Wall Finishes

ଆପଣଙ୍କ ଘର ପାଇଁ ବିଭିନ୍ନ ପ୍ରକାରର ଫିନିଶିଂ

କାନ୍ଥର ଫିନିଶ୍ ଆପଣଙ୍କ ଘରକୁ ଏକ ନିଆରା ରୂପ ଦେବା ସହିତ ତାହାକୁ ସୁରକ୍ଷା ମଧ୍ୟ ଦେଇଥାଏ । କାନ୍ଥଗୁଡ଼ିକରେ ସାଧାରଣ ପଲସ୍ତରାର ଯୁଗ ଗଲାଣି ।

Types of Wall Finishing - Cement Plaster Finish
ନିଜର ଘରର ସାଜସଜ୍ଜା ସହିତ ମେଳ ଖାଉଥିବା ବିଭିନ୍ନ ପ୍ରକାର କାନ୍ଥ ଫିନିଶ୍ ଏଠାରେ ଦିଆଗଲା ।
Types of Wall Finishing - Plaster of Paris Finish
ସିମେଣ୍ଟ ପ୍ଲାଷ୍ଟର୍ ଫିନିଶ୍

ଏକ ଚିକ୍କଣ ମ୍ୟାଟ୍ ଫିନିଟ୍ ଦେବା ପାଇଁ କାନ୍ଥରେ ସିମେଣ୍ଟ, ବାଲି ସ ପାଣିର ମସଲା ଲଗାଯାଇଥାଏ । ଏକ ସିମେଣ୍ଟ-ଟେକ୍ସଚର୍ ଫିନିଶ୍ ଆପଣଙ୍କ ଘରକୁ ଏକ ନିଆରା ରୂପ ଦେଇପାରିବ ।

ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଫିନିଶ୍

କାନ୍ଥ ଓ ସିଲିଂରେ ସୂକ୍ଷ୍ମ ଡିଜାଇନ୍ ତିଆରି କରିବା ଓ ନିଜ ଘରର ସୌନ୍ଦର୍ଯ୍ୟକୁ ଉନ୍ନତ କରିବା ପାଇଁ ଆପଣ ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍ ବ୍ୟବହାର କରନ୍ତୁ ।

ଉଡେନ୍ ଟେକ୍ସଚର୍ଡ ଟାଇଲ୍ସ

ଉଡେନ୍ ଟେକ୍ସଚର୍ଡ ଟାଇଲ୍ସ ମାଧ୍ୟମରେ ଆପଣ ଆପଣଙ୍କ ଘରକୁ ଏକ ଏଣ୍ଟିକ୍ ରୂପ ମଧ୍ୟ ଦେଇପାରିବେ ।

ଆପଣ ଆବଶ୍ୟକ କରୁଥିବା ୱାଲ୍ ଫିନିଶିଂ ସାମଗ୍ରୀ ଏବଂ ଅଧିକ ଏକ୍ସପର୍ଟ ସମାଧାନ ପାଇଁ, ଆପଣଙ୍କ ନିକଟତମ ଅଲଟ୍ରାଟେକ୍ ବିଲଡିଂ ସଲ୍ୟୁସନ୍ସ ଷ୍ଟୋର୍ ପରିଦର୍ଶନ କରନ୍ତୁ । 

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ