ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj

Home Is Your Identity, Build It With India’s No.1 Cement

logo



ଭାରତ ନଂ। 1 ସିମେଣ୍ଟ |

ଅଲ୍‌‌ଟ୍ରାଟେକ୍ ଗୁଣବତ୍ତାକୁ ମହତ୍ତ୍ୱ ଦେଉଥିବା ଇଞ୍ଜିନିୟର ଏବଂ ପେସାଦାରଙ୍କ ପ୍ରଥମ ପସନ୍ଦ ଅଟେ । ଭାରତର ସବୁ ସ୍ଥାନରେ ଏହାର ଉପସ୍ଥିତି ରହିବା ସହିତ ଅଲ୍‌‌ଟ୍ରାଟେକ୍ ଦେଶର ଅଧିକାଂଶ ପ୍ରମୁଖ ଲ୍ୟାଣ୍ଡମାର୍କ ଏବଂ ଗୌରବଶାଳୀ ପ୍ରକଳ୍ପଗୁଡ଼ିକରେ ପସନ୍ଦଯୋଗ୍ୟ ସିମେଣ୍ଟ ରୂପେ ବ୍ୟବହୃତ ହୋଇଛି ।

 

ଅଲ୍‌‌ଟ୍ରାଟେକ୍ ସିମେଣ୍ଟ ସବୁ ପ୍ରକାର ନିର୍ମାଣ ଉତ୍ପାଦ ପାଇଁ ଚରମ ଗନ୍ତବ୍ୟସ୍ଥଳୀ ଅଟେ - ଏହାର ଗ୍ରେ ସିମେଣ୍ଟରୁ ହ୍ୱାଇଟ୍ ସିମେଣ୍ଟ, ନିର୍ମାଣ ସମାଧାନ ଏବଂ ବିଭିନ୍ନ କିସମର ରେଡି-ମିକ୍ସ କଂକ୍ରିଟ୍ ବିବିଧ ପ୍ରୟୋଗ ଏବଂ ଆବଶ୍ୟକତାକୁ ପୂରଣ କରିଥାଏ ।

logo


୩୫ଟି ସହରରେ ଅବସ୍ଥିତ ୧୦୦ରୁ ଅଧିକ ରେଡି ମିକ୍ସ କଂକ୍ରିଟ୍ (ଆର୍‌‌ଏମ୍‌‌ସି) କାରଖାନା ସହିତ ଅଲ୍‌‌ଟ୍ରାଟେକ୍ ଦେଶର ସର୍ବବୃହତ୍ତ ସିମେଣ୍ଟ ଏବଂ କଂକ୍ରିଟ୍ ନିର୍ମାତା ଅଟେ । ଏହା ସହିତ, ଆମେ ଗ୍ରାହକଙ୍କ ବିଶେଷ ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ପେଶାଲିଟି କଂକ୍ରିଟ୍‌‌‌ ଉତ୍ପାଦଗୁଡ଼ିକର ବର୍ଗମାଳା ମଧ୍ୟ ଯୋଗାଇଥାଉ । ଆମ ଉତ୍ପାଦଗୁଡ଼ିକ ମଧ୍ୟରେ ନିମ୍ନଲିଖିତ ପ୍ରକାର ସିମେଣ୍ଟ ଅନ୍ତର୍ଭୁକ୍ତ - ଅର୍ଡିନାରୀ ପୋର୍ଟଲାଣ୍ଡ ସିମେଣ୍ଟ, ପୋର୍ଟଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ ଏବଂ ପୋର୍ଟଲାଣ୍ଡ ବ୍ଲାଷ୍ଟ ଫର୍ନେସ୍ ସ୍ଲାଗ୍ ସିମେଣ୍ଟ ।


ସିମେଣ୍ଟ ଆପଣଙ୍କ ଘରର ମହତ୍ତ୍ୱପୂର୍ଣ୍ଣ ଉପାଦାନ ହୋଇଥାଏ ।

ଅଲ୍‌‌ଟ୍ରାଟେକ୍‌‌ରେ ଆମେ ଏହା ସ୍ୱୀକାର କରିଥାଉ ଯେ, ଆପଣଙ୍କ ପାଇଁ ଘର କେବଳ ଏକ ଆଶ୍ରୟସ୍ଥଳୀ ନୁହେଁ, ତାହା ଆପଣଙ୍କ ପରିଚୟ ଏବଂ ସମାଜରେ ଆପଣଙ୍କର ପଦଚିହ୍ନ ହୋଇଥାଏ । ଘରର ତାତ୍ପର୍ଯ୍ୟ କେବଳ ଚାରିଟି କାନ୍ଥରେ ସୀମିତ ନ ଥାଏ । ଏହାକେବଳ ଏକ ବିଲ୍‌‌‌ଡିଂ ନୁହେଁ । ତାହା ଆପଣ ହାତକୁ ନେଇଥିବା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ହୋଇଥାଏ ।

ଆପଣଙ୍କ ଘରର ଅନ୍ୟତମ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଉପାଦାନ ହେଉଛି ସିମେଣ୍ଟ । ଅନ୍ୟ ସମସ୍ତ ଉପାଦାନକୁ ଏହା ବାନ୍ଧିରଖିଥାଏ ଏବଂ ଢାଞ୍ଚାର ସୁଦୃଢ଼ତା ପାଇଁ ଏହା ଅପରିହାର୍ଯ୍ୟ ହୋଇଥାଏ । ଆମେ ବୁଝୁଛୁ ଯେ ଆପଣ କେବଳ ସିମେଣ୍ଟ ନୁହେଁ ବରଂ କେବଳ ଅଲ୍‌ଟ୍ରାଟେକ୍ ଯୋଗାଉଥିବା ଆଶ୍ୱାସନା ଏବଂ ବିଶ୍ୱାସକୁ ମଧ୍ୟ କିଣିଥାନ୍ତି । ଏହା ଫଳରେ, ଆପଣଙ୍କ ଭଳି କୋଟି କୋଟି ଆଇଏଚ୍‌ବିମାନେ ସେମାନଙ୍କର ଘର ନିର୍ମାଣ କରିବା ପାଇଁ ଅଲ୍‌‌ଟ୍ରାଟେକ୍ ଉପରେ ଭରସା କରିଥାନ୍ତି, ଯାହା ଆମକୁ ଭାରତର ନଂ.୧ ବ୍ରାଣ୍ଡରେ ପରିଣତ କରିଛି ।

logo


ନିର୍ମାଣ କାର୍ଯ୍ୟ ପାଇଁ ସର୍ବୋତ୍ତମ ସିମେଣ୍ଟ କିପରି ଚୟନ କରିବେ?

ଆପଣଙ୍କ ନିର୍ମାଣ କାର୍ଯ୍ୟ ପାଇଁ ସର୍ବୋତ୍ତମ ସିମେଣ୍ଟ ଚୟନ କରିବା ପାଇଁ, ନିମ୍ନଲିଖିତ କଥାଗୁଡ଼ିକୁ ଜାଣିବା ଓ ଧ୍ୟାନରେ ରଖିବା ଜରୁରୀ ଅଟେ:




ସିମେଣ୍ଟର କ୍ୱାଲିଟି:

ଭଲ କ୍ୱାଲିଟିର ସିମେଣ୍ଟ ପାଇବା ପାଇଁ, ସୁନିଶ୍ଚିତ କରନ୍ତୁ ଯେ ନିଜର ନିର୍ମାଣ କାର୍ଯ୍ୟ ନିମନ୍ତେ ଆପଣ କିଣୁଥିବା ସିମେଣ୍ଟଟି ଯେପରି ଅତି ଖ୍ୟାତିସମ୍ପନ୍ନ ବ୍ରାଣ୍ଡର ଅଟେ ।

Image

ପ୍ୟାକେଜିଂ:

କେବଳ ଟାମ୍ପର୍-ନିରୋଧୀ ଏବଂ ଏୟାରଟାଇଟ୍ ପ୍ୟାକେଜିଂରେ ଥିବା ସିମେଣ୍ଟ କିଣନ୍ତୁ, କାରଣ ତାହା ଆର୍ଦ୍ରତାକୁ  ପ୍ରତିରୋଧ କରିଥାଏ ଏବଂ ସିମେଣ୍ଟ ମଧ୍ୟକୁ ପାଣିକୁ ଭେଦିବାକୁ ଦେଇ ନ ଥାଏ ।

Image

ଯୋଗାଣ ଏବଂ ଉପଲବ୍ଧତା:

ଏହା ସୁନିଶ୍ଚିତ କରିନେବା ଗୁରୁତ୍ୱପୂର୍ଣ୍ଣ ଯେ ଆପଣ କିଣିବାକୁ ଚାହୁଁଥିବା ସିମେଣ୍ଟ ଉପଲବ୍ଧ ଅଛି ଏବଂ ଆପଣଙ୍କ ନିକଟକୁ ସହଜରେ ତାହାକୁ ପହଞ୍ଚାଯାଇପାରିବ ।

Image

ଅଲ୍‌‌ଟ୍ରାଟେକ୍ ସିମେଣ୍ଟ ଭାରତର ନଂ.୧ ସିମେଣ୍ଟ କାହିଁକି ଅଟେ?


ଇଞ୍ଜିନିୟରଙ୍କ ପସନ୍ଦ

1

କ୍ୱାଲିଟିକୁ ମହତ୍ତ୍ୱ ଦେଉଥିବା ଇଞ୍ଜିନିୟର୍ ଏବଂ ପେସାଦାରମାନେ ଅଲ୍‌‌ଟ୍ରାଟେକ୍ ସିମେଣ୍ଟ ବାଛିଥାନ୍ତି ।

ବ୍ୟକ୍ତିବିଶେଷ ଗୃହନିର୍ମାତାଙ୍କ ସବୁଠାରୁ ଭରସାଯୋଗ୍ୟ ବ୍ରାଣ୍ଡ

2

ଅଲ୍‌‌ଟ୍ରାଟେକ୍ ସିମେଣ୍ଟର ଢାଞ୍ଚାର ସୁଦୃଢ଼ତାକୁ ବଜାୟ ରଖିବା ଏବଂ ସମସ୍ତ ନିର୍ମାଣ ସାମଗ୍ରୀକୁ ବାନ୍ଧି ରଖିବାର ଅସାଧାରଣ ସାମର୍ଥ୍ୟ ଯୋଗୁଁ ଏହା ବ୍ୟକ୍ତିବିଶେଷ ଗୃହନିର୍ମାତାଙ୍କ ସବୁଠାରୁ ଭରସାଯୋଗ୍ୟ ବ୍ରାଣ୍ଡ ଅଟେ ।

ସାରା ଭାରତରେ ଉପସ୍ଥିତି

3

୩୫ଟି ସହରରେ ଅବସ୍ଥିତି ୧୦୦ରୁ ଅଧିକ ରେଡି ମିକ୍ସ କଂକ୍ରିଟ୍ (ଆର୍‌‌ଏମ୍‌‌ସି) କାରଖାନା ସହିତ ଅଲ୍‌‌ଟ୍ରାଟେକ୍ ଦେଶର ସର୍ବବୃହତ୍ ସିମେଣ୍ଟ ଏବଂ କଂକ୍ରିଟ୍ ନିର୍ମାତା ଅଟେ ଏବଂ ସାରା ଦେଶରେ ଏହାର ଉପସ୍ଥିତି ରହିଛି ।

କ୍ୱାଲିଟିର ଆଶ୍ୱାସନା

4

ଅଲ୍‌‌ଟ୍ରାଟେକ୍‌‌ରେ ଆମେ ଆପଣଙ୍କୁ ସର୍ବୋତ୍କୃଷ୍ଟ ଗୁଣମାନର ଉତ୍ପାଦ ଯୋଗାଇ ଆପଣଙ୍କ ନିର୍ମାଣ କାର୍ଯ୍ୟଗୁଡ଼ିକରେ ଉତ୍କର୍ଷତାକୁ ସୁନିଶ୍ଚିତ କରିଥାଉ ।



ଅଲ୍‌‌ଟ୍ରାଟେକ୍ ହୋମ୍ ଏକ୍ସପର୍ଟ ଷ୍ଟୋର୍

ଅଲ୍‌‌ଟ୍ରାଟେକ୍ ପ୍ରିମିୟମ୍ ଆପଣଙ୍କର ସମସ୍ତ ନିର୍ମାଣ ଆବଶ୍ୟକତାର ବଳିଷ୍ଠ, ଚିରପୋଷଣକ୍ଷମ ଏବଂ ଦୀର୍ଘସ୍ଥାୟୀ ସମାଧାନ ଅଟେ । ଅଲ୍‌‌ଟ୍ରାଟେକ୍ ପ୍ରିମିୟମ୍ ସିମେଣ୍ଟର ମୂଲ୍ୟ ଏବଂ ଅନ୍ୟାନ୍ୟ ଏପରି ବିବରଣୀ ସମ୍ପର୍କରେ ଜାଣିବା କିମ୍ବା ସିଧାସଳଖ କିଣିବା ପାଇଁ ଅଲ୍‌‌ଟ୍ରାଟେକ୍ ହୋମ୍ ଏକ୍ସପର୍ଟ ଷ୍ଟୋର୍ ପରିଦର୍ଶନ କରନ୍ତୁ!



Loading....