ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଥିବା କଂକ୍ରିଟ୍ ମିକ୍ସର ମେଶିନ୍ଗୁଡ଼ିକର ପ୍ରକାରଭେଦ | ଅଲ୍ଟ୍ରାଟେକ୍
ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଥିବା କଂକ୍ରିଟ୍ ମିକ୍ସର ମେଶିନ୍ଗୁଡ଼ିକର ପ୍ରକାରଭେଦ
ଗୃହ ନିର୍ମାଣ ପାଇଁ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାର କଂକ୍ରିଟ୍ ମିକ୍ସର୍ ମେଶିନ୍ଗୁଡ଼ିକ ସମ୍ପର୍କରେ ଜାଣନ୍ତୁ । ନିର୍ମାଣ କାର୍ଯ୍ୟର ଆବଶ୍ୟକତା ଅନୁସାରେ ପ୍ୟାନ୍ ଟାଇପ୍, ଟିଲ୍ଟିଂ ଡ୍ରମ୍, ନନ୍-ଟିଲ୍ଟିଂ ଡ୍ରମ୍, କଂକ୍ରିଟ୍ ବ୍ୟାଚ୍ ମିକ୍ସର୍ ଓ ଆହୁରି ଅନେକ ପ୍ରକାରର ମିକ୍ସର୍ ମେଶିନ୍ ବ୍ୟବହାର କରାଯାଇଥାଏ ।