ ଉଚ୍ଚ ଗୁଣମାନର ପଲିମର୍ ଆଡିଟିଭ୍, ଉତ୍ତମ ଗ୍ରେଡ୍ ର ବାଲି ଓ ଫିଲର୍ ଯୁକ୍ତ ଏକ ରେଡି ମିକ୍ସ ସିମେଣ୍ଟ ପ୍ଲାଷ୍ଟର୍/ରେଣ୍ଡର ।

coin

ଉତ୍ପାଦ ପୂର୍ବାନୁମାନ |

Havinfg

ହେଭି ପ୍ରେଶର୍ ପ୍ଲମ୍ବିଂ ପାଇପ୍ସ

ସଫା ପାଣି ବିତରଣ ପାଇଁ ହେଭି ପ୍ରେଶର୍ ପାଇପ୍ ଆବଶ୍ୟକ ହୋଇଥାଏ । ଆପଣ ଏହି ବ୍ରାଣ୍ଡେଡ୍ ସମାଧାନଗୁଡ଼ିକ ମଧ୍ୟରୁ ନିଜ ପାଇଁ ଉପଯୁକ୍ତ ପାଇପ୍ ବାଛିପାରିବେ ।

cgfd

CPVC ପାଇକ୍

CPVC ପାଇପ୍ ହେଉଛି ଏକ ଥର୍ମୋପ୍ଲାଷ୍ଟିକ୍, ଯାହା ପଲିଭିନାଇଲ୍ କ୍ଲୋରାଇଡ୍ ର କ୍ଲୋରିନେଶନ୍ ଦ୍ୱାରା ନିର୍ମିତ ହୋଇଥାଏ, ଯାହା ସାଧାରଣ PVC ପାଇପ୍ ତୁଳନାରେ ଅପେକ୍ଷାକୃତ ଅଧିକ ନମନୀୟ ହୋଇଥାଏ ଓ ଉଚ୍ଚତର ତାପମାତ୍ରାକୁ ସହନ କରିପାରିଥାଏ

cgfd

ଫୋମ୍ କୋର୍ ଏବଂ ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ପାଇପ୍ସ

ଫୋମ୍ କୋର୍ ପାଇପଗୁଡ଼ିକ ସାଧାରଣତ ବହୁ ପରସ୍ତବିଶିଷ୍ଟ ପାଇପ ହୋଇଥାଏ, ଯାହାର ବାହ୍ୟ ଓ ଆଭ୍ୟନ୍ତରୀଣ ପରସ୍ତ ପାରମ୍ପରିକ PVCରେ ଓ ମଝିଆ ପରସ୍ତ ଫୋମ୍ଡ PVCରେ ଗଠିତ ହୋଇଥାଏ । ଭୂତଳ ଡ୍ରେନେଜ୍ ପାଇଁ ଫୋମ୍ କୋର୍ ପାଇପ୍ ଗୁଡ଼ିକୁ ଉପଯୁକ୍ତ ଅଟେ ।

cgfd

କିପରି କରିବେ ଭିଡିଓ

ପ୍ଲାନିଂରୁ ଆରମ୍ଭ କରି ଜମି ଚୟନ ପର୍ଯ୍ୟନ୍ତ, ସାମଗ୍ରୀ ଚୟନରୁ ଆରମ୍ଭ କରି ଗୃହପ୍ରବେଶ ପର୍ଯ୍ୟନ୍ତ । ଗୃହ ନିର୍ମାଣର ବିଭିନ୍ନ ଦିଗ ସମ୍ପର୍କରେ ଉପଦେଶ ଓ ସୂଚନା ପାଇଁ #BaatGharKi ସିରିଜ୍ ଦେଖନ୍ତୁ।

coin

ଆରଏମସି – ରେଡି ମିକ୍ସ କଂକ୍ରିଟ୍

coin

ମୁଁ ମୋର ଘର ସମାପ୍ତ କରିବାକୁ ଯାଉଛି

fhgthgh

do not delete dummy

ଅଲଟ୍ରାଟେକ୍ ସିଲ୍ ଆଣ୍ଡ ଡ୍ରାଏ ହାଇ-ଫ୍ଲେକ୍ସ

ଏକ ଫ୍ଲେକ୍‌ସିବଲ୍ ପଲିମର ଭିତ୍ତିକ ୱାଟରପ୍ରୁଫିଂ କୋଟିଂ ଯାହା 100% ପର୍ଯ୍ୟନ୍ତ ଆଛାଦନ କରିଥାଏ ଓ ଉଚ୍ଚ ଆପଦ ଥିବା ସ୍ଥାନ ଯଥା ବାହ୍ୟ କାନ୍ଥ, ଛାତ ଓ ଟେରାସକୁ ଡବଲ ସୁରକ୍ଷା ପ୍ରଦାନ କରିଥାଏ। ଏହା ଏକ ଦୀର୍ଘସ୍ଥାୟୀ ଓ ଅଭେଦ୍ୟ କୋଟିଂ ପ୍ରଦାନ କରେ, ଯଦ୍ବାରା ନିର୍ମାଣ ମଧ୍ୟରେ ଆର୍ଦ୍ରତା ପ୍ରବେଶ କରିପାରେ ନାହିଁ।

AV - 2_BPD_2

ଅଲଟ୍ରାଟେକ୍ ସିଲ୍ ଆଣ୍ଡ ଡ୍ରାଏ ଫ୍ଲେକ୍ସ

ଏକ ଫ୍ଲେକ୍‌ସିବଲ୍ ପଲିମର ଭିତ୍ତିକ ୱାଟରପ୍ରୁଫିଂ କୋଟିଂ ଯାହା 50% ପର୍ଯ୍ୟନ୍ତ ଆଛାଦନ କରିଥାଏ ଓ ଉଚ୍ଚ ଆପଦ ଥିବା ସ୍ଥାନ ଯଥା ବାହ୍ୟ କାନ୍ଥ, ଛାତ ଓ ଟେରାସକୁ ଡବଲ ସୁରକ୍ଷା ପ୍ରଦାନ କରିଥାଏ। ଏହା ଏକ ଦୀର୍ଘସ୍ଥାୟୀ ଓ ଅଭେଦ୍ୟ କୋଟିଂ ପ୍ରଦାନ କରେ, ଯଦ୍ବାରା ନିର୍ମାଣ ମଧ୍ୟରେ ଆର୍ଦ୍ରତା ପ୍ରବେଶ କରିପାରେ ନାହିଁ। 

AV - 2_BPD_2

ଅଲଟ୍ରାଟେକ୍ ସିଲ୍ ଆଣ୍ଡ ଡ୍ରାଏ ସିଙ୍ଗଲ୍ କମ୍ପୋନେଣ୍ଟ

ପାନୀୟ ଜଳ ଟାଙ୍କି ପାଇଁ ସିଙ୍ଗିଲ୍ କମ୍ପୋନେଣ୍ଟ ୱାଟରପ୍ରୁଫିଂ ହେଉଛି ଏକ ସ୍ପେଶିଆଲିଷ୍ଟ ୱାଟରପ୍ରୁଫିଂ ଉତ୍ପାଦ। ଏହା ସିଏଫଟିଆରଆଇ (ସେଣ୍ଟ୍ରାଲ ଫୁଡ୍‌ ଟେକନୋଲୋଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ) ଦ୍ବାରା ଖାଦ୍ୟ-ଗ୍ରେଡ୍ ଅନୁମୋଦିତ। ତେଣୁ ଏହା ପାନୀୟ ଜଳ ଭଣ୍ଡାରଣ କରିବା ପାଇଁ ନିରାପଦ ଅଟେ।

ghg

अल्ट्राटेक सील & ड्राई एसबीआर / सील & ड्राई फ्लेक्स

अल्ट्राटेक सील & ड्राई एसबीआर एक स्टाइरीन ब्यूटाडीन लेटेक्स को-पॉलीमर, बहुउद्देशीय बॉन्डिंग एजेंट है, जिसका उपयोग संरचनाओं / कंक्रीट की मरम्मत और वॉटरप्रूफिंग और बॉन्डिंग स्लरी के लिए किया जाता है। फ्लेक्स सील & ड्राई फ्लेक्स का उपयोग टैरेस, ढलान, छतों, आरसीसी पानी की टंकियों, 10000 वर्ग फुट से कम क्षेत्र के बालकनी के गुंबदों के लिए पॉजिटिव साइड वॉटरप्रूफिंग के लिए किया जाता है।

vbcb

ଉତ୍ପାଦ ପୂର୍ବାନୁମାନ |

Havinfg

ବାଥରୁମ ଟାଇଲ୍ସ |

ଆପଣ ନିଜର ବାଥରୁମ୍ ପାଇଁ ଡିଜାଇନର୍ ଏବଂ ଇମ୍ପ୍ରେସିଭ୍ ଟାଇଲ୍ ଚୟନ କରିପାରିବେ । ଆମେ ବ୍ୟାପକ ରଙ୍ଗ ଓ ଆକୃତି ଶୃଙ୍ଖଳାର ବ୍ରାଣ୍ଡେଡ୍ ଟାଇଲ୍ ସମାଧାନ ଯୋଗାଇଥାଉ ।

ସାନିଟାରୀ ୱେର୍ ଏବଂ ନଳ

ଆମ ନିକଟରେ ବ୍ୟାପକ ଶୃଙ୍ଖଳାର ସାନିଟାରୀ ୱେର୍ ଏବଂ ନଳ ସମାଧାନ ରହିଛି ।

cgfd

ଅଲଟ୍ରାଟେକ୍ ଲାଇଟକନ୍

ଅଲଟ୍ରାଟେକ୍ ଲାଇଟକନ୍ ହେଉଛି ୬୦୦ - ୧୫୦୦ କିଗ୍ରା/m3 ପରିସରର ଘନତ୍ୱ ବିଶିଷ୍ଟ ହାଲୁକା ଓଜନର ସ୍ମାର୍ଟ ଫିଲର୍ କଂକ୍ରିଟ୍, ଯାହା ଏକ ଫିଲିଂ ଓ ଲେଭଲିଂ ସାମଗ୍ରୀ ଭାବେ ବ୍ୟବହୃତ ହୋଇଥାଏ, ଯାହାଫଳରେ ଢାଞ୍ଚାଗୁଡ଼ିକ ଉପରେ ଅଚଳ ଭାର ହ୍ରାସିତ ହୁଏ ଏବଂ ଏହାକୁ ଲଗାଇବା ଅତ୍ୟନ୍ତ ସହଜ ।

cgfd

ଉତ୍ପାଦ ପୂର୍ବାନୁମାନ |

Havinfg

ଅଲଟ୍ରାଟେକ୍ ଟାଇଲଫିକ୍ସୋ CT

ଉତ୍କୃଷ୍ଟ ସାଧାରଣ ଉଦ୍ଦ୍ୟେଶୀୟ ସିମେଣ୍ଟଯୁକ୍ତ ଟାଇଲ୍ ଆଢେସିଭ୍, ବୃହତ୍ ଆକାରର କଂକ୍ରିଟ୍ ସବଷ୍ଟ୍ରେଟ୍ ମେଜିଆ ଏବଂ ଛୋଟରୁ ମଧ୍ୟମ ଆକାରର ଭୂଲମ୍ବ ପ୍ରୟୋଗ ପାଇଁ ସୁପାରିସଯୋଗ୍ୟ

cdv

ଅଲ୍‌ଟ୍ରାଟେକ୍‌ ଟାଇଲ୍ ଫିକ୍ସୋ ଭିଟି

କଂକ୍ରିଟ୍ ସବଷ୍ଟ୍ରେଟ୍ ଉପରେ ଚଟାଣ ଏବଂ କାନ୍ଥରେ ପ୍ରୟୋଗ ପାଇଁ ଭିଟ୍ରିଫାଇଡ୍ ଏବଂ ପର୍ସେଲେନ ଟାଇଲ୍ସର ବୃହତ ଫର୍ମାଟ୍ ପୃଷ୍ଠଭାଗ ପାଇଁ ପ୍ରିମିୟମ୍ ପଲିମର ରୂପାନ୍ତରିତ ଟାଇଲ୍ ଆଡେସିଭ୍ ଏବଂ ସେରାମିକ୍, ଭିଟ୍ରିଫାଇଡ୍, ମୋଜାଇକ୍ ଏବଂ ପ୍ରାକୃତିକ ପଥର ପରି ଟାଇଲ୍ ଉପରେ ପ୍ରୟୋଗ

cdv

ଅଲଟ୍ରାଟେକ୍ ଟାଇଲଫିକ୍ସୋ NT

ବଡ଼ ଆକାରର ପ୍ରାକୃତିକ ପଥର ଯେପରି ବିଭିନ୍ନ ପ୍ରକାରର ଗ୍ରାନାଇଟ୍ ଓ ଅନ୍ୟାନ୍ୟ ପଥର ପାଇଁ ବିଶେଷ ଭାବେ ପରିକଳ୍ପିତ ଟାଇଲ୍ ଆଢେସିଭ୍, କଂକ୍ରିଟ୍ ଉପରେ ଭୂଲମ୍ବ ଓ ଭୂସମାପ୍ତର ପ୍ରୟୋଗ ତଥା ଭୂଲମ୍ବ ପ୍ରୟୋଗ ଲାଗି ପ୍ଲାଷ୍ଟରଯୁକ୍ତ ପୃଷ୍ଠଭାଗରେ ଲଗାଇବା ନିମନ୍ତେ

cdv

ଅଲଟ୍ରାଟେକ୍ ଟାଇଲଫିକ୍ସୋ YT

ପ୍ରିମିୟମ୍ ହ୍ୱାଇଟ୍ ସିମେଣ୍ଟ ଆଧାରିତ ପଲିମର୍ ସଂଶୋଧିତ ସିମେଣ୍ଟଯୁକ୍ତ ଟାଇଲ୍ ଆଢେସିଭ୍, ଇଟାଲିଆନ୍ ଏବଂ ଭାରତୀୟ ମାର୍ବଲ ପଥର ପାଇଁ, କଂକ୍ରିଟ୍ ଉପରେ ସବଷ୍ଟ୍ରେଟ୍ ଓ ପଥର ଉପରେ ମେଜିଆ ନିମନ୍ତେ

cdv

ଅଲଟ୍ରାଟେକ୍ ଟାଇଲଫିକ୍ସୋ ଏକ୍ସ’ଟ୍ରାପ୍ଲସ୍

ଟାଇଲଫିକ୍ସୋ ଏକ୍ସଟ୍ରାପ୍ଲସ୍ ସମସ୍ତ କାନ୍ଥ ଓ ମେଜିଆରେ ପ୍ରୟୋଗ ପାଇଁ ବଡ଼ ଆକାର ଟାଇଲ୍, କାଚ ମୋଜାଇକ୍ ଟାଇଲ୍, ପ୍ରାକୃତିକ ପଥର ଓ ସରୁ ଟାଇଲ୍ ନିମନ୍ତେ ବ୍ୟବହୃତ ହୋଇଥାଏ ଟାଇଲ୍ ଉପରେ ଟାଇଲ୍ ଏବଂ ଶୁଷ୍କ କାନ୍ଥ ଉପରେ ।

cdv

ୱାଟର୍ ଷ୍ଟୋରେଜ୍ ଟାଙ୍କି

ବିଭିନ୍ନ ପ୍ରକାର କାର୍ଯ୍ୟରେ ବ୍ୟବହାର ପାଇଁ ଜଳର ଭଣ୍ଡାର ନିମନ୍ତେ ୱାଟର ଟ୍ୟାଙ୍କ ବା ପାଣି ଟାଙ୍କି ବ୍ୟବହାର କରାଯାଇଥାଏ । ଆମ ନିକଟରେ ବ୍ରାଣ୍ଡେଡ୍ ପାଣି ଟାଙ୍କି ସମାଧାନ ଅଛି ।

cgfd

ଚାରମିନାର ଓ ଏଭରେଷ୍ଟ

କାର୍ଯ୍ୟକାରୀତା ଓ ସୌନ୍ଦର୍ଯ୍ୟ ଉପରେ ନିର୍ଭର କରି ଆମର ରୁଫିଂ ସିଟର ବ୍ୟାପକ କଲେକସନକୁ ଚେକ୍ କରନ୍ତୁ

cgfd

ଉତ୍ପାଦ ପୂର୍ବାନୁମାନ |

Havinfg

ପେଣ୍ଟ୍ କଷ୍ଟ୍ କାଲକୁଲେଟର୍

ଏହା ଆପଣଙ୍କୁ ଆପଣ ଘରର ପେଣ୍ଟିଂ ଲାଗି ଆବଶ୍ୟକ ଖର୍ଚ୍ଚକୁ ହିସାବ କରିବାରେ ସାହାଯ୍ୟ କରିଥାଏ ।

cgfd

ବିର୍ଲା ହ୍ୱାଇଟ୍ ପୁଟ୍ଟି/ ପ୍ରାଇମର୍

ଓଦା/ ଆର୍ଦ୍ର ପୃଷ୍ଠଭାଗକୁ ଚିକ୍କଣ କରିବା ପାଇଁ ପୁଟ୍ଟି/ ପ୍ରାଇମର୍ ପ୍ରୟୋଗ କରାଯାଇପାରିବ। ଆପଣଙ୍କ ଘରର ନିର୍ମାଣ ପାଇଁ ଆମ ନିକଟରେ ବିର୍ଲା ହ୍ୱାଇଟ୍ ବ୍ରାଣ୍ଡେଡ୍ ହ୍ୱାଇଟ୍ ସିମେଣ୍ଟ ଏବଂ ପୁଟ୍ଟି ଅଛି

cgfd

ଉତ୍ପାଦ ପୂର୍ବାନୁମାନ |

Havinfg

ଇମଲଶନ୍

ଏକ ପ୍ରକାର ରଙ୍ଗ, ଯାହାକୁ କାନ୍ଥ ଓ ସିଲିଂରେ ବ୍ୟବହାର କରାଯାଏ, ଯାହା ଚକଚକିଆ ପୃଷ୍ଠଭାଗ ନ ଛାଡ଼ି ଶୁଖିଯାଇଥାଏ

cgfd

ଇମଲଶନ୍

ଏକ ପ୍ରକାର ରଙ୍ଗ, ଯାହାକୁ କାନ୍ଥ ଓ ସିଲିଂରେ ବ୍ୟବହାର କରାଯାଏ, ଯାହା ଚକଚକିଆ ପୃଷ୍ଠଭାଗ ନ ଛାଡ଼ି ଶୁଖିଯାଇଥାଏ

cgfd

ଏନାମେଲ୍

କଠିନ, ଚକଚକିଆ ଓ ଚିକ୍କଣ ଫିନିଶ୍ ଦେଉଥିବା ପେଣ୍ଟ୍ ବା ରଙ୍ଗକୁ ବର୍ଣ୍ଣନା କରିବା ପାଇଁ ଏନାମେଲ୍ ଶବ୍ଦ ବ୍ୟବହାର କରାଯାଇଥାଏ ।

cgfd

ଉତ୍ପାଦ ପୂର୍ବାନୁମାନ |

Havinfg

ପେଣ୍ଟ୍ କଷ୍ଟ୍ କାଲକୁଲେଟର୍

ଏହା ଆପଣଙ୍କୁ ଆପଣ ଘରର ପେଣ୍ଟିଂ ଲାଗି ଆବଶ୍ୟକ ଖର୍ଚ୍ଚକୁ ହିସାବ କରିବାରେ ସାହାଯ୍ୟ କରିଥାଏ ।

cgfd

ପୁଟ୍ଟି/ ପ୍ରାଇମର୍

ଓଦା/ ଆର୍ଦ୍ର ପୃଷ୍ଠଭାଗକୁ ଚିକ୍କଣ କରିବା ପାଇଁ ପୁଟ୍ଟି/ ପ୍ରାଇମର୍ ପ୍ରୟୋଗ କରାଯାଇପାରିବ। ଆପଣଙ୍କ ଘରର ନିର୍ମାଣ ପାଇଁ ଆମ ନିକଟରେ ବିର୍ଲା ହ୍ୱାଇଟ୍ ବ୍ରାଣ୍ଡେଡ୍ ହ୍ୱାଇଟ୍ ସିମେଣ୍ଟ ଏବଂ ପୁଟ୍ଟି ଅଛି

cgfd

ଇମଲଶନ୍

ଏକ ପ୍ରକାର ରଙ୍ଗ, ଯାହାକୁ କାନ୍ଥ ଓ ସିଲିଂରେ ବ୍ୟବହାର କରାଯାଏ, ଯାହା ଚକଚକିଆ ପୃଷ୍ଠଭାଗ ନ ଛାଡ଼ି ଶୁଖିଯାଇଥାଏ

cgfd

ଉତ୍ପାଦ ପୂର୍ବାନୁମାନ |

Havinfg

କାଠ ଫ୍ଲୋରିଂ, ଭିଟ୍ରିଫାଏଡ୍ ଟାଇଲ୍, ମାର୍ବଲ୍, ଗ୍ରାନାଇଟ୍ କିମ୍ବା ସ୍ଲେଟ୍

ଆପଣ ସବୁ ପ୍ରକାର ଆବଶ୍ୟକତା ପାଇଁ ଡିଜାଇନର୍ ଏବଂ ଇମ୍ପ୍ରେସିଭ୍ ଟାଇଲ୍ ଚୟନ କରିପାରିବେ । ଆମେ ବ୍ୟାପକ ରଙ୍ଗ ଓ ଆକୃତି ଶୃଙ୍ଖଳାର ବ୍ରାଣ୍ଡେଡ୍ ଟାଇଲ୍ ସମାଧାନ ଯୋଗାଇଥାଉ ।

ଅଲ୍‌ଟ୍ରାଟେକ୍‌ ମାକ୍ସସିନ୍

ପ୍ରିମିୟମ ଫ୍ଲୋରିଂ ଆପଣଙ୍କର ଗୃହର ସୌନ୍ଦର୍ଯ୍ୟକୁ ବୃଦ୍ଧି କରେ କିନ୍ତୁ ବର୍ତ୍ତମାନର ସମାଧାନ ଗୁଡ଼ିକ, ଭଙ୍ଗୁର ଓ ଯେଉଁଥିପାଇଁ ବ୍ୟୟବହୁଳ ମରାମତି ଆବଶ୍ୟକ। ଏହା ଦ୍ବାରା ଆପଣଙ୍କ ଅଧିକ ଖର୍ଚ୍ଚ ହୋଇଥାଏ ଓ ପ୍ରତିଷ୍ଠାରେ ମଧ୍ୟ ଆଞ୍ଚ ଆସିଥାଏ। 

 ଅଲ୍‌ଟ୍ରାଟେକ୍‌ ମାକ୍ସସିନ୍ ହେଉଛି ଏକ କଂକ୍ରିଟ୍ ସଲ୍ୟୁସନ ଯେଉଁଥିରେ ବ୍ୟାପକ ଶ୍ରେଣୀର ଡିଜାଇନ୍, କଲର ଓ ଟେକ୍ସଚର ରହିଛି ଯାହାକି ମାର୍ବଲ୍ ପରି ଫିନିସ୍ ସହିତ କଂକ୍ରିଟର ଦୃଢ଼ତା ପ୍ରଦାନ କରେ। 

cgfd

ଭିଟ୍ରିଫାଏଡ୍ ଟାଇଲ୍, ମାର୍ବଲ୍, ଗ୍ରାନାଇଟ୍ କିମ୍ବା ସ୍ଲେଟ୍

ଆପଣ ସବୁ ପ୍ରକାର ଆବଶ୍ୟକତା ପାଇଁ ଡିଜାଇନର୍ ଏବଂ ଇମ୍ପ୍ରେସିଭ୍ ଟାଇଲ୍ ଚୟନ କରିପାରିବେ । ଆମେ ବ୍ୟାପକ ରଙ୍ଗ ଓ ଆକୃତି ଶୃଙ୍ଖଳାର ବ୍ରାଣ୍ଡେଡ୍ ଟାଇଲ୍ ସମାଧାନ ଯୋଗାଇଥାଉ ।

ଉତ୍ପାଦ ପୂର୍ବାନୁମାନ |

Havinfg

ଅଲଟ୍ରାଟେକ୍ ଟାଇଲଫିକ୍ସୋ CT

ଉତ୍କୃଷ୍ଟ ସାଧାରଣ ଉଦ୍ଦ୍ୟେଶୀୟ ସିମେଣ୍ଟଯୁକ୍ତ ଟାଇଲ୍ ଆଢେସିଭ୍, ବୃହତ୍ ଆକାରର କଂକ୍ରିଟ୍ ସବଷ୍ଟ୍ରେଟ୍ ମେଜିଆ ଏବଂ ଛୋଟରୁ ମଧ୍ୟମ ଆକାରର ଭୂଲମ୍ବ ପ୍ରୟୋଗ ପାଇଁ ସୁପାରିସଯୋଗ୍ୟ

cdv

ଅଲ୍‌ଟ୍ରାଟେକ୍‌ ଟାଇଲ୍ ଫିକ୍ସୋ ଭିଟି

କଂକ୍ରିଟ୍ ସବଷ୍ଟ୍ରେଟ୍ ଉପରେ ଚଟାଣ ଏବଂ କାନ୍ଥରେ ପ୍ରୟୋଗ ପାଇଁ ଭିଟ୍ରିଫାଇଡ୍ ଏବଂ ପର୍ସେଲେନ ଟାଇଲ୍ସର ବୃହତ ଫର୍ମାଟ୍ ପୃଷ୍ଠଭାଗ ପାଇଁ ପ୍ରିମିୟମ୍ ପଲିମର ରୂପାନ୍ତରିତ ଟାଇଲ୍ ଆଡେସିଭ୍ ଏବଂ ସେରାମିକ୍, ଭିଟ୍ରିଫାଇଡ୍, ମୋଜାଇକ୍ ଏବଂ ପ୍ରାକୃତିକ ପଥର ପରି ଟାଇଲ୍ ଉପରେ ପ୍ରୟୋଗ

cdv

ଅଲଟ୍ରାଟେକ୍ ଟାଇଲଫିକ୍ସୋ NT

ବଡ଼ ଆକାରର ପ୍ରାକୃତିକ ପଥର ଯେପରି ବିଭିନ୍ନ ପ୍ରକାରର ଗ୍ରାନାଇଟ୍ ଓ ଅନ୍ୟାନ୍ୟ ପଥର ପାଇଁ ବିଶେଷ ଭାବେ ପରିକଳ୍ପିତ ଟାଇଲ୍ ଆଢେସିଭ୍, କଂକ୍ରିଟ୍ ଉପରେ ଭୂଲମ୍ବ ଓ ଭୂସମାପ୍ତର ପ୍ରୟୋଗ ତଥା ଭୂଲମ୍ବ ପ୍ରୟୋଗ ଲାଗି ପ୍ଲାଷ୍ଟରଯୁକ୍ତ ପୃଷ୍ଠଭାଗରେ ଲଗାଇବା ନିମନ୍ତେ

cdv

ଅଲଟ୍ରାଟେକ୍ ଟାଇଲଫିକ୍ସୋ YT

ପ୍ରିମିୟମ୍ ହ୍ୱାଇଟ୍ ସିମେଣ୍ଟ ଆଧାରିତ ପଲିମର୍ ସଂଶୋଧିତ ସିମେଣ୍ଟଯୁକ୍ତ ଟାଇଲ୍ ଆଢେସିଭ୍, ଇଟାଲିଆନ୍ ଏବଂ ଭାରତୀୟ ମାର୍ବଲ ପଥର ପାଇଁ, କଂକ୍ରିଟ୍ ଉପରେ ସବଷ୍ଟ୍ରେଟ୍ ଓ ପଥର ଉପରେ ମେଜିଆ ନିମନ୍ତେ

cdv

ଅଲଟ୍ରାଟେକ୍ ଟାଇଲଫିକ୍ସୋ ଏକ୍ସ’ଟ୍ରାପ୍ଲସ୍

ଟାଇଲଫିକ୍ସୋ ଏକ୍ସଟ୍ରାପ୍ଲସ୍ ସମସ୍ତ କାନ୍ଥ ଓ ମେଜିଆରେ ପ୍ରୟୋଗ ପାଇଁ ବଡ଼ ଆକାର ଟାଇଲ୍, କାଚ ମୋଜାଇକ୍ ଟାଇଲ୍, ପ୍ରାକୃତିକ ପଥର ଓ ସରୁ ଟାଇଲ୍ ନିମନ୍ତେ ବ୍ୟବହୃତ ହୋଇଥାଏ ଟାଇଲ୍ ଉପରେ ଟାଇଲ୍ ଏବଂ ଶୁଷ୍କ କାନ୍ଥ ଉପରେ ।

cdv

ଅଲଟ୍ରାଟେକ୍ ଲାଇଟକନ୍

ପାରମ୍ପରିକ ଫିଲର ମ୍ୟାଟେରିଆଲ୍ ଯଥା ବାଲି ପାଇବା ସହଜ ଓ ଏହାର ମାନ ଉପରେ ସର୍ବଦା ପ୍ରଶ୍ନବାଚୀ ରହିଥାଏ। ଏହାଦ୍ବାରା ଫ୍ଲୋରିଂ ଓ ଉପରେ ବ୍ୟବହୃତ ଟାଇଲ୍ କ୍ଷତିଗ୍ରସ୍ତ ହୋଇପାରେ।

fdd

ଉତ୍ପାଦ ପୂର୍ବାନୁମାନ |

Havinfg

ଷ୍ଟୋର ଲୋକେଟର

bcvb

UltraTech Décor

ସୁନ୍ଦର ଭୂଦୃଶ୍ୟ ଆପଣଙ୍କ ଘରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ । କିନ୍ତୁ, ପେଭର୍ ଓ ଟାଇଲ୍ ଭଳି ସାମ୍ପ୍ରତିକ ସମାଧାନଗୁଡ଼ିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥାଏ ଓ ନିୟମିତ ମରାମତି ଓ ରକ୍ଷଣାବେକ୍ଷଣ ଆବଶ୍ୟକ କରିଥାଏ।ଅଲଟ୍ରାଟେକ୍ ଡେକର୍ ହେଉଛି ବ୍ୟାପକ ବର୍ଗର ଡିଜାଇନ୍, ରଙ୍ଗ ଓ ଟେକ୍ସଚର୍ ବିଳକ୍ପ ସହିତ ଏକ ଏଣ୍ଡ୍ ଟୁ ଏଣ୍ଡ୍ ଦୀର୍ଘସ୍ଥାୟୀ କଂକ୍ରିଟ୍ ସମାଧାନ । ଯାହା ଆପଣଙ୍କ ଘରକୁ ଦେଇଥାଏ ବର୍ଷ ବର୍ଷ ଧରି ଅକ୍ଷୂର୍ଣ୍ଣ ରହୁଥିବା ସୌନ୍ଦର୍ଯ୍ୟ ।

bcvb

ବୈଦୁତିକ

ଅତିରିକ୍ତ ସୁରକ୍ଷା ସହିତ ବିଦ୍ୟୁତର ପରିଚାଳନା ପାଇଁ ବୈଦୁତିକ ଉତ୍ପାଦ

cgfd

ହାତ ଓ ପାୱାର ଟୁଲ୍

ଘରୋଇ କାର୍ଯ୍ୟ ପାଇଁ ଟୁଲ୍‌ସ

cgfd

ପ୍ଲାଏଉଡ୍‌

ଦୀର୍ଘସ୍ଥାୟୀ ଓ ନିରାପଦ ପ୍ଲାଏଉଡ୍‌ ର ସମ୍ଭାର ମଧ୍ୟରୁ ବାଛନ୍ତୁ ଯାହା ଆପଣଙ୍କର ବ୍ୟକ୍ତିତ୍ବକୁ ପରିପ୍ରକାଶ କରିଥାଏ।

cgfd

ବର୍ଷା ଜଳ ଅମଳ

ଆଧୁନିକ ବର୍ଷା ଜଳ ଅମଳ ପ୍ରଣାଳୀ ସୁଲଭ ମୂଲ୍ୟଯୁକ୍ତ ଓ ଏହାର ରକ୍ଷଣାବେକ୍ଷଣ କରିବା ମଧ୍ୟ ସହଜ।

cgfd

ଉତ୍ପାଦ ପୂର୍ବାନୁମାନ |

Havinfg

ଅଲଟ୍ରାଟେକ୍ ବେସକ୍ରିଟ୍ HS2

ଅଲଟ୍ରାଟେକ୍ ବେସକ୍ରିଟ୍ ହେଉଛି ଏକ ପଲିମର ସମୃଦ୍ଧ, ପ୍ରାକ୍-ମିଶ୍ରିତ, ଉଚ୍ଚ ସୁଦୃଢ଼ତାସମ୍ପନ୍ନ ସିମେଣ୍ଟ ଆଧାରିତ ବହୁ-ଉଦ୍ଦେଶ୍ୟୀୟ ମୋର୍ଟାର୍, ଯାହାକୁ ବିଶେଷ ଭାବେ ପ୍ଲାଷ୍ଟରିଂ, ଇଟା ଯୋଡ଼େଇ ଏବଂ ମରାମତି କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଇଛି ।

dfd

ଅଲଟ୍ରାଟେକ୍ ସିଲ୍ ଆଣ୍ଡ ଡ୍ରାଏ SBR

ଅଲଟ୍ରାଟେକ୍ ସିଲ୍ ଆଣ୍ଡ ଡ୍ରାଏ SBR ହେଉଛି ଏକ କୋ-ପଲିମର୍ ବହୁ-ଉଦ୍ଦେଶ୍ୟୀୟ ବଣ୍ଡିଂ ଏଜେଣ୍ଟ, ଯାହାକୁ ପ୍ଲାଷ୍ଟର, ମୋର୍ଟାର୍ ଏବଂ କଂକ୍ରିଟ୍ ପାଇଁ ଏକ ୱାଟରପ୍ରୁଫିଙ୍ଗ ଏଜେଣ୍ଟ, ବାଇଣ୍ଡର ଓ ମଡିଫାୟର୍ ଭାବେ ବ୍ୟବହାର କରାଯାଇପାରିବ ।

dfd

ଅଲଟ୍ରାଟେକ୍ ଜିପ୍

ଛୋଟ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଂକ୍ରିଟ୍ ମରାମତି ସର୍ବଦା ଜଞ୍ଜାଳପୂର୍ଣ୍ଣ, ଅସନା ହେବା ସହ ଦୀର୍ଘସ୍ଥାୟୀ ହୋଇ ନ ଥାଏ । ​

dfd

do not delete dummy

ଅଲଟ୍ରାଟେକ୍ ସିଲ୍ ଆଣ୍ଡ ଡ୍ରାଏ ହାଇ-ଫ୍ଲେକ୍ସ

ଏକ ଫ୍ଲେକ୍‌ସିବଲ୍ ପଲିମର ଭିତ୍ତିକ ୱାଟରପ୍ରୁଫିଂ କୋଟିଂ ଯାହା 100% ପର୍ଯ୍ୟନ୍ତ ଆଛାଦନ କରିଥାଏ ଓ ଉଚ୍ଚ ଆପଦ ଥିବା ସ୍ଥାନ ଯଥା ବାହ୍ୟ କାନ୍ଥ, ଛାତ ଓ ଟେରାସକୁ ଡବଲ ସୁରକ୍ଷା ପ୍ରଦାନ କରିଥାଏ। ଏହା ଏକ ଦୀର୍ଘସ୍ଥାୟୀ ଓ ଅଭେଦ୍ୟ କୋଟିଂ ପ୍ରଦାନ କରେ, ଯଦ୍ବାରା ନିର୍ମାଣ ମଧ୍ୟରେ ଆର୍ଦ୍ରତା ପ୍ରବେଶ କରିପାରେ ନାହିଁ।

AV - 2_BPD_2

ଅଲଟ୍ରାଟେକ୍ ସିଲ୍ ଆଣ୍ଡ ଡ୍ରାଏ ଫ୍ଲେକ୍ସ

ଏକ ଫ୍ଲେକ୍‌ସିବଲ୍ ପଲିମର ଭିତ୍ତିକ ୱାଟରପ୍ରୁଫିଂ କୋଟିଂ ଯାହା 50% ପର୍ଯ୍ୟନ୍ତ ଆଛାଦନ କରିଥାଏ ଓ ଉଚ୍ଚ ଆପଦ ଥିବା ସ୍ଥାନ ଯଥା ବାହ୍ୟ କାନ୍ଥ, ଛାତ ଓ ଟେରାସକୁ ଡବଲ ସୁରକ୍ଷା ପ୍ରଦାନ କରିଥାଏ। ଏହା ଏକ ଦୀର୍ଘସ୍ଥାୟୀ ଓ ଅଭେଦ୍ୟ କୋଟିଂ ପ୍ରଦାନ କରେ, ଯଦ୍ବାରା ନିର୍ମାଣ ମଧ୍ୟରେ ଆର୍ଦ୍ରତା ପ୍ରବେଶ କରିପାରେ ନାହିଁ।

AV - 2_BPD_2

ଅଲଟ୍ରାଟେକ୍ ସିଲ୍ ଆଣ୍ଡ ଡ୍ରାଏ ସିଙ୍ଗଲ୍ କମ୍ପୋନେଣ୍ଟ

ପାନୀୟ ଜଳ ଟାଙ୍କି ପାଇଁ ସିଙ୍ଗିଲ୍ କମ୍ପୋନେଣ୍ଟ ୱାଟରପ୍ରୁଫିଂ ହେଉଛି ଏକ ସ୍ପେଶିଆଲିଷ୍ଟ ୱାଟରପ୍ରୁଫିଂ ଉତ୍ପାଦ। ଏହା ସିଏଫଟିଆରଆଇ (ସେଣ୍ଟ୍ରାଲ ଫୁଡ୍‌ ଟେକନୋଲୋଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ) ଦ୍ବାରା ଖାଦ୍ୟ-ଗ୍ରେଡ୍ ଅନୁମୋଦିତ। ତେଣୁ ଏହା ପାନୀୟ ଜଳ ଭଣ୍ଡାରଣ କରିବା ପାଇଁ ନିରାପଦ ଅଟେ।

ghg

ଅଲ୍‌ଟ୍ରାଟେକ୍ ୱେଦର ପ୍ରୋ ହାଇ-ଫ୍ଲେକ୍‌ସ

ଏକ ଫ୍ଲେକ୍‌ସିବଲ୍ ପଲିମର ଭିତ୍ତିକ ୱାଟରପ୍ରୁଫିଂ କୋଟିଂ ଯାହା 100% ପର୍ଯ୍ୟନ୍ତ ଆଛାଦନ କରିଥାଏ ଓ ଉଚ୍ଚ ଆପଦ ଥିବା ସ୍ଥାନ ଯଥା ବାହ୍ୟ କାନ୍ଥ, ଛାତ ଓ ଟେରାସକୁ ଡବଲ ସୁରକ୍ଷା ପ୍ରଦାନ କରିଥାଏ। ଏହା ଏକ ଦୀର୍ଘସ୍ଥାୟୀ ଓ ଅଭେଦ୍ୟ କୋଟିଂ ପ୍ରଦାନ କରେ, ଯଦ୍ବାରା ନିର୍ମାଣ ମଧ୍ୟରେ ଆର୍ଦ୍ରତା ପ୍ରବେଶ କରିପାରେ ନାହିଁ।

logo

ଅଲଟ୍ରାଟେକ୍ ସିଲ୍ ଆଣ୍ଡ ଡ୍ରାଏ SBR/ସିଲ୍ ଆଣ୍ଡ ଡ୍ରାଏ ଫ୍ଲେକ୍ସ

ଅଲଟ୍ରାଟେକ୍ ସିଲ୍ ଆଣ୍ଡ ଡ୍ରାଏ SBR ହେଉଛି ଏକ ଷ୍ଟାଇରିନ୍ ବୁଟାଡିନ୍ ଲାଟେକ୍ସ କୋ-ପଲିମର୍, ବହୁଉଦ୍ଦ୍ୟେଶୀୟ ବଣ୍ଡିଂ ଏଜେଣ୍ଟ, ଯାହା ଢାଞ୍ଚା/କଂକ୍ରିଟ୍ ମରାମତି ତଥା ୱାଟରପ୍ରୁଫିଂ ଓ ବଣ୍ଡିଂ ସ୍ଲରି ଲାଗି ବ୍ୟବହୃତ ହୋଇଥାଏ । ଫ୍ଲେକ୍ସ ସିଲ୍ ଆଣ୍ଡ ଡ୍ରାଏ ୧୦୦୦୦ ବର୍ଗଫୁଟରୁ କମ୍ କ୍ଷେତ୍ର ପାଇଁ ଯୁକ୍ତାତ୍ମକ ପାର୍ଶ୍ୱରେ ଟେରେସ୍, ସ୍ଲୋପିଂ, ଛାତ, RCC ପାଣିଟାଙ୍କି, ବାଲକୋନୀର ୱାଟରପ୍ରୁଫିଂ ପାଇଁ ବ୍ୟବହୃତ ହୋଇଥାଏ ।

vbcb

Loading....