ପ୍ରବନ୍ଧଗୁଡିକ

ଆପଣଙ୍କର ଦୀର୍ଘସ୍ଥାୟୀ ଘର ତିଆରି କରିବା ପାଇଁ ଆପଣ ଜଣେ ଭଲ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟର୍ କାହିଁକି ଆବଶ୍ୟକ କରିଥାନ୍ତି

ଆପଣଙ୍କ ଘର ଆପଣଙ୍କ ଜୀବନର ସବୁଠାରୁ ବଡ଼ ଉପକ୍ରମଗୁଡ଼ିକ ମଧ୍ୟରୁ ଗୋଟିଏ ହୋଇଥାଏ ଏବଂ ତାହାର ଦୀର୍ଘସ୍ଥାୟିତା ତାହାର ସ୍ଥାୟିତ୍ୱ ଉପରେ ନିର୍ଭର କରିଥାଏ । ଆପଣ ଯେପରି ପିଢ଼ି ପରେ ପିଢ଼ି ଯାଏଁ ବଜାୟ ରହୁଥିବା ଘର ତିଆରି କରନ୍ତି, ତାହା ଜଣେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟର୍ ସୁନିଶ୍ଚିତ କରିଥାନ୍ତି । ଜଣେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରଙ୍କୁ ନିୟୋଜିତ ନ କରିବା ଦ୍ୱାରା, ଆପଣ ନିଜ ଘରର ଦୀର୍ଘସ୍ଥାୟିତା ପ୍ରସଙ୍ଗରେ ରିସ୍କ ନିଅନ୍ତି ।


ଆପଣଙ୍କ ଘର ନିର୍ମାଣ ସାଇଟ୍ ପାଇଁ 5ଟି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପଦକ୍ଷେପ

ଯେବେ ଆପଣଙ୍କ ଘର ନିର୍ମାଣର କଥା ଆସେ, ତେବେ ପ୍ଲାନିଂରୁ ଆରମ୍ଭ କରି ଫିନିଶିଂ ପର୍ଯ୍ୟନ୍ତ ଅନେକ କିଛି ଚିନ୍ତା କରିବାକୁ ପଡ଼ିଥାଏ । କିନ୍ତୁ ଯେବେ ଆପଣ ନିର୍ମାଣ ପ୍ରକ୍ରିୟାକୁ ନେଇ ଆଗକୁ ବଢ଼ନ୍ତି, ତେବେ ସୁରକ୍ଷା ଏପରି ଏକ ପ୍ରସଙ୍ଗ ଅଟେ, ଯାହାକୁ ନେଇ ଆପଣ ଆଦୌ କୌଣସି ବୁଝାମଣା କରିପାରିବେ ନାହିଁ । ତାହା ଢାଞ୍ଚା ବା ସଂରଚନାର ସୁରକ୍ଷା ହେଉ କି ନିର୍ମାଣ ଟିମ୍, ସୁପରଭାଇଜର କିମ୍ବା ସାଇଟ୍ ରେ ଉପସ୍ଥିତ ଅନ୍ୟମାନଙ୍କ ସୁରକ୍ଷା ହେଉ। ଏମିତି ବି ନିର୍ମାଣ ସାଇଟ୍ ସ୍ୱାଭାବିକ ଭାବେ ଏକ ଉଚ୍ଚ ବିପଦଶଙ୍କୁଳ ପରିବେଶ ହୋଇଥାଏ, ଯେଉଁଠାରେ ଶ୍ରମିକମାନଙ୍କ ପ୍ରତି ବିଜୁଳି ବିପଦ, ନିର୍ମାଣ ମେଶିନାରୀ ବିପଦ ଏବଂ ଅନ୍ୟାନ୍ୟ ଦୁର୍ଘଟଣାର ବିପଦ ରହିଥାଏ । ଏଇଥିପାଇଁ, ଯେକୌଣସି ପ୍ରକାର ଦୁର୍ଘଟଣାକୁ ପ୍ରତିରୋଧ କରିବା ପାଇଁ ଏହା ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ଯେ ଆପଣଙ୍କ ନିର୍ମାଣ ଅବଧିରେ ନିର୍ମାଣ ସାଇଟ୍‌ ସୁରକ୍ଷିତ ଅଟେ ।


ନିଜ ଘର ପାଇଁ ସଠିକ୍ ବାହ୍ୟ ରଙ୍ଗ କିପରି ଚୟନ କରିବେ?

ଆପଣଙ୍କ ଘରର ନିର୍ମାଣ ଯାତ୍ରାରେ ସବୁଠାରୁ ରୋମାଞ୍ଚକ ପର୍ଯ୍ୟାୟ ମଧ୍ୟରୁ ଗୋଟିଏ ହେଉଛି - ଆପଣଙ୍କ ଘର ପାଇଁ ରଙ୍ଗ ଚୟନ କରିବା । ଆପଣ ଚୟନ କରିଥିବା ରଙ୍ଗ ଅନେକ ମାତ୍ରାରେ ଆପଣଙ୍କ ଘରର ରୂପକୁ ନିର୍ଦ୍ଧାରିତ କରିବ । ଏବଂ ଏପରି ଅନେକ କାରକ ଅଛି, ଯାହା ବାହ୍ୟ ଘର ପେଣ୍ଟ୍ ରଙ୍ଗର ପସନ୍ଦ ଓ ଦୃଷ୍ଟିକୋଣକୁ ପ୍ରଭାବିତ କରିଥାଏ । ତେଣୁ ଆମେ ଆପଣଙ୍କ ପାଇଁ କେତୋଟି ଟିପ୍‌ସ ନେଇଆସିଛୁ, ଯାହାକୁ ଧ୍ୟାନରେ ରଖି ଆପଣ ସଠିକ୍ ରଙ୍ଗ ଚୟନ କରିପାରିବେ ।


ଘର ୱାଟରପ୍ରୁଫିଂ ପାଇଁ ସୋପାନ-କ୍ରମିକ ମାର୍ଗଦର୍ଶିକା

ଆପଣଙ୍କ ଘର ଆପଣଙ୍କ ପରିବାର ପାଇଁ କେବଳ ଏକ ଆଶ୍ରୟସ୍ଥଳୀ ନୁହେଁ, ଏହା ତା’ଠାରୁ କାହିଁ କେତେ ଅଧିକ । ଏହା ଆପଣଙ୍କର ଏକ ସୁରକ୍ଷିତ ଠିକଣା ଅଟେ । ଏହା ଆପଣଙ୍କୁ ଆରାମ ଯୋଗାଇବା ସହିତ ଆପଣଙ୍କୁ ଖରା, ବର୍ଷା ଓ ଶୀତରୁ ନିରାପତ୍ତା ପ୍ରଦାନ କରିଥାଏ । ଏହି କାରଣ ପାଇଁ, ଆପଣ ଏପରି ଏକ ଘର ତିଆରି କରିବା ପାଇଁ ଅନେକ ସମୟ, ଟଙ୍କା ଓ ଶକ୍ତି ଖର୍ଚ୍ଚ କରନ୍ତି, ଯାହା ଭବିଷ୍ୟତ ପିଢ଼ି ପାଇଁ ବଜାୟ ରହିବ ।


ଆପଣଙ୍କ ଘରର ପଲମ୍ବିଂ ପଲାନ୍ ପ୍ରସ୍ତୁତରବର ସହାୟତା ପାଇଁ ଟବପ ସ

ପଲମ୍ବିଂ ଆପଣଙ୍କ ଘରର ଏକ ଗୁରୁତ୍ୱପୂର୍ଣ୍ଣଉପାଦାନ ଅରଟ । ଏହା ଆପଣଙ୍କ ରରାରେଇଘର, ବାଥରୁମ୍, ଲନ୍ ଇତୟାଦକବୁ ପାଣବର ସ୍ଥବର ସରବରାହକୁସୁନଶ୍ଚବବତ କରବଥାଏ । ଏକ ଉପଯୁକ୍ତ, ଦୀଘଣସ୍ଥାୟୀ ପଲମ୍ବିଂ ପ୍ରଣାଳୀ ପାଇଁ, ପଲାନିଂବପଯଣୟାୟରୁହିଁଏ ବାବଦରର ଅତରବବକ୍ତ ଯତ୍ନ ନଆବ ଯବବା ଜରୁରୀ ।


ପଲାଷ୍ଟରବିଂକୁତଦାରଖ କରବବା ପାଇଁ4ଟବଗୁରୁତ୍ୱପୂର୍ଣ୍ଣଟପବସ

ଆପଣଙ୍କ ଘରର କାନ୍ଥକୁପଲାଷ୍ଟରବିଂ କରବବା ଦ୍ୱାରା ତାହାକୁଏକ ସ୍ମୁଦ୍ ଫବନଶ୍ବ ମବଳବଥାଏ, ଯାହା ଉପରର ସହଜରର ରଙ୍ଗ ଲଗାଯାଇପାରବଥାଏ । ଏହା ଆପଣଙ୍କ ଘରକୁପାଣବପାଗ ପରବବତ୍ତଣନ ବରବୁଦ୍ଧରର ସୁରକ୍ଷା ପ୍ରଦାନ କରବଥାଏ । ଏଠାରର ଆପଣଙ୍କ ଘରର ପଲାଷ୍ଟରବିଂ ସମୟରର 4ଟବଗୁରୁତ୍ୱପୂର୍ଣ୍ଣଟପବସ ପ୍ରଦାନ କରାଗଲା


ଅନୁପଯୁକ୍ତ କଓବରବିଂ ମାଧ୍ୟମରର ଆପଣ ଫାଟଗୁଡ଼କବୁନଜବ ଘରକୁନମବନ୍ତ୍ରଣ କରୁନ୍ବ କବ?

ନଜବର ନବନମବିତ ଘରର ଫାଟ ରଦଖିବାକୁରକହବବବୟାହରିଁବ ନାହିଁ। କିଂକ୍ରବଟ୍ ରସଟ୍ ରହଲାପରର ସାଧାରଣତଃ ରସଥିରର ଫାଟ ବବକଶବତ ରହବା ଆରମ୍ଭ ରହାଇଥାଏ । ରହରଲ, କିଂକ୍ରବଟ୍ କଓବରବିଂ ଆପଣଙ୍କୁଫାଟ ଗଠନକୁପ୍ରତରବରାଧ କରବବାରର ସାହାଯୟ କରବପାରବବ ରବାଲବ ଆପଣ ଜାଣ୍ବ କବ? କବଓରବିଂ କ’ଣ ଓ ଫାଟକୁପ୍ରତରବରାଧ କରବବା ଲାଗବଆପଣ ଏହାକୁକପବରବ ବୟବହାର କରବରବ ଆସ୍ୁ ରଦଖିବା


ଆପଣଙ୍କ ଘର ଉଇରୁସୁରକ୍ଷବତ କବ?

ଉଇମାରନ ଉପର୍ଦ୍ବୀ । ଘରର ଉଇ ଆସବଗରେ ରସମାରନ ଆପଣଙ୍କର ଆସବାବ ପତ୍ର, ଫବସର୍ ଓ ଘରର ଅନୟାନୟ ଢାଞ୍ଚାଗୁଡ଼କବୁଗମ୍ଭୀର େୟେତବ ପହଞ୍ଚାଇଥାନ୍ତବ । ଏହାକୁେତରବରାଧ କରବବା ପାଇଁ, ଆପଣଙ୍କୁରକବଳ ନମବଭାଣ ଆରମ୍ଭ ପୂବଭରୁ ଉଇ-ନରବରାଧୀ ଉପଚାର କରବବାକୁରହବ ।


ଆପଣଙ୍କ ଘରର ସ୍ଥାୟବତ୍ୱ ପାଇଁୱାଟରପୁଫବିଂ କାହିଁକବଗୁରୁତ୍ୱପୂର୍ଣ୍ଣ

ଦୀର୍ଘ ସମୟ ମଧ୍ୟରେ ଆପଣଙ୍କ ଘରକୁ ଜଳ ନିଷ୍କାସନରୁ ରକ୍ଷା କରିବା ପାଇଁ ସର୍ବୋତ୍ତମ ସମାଧାନ ହେଉଛି ୱାଟରପ୍ରୁଫିଂ ...


ଆପଣଙ୍କ ଘରର ନବମଣାଣର ଦାୟବତ୍ୱ ସଠବକ୍ ହାତରର ଅନବ ତ?

ଆପଣ ଏକାକୀ ଏକ ଘର ତବଆରବ କରବପାରବରବ ନାହିଁ । ସାହାଯୟ ପାଇଁ ଆପଣ ବବରର୍େଜ୍ଞ - ଆକିରଟକଟ, ଇଞ୍ଜବନବୟର, ଠକବାଦାର ଏବିଂ ରାଜମବସ୍ତ୍ରୀଙ୍କୁରନଇ ଗଠତବ ଏକ ସମଥଭଟମ୍ବ ଆବର୍ୟକ କରବରବ । ଆପଣ ରଯରତ ର୍େ ଟମ୍ବ ବାଛରବବ ଆପଣଙ୍କ ଘରର ମାନ ତାହା ଉପରର ନବର୍ଭର କରବବ ।


ନିର୍ମାଣ ର ବିଭିନ୍ନ ଭାଗରେ ବୁଝିବାରେ

ଯୋଜନା ପର୍ଯ୍ୟାୟରେ, ନିର୍ମାଣର ଅନେକ ପର୍ଯ୍ୟାୟ ବିଷୟରେ ଏକ ଭଲ ଧାରଣା ପାଇବା ଜରୁରୀ | ଏହି ପର୍ଯ୍ୟାୟଗୁଡିକ ଧ୍ୟାନରେ ରଖି ଜଣେ ଗୃହ ନିର୍ମାଣକାରୀଙ୍କୁ ଉଭୟ ଘର ଏବଂ ଆର୍ଥିକ ଯୋଜନାକୁ ଭଲ ଯୋଜନା କରିବାକୁ ଅନୁମତି ଦେବ |


ଉଇ-ନିରୋଧୀ ଉପଚାରର ମହତ୍ତ୍ୱ - ଏକ ବ୍ୟାଖ୍ୟା

ନିର୍ମାଣରେ କାଠର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯେଉଁଠି କାଠ ଅଛି, ସେଠି ଉଇ ଦେଖାଯିବା ସ୍ୱାଭାବିକ । ଏବଂ ଏହାକୁ ଅଣଦେଖା କଲେ, ଏହି କୀଟଗୁଡ଼ିକ ସଂରଚନାକୁ ଅପେକ୍ଷାକୃତ କ୍ଷତି ପହଞ୍ଚାଇପାରନ୍ତି ।


ନିଜ ଘର ପାଇଁ ଉପଯୁକ୍ତ ବାଲି ଚୟନ କରିବାର ଏକ ତ୍ୱରିତ ମାର୍ଗଦର୍ଶିକା

ଆପଣଙ୍କ ଘର ନିର୍ମାଣରେ ବ୍ୟବହୃତ ହେଉଥିବା ଏକ ଅତ୍ୟାବଶ୍ୟକ ସାମଗ୍ରୀ ହେଉଛି ବାଲି । ବାଲି ବିନା, କଂକ୍ରିଟ୍, କଂକ୍ରିଟ୍ ବ୍ଲକ୍ କିମ୍ବା ସିମେଣ୍ଟ ମସଲା ତିଆରି ହୋଇପାରିବ ନାହିଁ ।


ଆପଣଙ୍କ ଠିକାଦାରଙ୍କ ସହିତ ରାଜିନାମା ସ୍ୱାକ୍ଷର କରିବାର ଗୁରୁତ୍ୱ

ନିଜ ଠିକାଦାରଙ୍କଠାରୁ ଉତ୍ତରଦାୟିତାକୁ ସୁନିଶ୍ଚିତ କରିବାର ସର୍ବୋତ୍ତମ ଉପାୟ ହେଉଛି ତାଙ୍କ ସହିତ ଏକ ରାଜିନାମା ସ୍ୱାକ୍ଷରିତ କରିବା । ଠିକାଦାର ତାଙ୍କ ସମୟରେଖାକୁ ଅନୁସରଣ କଲେ ଓ ସମୟୋଚିତ ଢଙ୍ଗରେ ନିଜର ଦାୟିତ୍ୱକୁ ସମ୍ପନ୍ନ କଲେ, ଆପଣ ନିଜର ବଜେଟ୍ ମଧ୍ୟରେ ରହିଥାନ୍ତି । ଅଧିକନ୍ତୁ, ରାଜିନାମାରେ ସ୍ୱାକ୍ଷର ଦ୍ୱାରା ଭବିଷ୍ୟତର ବିବାଦଗୁଡ଼ିକୁ ଏଡ଼ାଇବାରେ ମଧ୍ୟ ସହାୟତା ମିଳିପାରିବ ।


କିଓରିଂର ମହତ୍ତ୍ୱ - ଏକ ବ୍ୟାଖ୍ୟା

ଆପଣ ଗଢ଼ିଥିବା ଘରଟି ଦୀର୍ଘସ୍ଥାୟୀ ହେବା ଉଚିତ୍ । ଅନ୍ୟଥା ମରାମତି ଓ ପୁନରୁଦ୍ଧାର ପଛରେ ଆପଣଙ୍କୁ ଅନେକ ଟଙ୍କା ଓ ସମୟ ଖର୍ଚ୍ଚ କରିବାକୁ ପଡ଼ିବ ।


ବୈଦ୍ୟୁତିକ କାର୍ଯ୍ୟ ସମୟରେ ସୁରକ୍ଷାଗତ ବିପଦଗୁଡ଼ିକୁ କିପରି ଏଡ଼ାଇବେ?

ଆପଣଙ୍କ ଘର ନିର୍ମାଣର ଅନ୍ୟତମ ଶେଷ ପର୍ଯ୍ୟାୟ ହେଉଛି ଇଲେକ୍ଟ୍ରିକାଲ ବା ବୈଦ୍ୟୁତିକ କାର୍ଯ୍ୟ । ହେଲେ, ଏହି ପର୍ଯ୍ୟାୟରେ ଗୁରୁତର ସମସ୍ୟା ଓ ସୁରକ୍ଷାଗତ ବିପଦ ସୃଷ୍ଟି କରୁଥିବା ଦୁର୍ଘଟଣାଗୁଡ଼ିକ ପ୍ରତି ଆପଣଙ୍କୁ ବିଶେଷ ଯତ୍ନବାନ୍ ହେବାକୁ ପଡ଼ିବ ।


ଫାଉଣ୍ଡେଶନ୍ ବିଛାଇବା ସମୟରେ ତଦାରଖ କାହିଁକି ଜରୁରୀ ହୋଇଥାଏ

ମଜବୁତ ଘରର ରହସ୍ୟ ହେଉଛି ମଜବୁତ ଫାଉଣ୍ଡେଶନ୍ । ତେଣୁ, ଫାଉଣ୍ଡେଶନ୍ ବିଛାଯିବାର ତତ୍ତ୍ୱାବଧାନ ସମୟରେ ଆପଣଙ୍କୁ ସତର୍କ ରହିବା ଜରୁରୀ ଅଟେ । ଅଭ୍ୟନ୍ତର କାର୍ଯ୍ୟ ବିପରୀତ, ଫାଉଣ୍ଡେଶନ୍ ଥରେ ବିଛାହୋଇଗଲେ, ତାହାକୁ ବଦଳାଯାଇପାରିବ ନାହିଁ


ରାଜମିସ୍ତ୍ରୀଙ୍କ ପ୍ରକାରଭେଦ - ଏକ ତ୍ୱରିତ ମାର୍ଗଦର୍ଶିକା

ଯେକୌଣସି ନିର୍ମାଣ ପ୍ରକଳ୍ପ ସାଇଟ୍ ରେ ରାଜମିସ୍ତ୍ରୀଙ୍କ ସେବା ଆବଶ୍ୟକ ହୋଇଥାଏ, କାରଣ ସମୟୋଚିତ ଢଙ୍ଗରେ ଆପଣଙ୍କ ଘର ନିର୍ମାଣ ରାଜମିସ୍ତ୍ରୀଙ୍କ ଦକ୍ଷତା ଉପରେ ନିର୍ଭରଶୀଳ ହୋଇଥାଏ ।


ସୁଦକ୍ଷ ବର୍ଷାଜଳ ସଂରକ୍ଷଣ ପ୍ରଣାଳୀ ପାଇଁ ସୋପାନଗୁଡ଼ିକ

ଆପଣଙ୍କ ଘର ପାଇଁ ଭୂତଳ ଜଳ ପାଣିର ଏକ ପ୍ରାକୃତିକ ଉତ୍ସ ହୋଇଥାଏ। ହେଲେ, ଏହି ଉତ୍ସର ଅତ୍ୟଧିକ ଉପଯୋଗ ଦ୍ୱାରା ଭୂତଳ ଜଳ ସ୍ତର ହ୍ରାସିତ ହୋଇପାରେ । ଭୂତଳ ଜଳ ପରିପୂରଣର ସବୁଠାରୁ ସହଜ ଉପାୟ ହେଉଛି, ବହିଯାଉଥିବା ବର୍ଷାଜଳକୁ ସଂରକ୍ଷଣ କରିବା, ଆଉ ଏହା କରିବାର ସର୍ବୋତ୍ତମ ଉପାୟ ହେଉଛି ଏକ ରିଚାର୍ଜ ପିଟ୍ ସ୍ଥାପନ କରିବା ।


ସୁରକ୍ଷା ସର୍ବପ୍ରଥମ - ଅନ୍-ସାଇଟ୍ ସୁରକ୍ଷା ମାର୍ଗଦର୍ଶିକା

ଘର ନିର୍ମାଣ ପ୍ରକ୍ରିୟା ଅବଧିରେ, ସାଇଟ୍ ରେ କାର୍ଯ୍ୟରତ ଶ୍ରମିକଙ୍କ ସୁରକ୍ଷା ଉପରେ ନଜର ରଖିବା ଆପଣଙ୍କର ଦାୟିତ୍ୱ ହୋଇଥାଏ । ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ, ସୁରକ୍ଷାଗତ ପଦକ୍ଷେପଗୁଡ଼ିକ ବିଷୟରେ ଆପଣ ଠିକାଦାରଙ୍କ ସହିତ ଆଲୋଚନା କରିବା ଓ କୌଣସି ସମସ୍ୟା ଥିଲେ ସେଗୁଡ଼ିକୁ ଦୂର କରିବା ଆବଶ୍ୟକ ।


ଉଇ-ନିରୋଧୀ ଉପଚାର ପାଇଁ ସବୁଠାରୁ ଉତ୍ତମ ପ୍ରକ୍ରିୟା କ’ଣ?

ଘରର କାଠନିର୍ମିତ ଢାଞ୍ଚାଗୁଡ଼ିକୁ ଉଇରୁ ସୁରକ୍ଷିତ ରଖିବା ପାଇଁ ଉଇ-ନିରୋଧୀ ଉପଚାର ବା ଟ୍ରିଟମେଣ୍ଟ କରାଯାଇଥାଏ ।


ଢିଲା କବାଟ ଓ ଝରକା ଫ୍ରେମ୍ କୁ କିପରି ଏଡ଼ାଇବେ

ଆପଣଙ୍କ ଘରର ମୋଟାମୋଟି ଢାଞ୍ଚାର କେତେକ ଫିନିଶିଂ ସ୍ପର୍ଶ ହେଉଛି ଘରର କବାଟ ଓ ଝରକା । ଆପଣ ଏହି ପର୍ଯ୍ୟାୟରେ ପହଞ୍ଚିଗଲେ, ବୁଝିନିଅନ୍ତୁ ଯେ ଆପଣଙ୍କ ଘରର ନିର୍ମାଣ କାର୍ଯ୍ୟ ଏବେ ସରିବା ଉପରେ । ତେଣୁ, କବାଟ ଓ ଝରକାକୁ ଉପଯୁକ୍ତ ଭାବେ ଲଗାଇବାକୁ ସୁନିଶ୍ଚିତ କରିବା ପାଇଁ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁଗୁଡ଼ିକୁ ମନେରଖନ୍ତୁ ।


କଂକ୍ରିଟ୍ ଫିନିଶିଂକୁ ସ୍ମୁଦ୍ ଓ ସହଜ କରିବା ପାଇଁ ତିନିଟି ସୋପାନ

ସଠିକ୍ କଂକ୍ରିଟ୍ ଫିନିଶିଂ ପାଇଁ ଆପଣ ସଠିକ୍ ପଦକ୍ଷେପ ଗ୍ରହଣ କରୁଛନ୍ତି କି? ସଠିକ୍ କଂକ୍ରିଟ୍ ଫିନିଶ୍ କୁ ସୁନିଶ୍ଚିତ କରିବାର 3ଟି ସୋପାନ ।


ଘର ପ୍ଲାଷ୍ଟରିଂ କରିବାର ସଠିକ୍ ଉପାୟ ଆପଣଙ୍କ ଘର ପ୍ଲାଷ୍ଟରିଂ ସମସ୍ୟାର ସମାଧାନ ପାଇଁ 5ଟି ଟିପ୍‌ସ

ପ୍ଲାଷ୍ଟରିଂ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ଏଡ଼ାଇବା ପାଇଁ ଏହି 5ଟି କାମ କରନ୍ତୁ ପ୍ଲାଷ୍ଟରିଂ ବା ପଲସ୍ତରା ପରେ କାନ୍ଥର ପୃଷ୍ଠଭାଗରେ କେତୋଟି ସମସ୍ୟା ଦେଖାଦେଇପାରେ: ଫାଟ ଏବଂ ଅପକ୍ଷରଣ କିମ୍ବା ଧଳା ଦାଗ । ଏହା ଆପଣଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ - ଆପଣଙ୍କ ଘରର ସୌନ୍ଦଯ୍ୟକୁ କ୍ଷତିଗ୍ରସ୍ତ କରିଥାଏ ।.


ଆପଣ ନବଜ ଘର ପାଇଁ ରକବଳ ସରବଣାତ୍ତମ ଇଟା ବାନବନ୍ବ ତ?

ମଜବୁତ ଇଟା ଗଢ଼ବଥାଏ ମଜବୁତ କାନ୍ଥ, ଯାହା ଘର ନବମଭାଣ ସମୟରର ଆପଣଙ୍କୁରଦଇଥାଏ ଉତ୍ତମ ଢାଞ୍ଚାଗତ ସୁଦୃଢ଼ତା । ଆପଣଙ୍କ ଘର ନବମଭାଣ ପାଇଁଇଟାଗୁଡ଼କବର ଗୁଣବତ୍ତାକୁପରୀୋ କରବବାର ଚାରବଟବଫଳେଦ ପର୍ଦ୍ତବଏଠାରର ଦବଆଗୋ ।


ଖନନ ଘରର ସୁଦୃଢ଼ତାକୁ ପ୍ରଭାବିତ କରିଥାଏ କି?

ଘରର ମୂଳଦୁଆ ବା ଫାଉଣ୍ଡେଶନ୍ ସ୍ଥାପନ ପୂର୍ବରୁ ଏକ ପ୍ଲଟ୍ ର ଖନନ କରାଯାଇଥାଏ । ଫାଉଣ୍ଡେଶନ୍ ଆପଣଙ୍କ ଘର ଢାଞ୍ଚାର ଓଜନକୁ ଫାଉଣ୍ଡେଶନ ତଳ ମାଟିକୁ ସ୍ଥାନାନ୍ତର କରିଥାଏ । ଯଦି ଖନନ ଠିକ୍ ରୂପେ କରା ନ ଯାଏ, ତେବେ ଫାଉଣ୍ଡେଶନ ଦୁର୍ବଳ ହୋଇଯିବ ଓ କାନ୍ଥ ତଥା ଖମ୍ବରେ ଫାଟ ସୃଷ୍ଟି ହେବ ।


ଏକ ମଜବୁତ ଘର ପାଇଁ ଆରସିସି ଫୁଟିଂ ସ୍ଥାପନର ସଠିକ୍ ଉପାୟ

ଆପଣଙ୍କ ଘର କେବଳ ଆପଣଙ୍କର ନୁହେଁ ବରଂ ଆପଣଙ୍କ ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ଉଦ୍ଦିଷ୍ଟ ହୋଇଥାଏ, ତେଣୁ ଏହା ବର୍ଷ ବର୍ଷ ଧରି ମଜବୁତ ରହିବା ଜରୁରୀ । ଏଥିପାଇଁ, ଆପଣଙ୍କ ଘର ଏକ ସୁଦୃଢ଼ ମୂଳଦୁଆ ବା ଫାଉଣ୍ଡେଶନ୍ ଆବଶ୍ୟକ କରିଥାଏ ଏବଂ ଫାଉଣ୍ଡେଶନ୍ କୁ ମଜବୁତ କରିବାର ସର୍ବୋତ୍ତମ ଉପାୟ ହେଉଛି ଆରସିସି ଫୁଟିଂ ।


ସର୍ବୋତ୍ତମ ଫ୍ଲୋରିଂ ବାଛିବା ପାଇଁ ଏକ ତ୍ୱରିତ ମାର୍ଗଦର୍ଶିକା

ଫ୍ଲୋର୍ ବା ଚଟାଣ ହେଉଛି ଆପଣଙ୍କ ଘର ଅଭ୍ୟନ୍ତରର ଏକ ଆଧାରଭୂତ ଅଂଶ । ଠିକ୍ ଫ୍ଲୋରିଂ ପାଇଁ ଏଠାରେ କେତୋଟି ଟିପ୍‌ସ ଦିଆଗଲା । ଆପଣ ନିଜର ଟାଇଲଗୁଡ଼ିକୁ ବିଚାଇବା ପୂର୍ବରୁ, ଚଟାଣଟି ଶକ୍ତ ଓ ସମତଳ ଅଛି ଏହା ସୁନିଶ୍ଚିତ କରିନିଅନ୍ତୁ ।


Build a Concrete Staircase in just 6 simple steps

Building a concrete staircase requires just six simple steps. Let's have a look at how it is done.


Is Your Home Well-Insulated?

roper insulation protects a home from exterior heat, cold and sound. It also saves electricity and creates a cozy environment in your home. Here are four types of insulation practices you should follow to maintain ideal temperature levels.


How to ensure ventilation in your home

Proper ventilation is essential for any home. This helps improve airflow, which keeps dampness in check and stops fungus from spreading. It keeps the house odour free, and members of the house in good health.


Get Answer to
your Queries

Enter a valid name
Enter a valid number
Enter a valid pincode
Select a valid category
Enter a valid sub category
Please check this box to proceed further