UltraTech Thermocon+

ଥର୍ମାଲ୍ କ୍ରାକ୍ ପ୍ରତିରୋଧକ, ତାପମାତ୍ରା ନିୟନ୍ତ୍ରଣ କଂକ୍ରିଟ୍ |

 

ଉପସ୍ଥାପନ କରାଯାଉଛି ଅଲ୍‌ଟ୍ରାଟେକ୍ ଥର୍ମୋକନ୍ ପ୍ଲସ

ପ୍ରତିଷ୍ଠାରେ ଆଞ୍ଚ ଆସିଲେ ତାହାକୁ ଭରଣା କରିହୁଏ ନାହିଁ

ଆମର ପ୍ରତିଯୋଗୀତା ଏବଂ ଏକ ପ୍ରତିଷ୍ଠା ସ୍ଥାପନ ପାଇଁ ନିଦର୍ଶନ ସ୍ବରୂପ ମନୋଲିଥିକ ଲ୍ୟାଣ୍ଡମାର୍କସ ପ୍ରୋଜେକ୍ଟ ହେଉଛି ଏକ ବଢ଼ିଆ ସୁଯୋଗ।

କିନ୍ତୁ ଏହି ପ୍ରକାର ପ୍ରକଳ୍ପ ପାଇଁ ମଧ୍ୟ ଥର୍ମାଲ୍ କ୍ରାକ୍‌ର ଆପଦ ରହିଛି ଯାହା ଆମର କଷ୍ଟ ଉପାର୍ଜିତ ପ୍ରତିଷ୍ଠାରେ ଅପୁରଣୀୟ କ୍ଷତି ଘଟାଇପାରେ।

ଥର୍ମାଲ୍ ଫାଟକୁ ଦୂର କରିବା ପାଇଁ ବର୍ତ୍ତମାନର ସମାଧାନ ହେଉଛି କଷ୍ଟଦାୟକ ଓ ଏଥିପାଇଁ କ୍ରମାଗତ ତଦାରଖର ଆବଶ୍ୟକତା ରହିଛି। ପ୍ରକ୍ରିୟା ଉପରେ ନିୟନ୍ତ୍ରଣ ଅଭାବ କାରଣରୁ ଅଧିକ ଉଦବେଗ ପ୍ରକାଶ ପାଏ ଓ ଏଥିପାଇଁ ଅଧିକ ପେଶାଦାର, ଆଇନଗତ ଓ ପ୍ରତିଷ୍ଠାଗତ ଆପଦ ଦେଖା ଦେଇପାରେ।

ଅଲ୍ଟ୍ରାଟେକ୍ ଥର୍ମୋକନ୍ ପ୍ଲସ୍ କ’ଣ?

ଏକ ଚିତ୍ତାକର୍ଷକ କଂକ୍ରିଟ୍ ଯାହା ଥର୍ମାଲ୍ କ୍ରାକରୁ ନିର୍ମାଣକୁ ସୁରକ୍ଷା ଦେଇଥାଏ।

ଅଲ୍‌ଟ୍ରାଟେକ୍ ଥର୍ମୋକନ୍ ପ୍ଲସ ରେ ରହିଛି ଏକ ସ୍ବତନ୍ତ୍ର ସଂରଚନା ଯାହା ଥର୍ମାଲ୍ କ୍ରାକକୁ ଦୂର କରିବା ପାଇଁ ନିର୍ଦ୍ଧାରିତ ସୀମା ମଧ୍ୟରେ ମୂଳ ତାପମାତ୍ରାକୁ ପ୍ରତିବନ୍ଧିତ କରି ରଖେ।

ଅଲ୍‌ଟ୍ରାଟେକ୍ ମଧ୍ୟ ସମ୍ପୂର୍ଣ୍ଣ ଆଶ୍ବାସନା ଓ ମନରେ ଶାନ୍ତି ପ୍ରଦାନ ପାଇଁ ମୂଳ ତାପମାତ୍ରାକୁ ବୈଜ୍ଞାନିକ ଉପାୟରେ ଅନୁଧ୍ୟାନ କରିବା ପାଇଁ ସହାୟତା କରିଥାଏ।

କାହିଁକି ସାଧାରଣ ଉପକରଣକୁ ନେଇ ସମାଧାନ କରିବେ, ଯେତେବେଳେ ଆପଣ କିଛି ଭଲ ପାଇ ପାରୁଛନ୍ତି!

Prevention of thermal cracks

ଥର୍ମାଲ୍ କ୍ରାକର ପ୍ରତିକାର

No rapid loss of workability  and drying of concrete

କାର୍ଯ୍ୟକାରୀତାରେ ଦ୍ରୁତ କ୍ଷୟ ହୋଇନଥାଏ ଏବଂ କଂକ୍ରିଟ୍ ଶୁଖେ ନାହିଁ

Lower placement  temperature of concrete

କଂକ୍ରିଟର କମ୍ ତାପମାତ୍ରା ରହେ

Better durability of the structure

ନିର୍ମାଣର ଉନ୍ନତ ସ୍ଥାୟୀତ୍ବ ବଜାୟ ରହେ ବୈଷୟିକ ଦ୍ରଷ୍ଟବ୍ୟ

ଉପକାରିତା

Prevention of thermal cracks

ଥର୍ମାଲ୍ କ୍ରାକର ପ୍ରତିକାର

No rapid loss of workability  and drying of concrete

କାର୍ଯ୍ୟକାରୀତାରେ ଦ୍ରୁତ କ୍ଷୟ ହୋଇନଥାଏ ଏବଂ କଂକ୍ରିଟ୍ ଶୁଖେ ନାହିଁ

Lower placement  temperature of concrete

କଂକ୍ରିଟର କମ୍ ତାପମାତ୍ରା ରହେ

Better durability of the structure

ନିର୍ମାଣର ଉନ୍ନତ ସ୍ଥାୟୀତ୍ବ ବଜାୟ ରହେ ବୈଷୟିକ ଦ୍ରଷ୍ଟବ୍ୟ

ଯାନ୍ତ୍ରିକ ନିର୍ଦ୍ଦିଷ୍ଟତା

ମୂଳ ତାପମାତ୍ରା <70 ˚C
20 ˚C ମଧ୍ୟରେ ଭିନ୍ନ ଭିନ୍ନ ସର୍ବାଧିକ ତାପମାତ୍ରା
ସାଇଟରେ ବୈଷୟିକ ସହାୟତାକାରୀ ଟିମ୍

ସୁପାରିଶ କରାଯାଇଥିବା ପ୍ରୟୋଗଗୁଡ଼ିକ |

Placeholder edit in CMS Quotes

"ଅଲ୍ଟ୍ରା ଟେକ୍ ଥର୍ମୋକନ୍ ପ୍ଲସ୍ ହେଉଛି ଏକ ଚମତ୍କାର ସମାଧାନ ଯାହା ଆମର ସମସ୍ତ ନିର୍ଦ୍ଦିଷ୍ଟ ପାରାମିଟରଗୁଡିକ ପୂରଣ କରିଛି ଏବଂ ଆମକୁ ମୂଳ ତାପମାତ୍ରା ଉପରେ ନଜର ରଖିବାର କ୍ଷମତା ମଧ୍ୟ ପ୍ରଦାନ କରିଛି। ଏହା ନିଶ୍ଚିତ କରିଛି ଯେ ସଂରଚନା ଥର୍ମାଲ୍ କ୍ରାକ୍ ସମସ୍ୟାର ସମ୍ମୁଖୀନ ହେବ ନାହିଁ ଏବଂ ଆମକୁ ଆବଶ୍ୟକୀୟ ପାରାମିଟର ମଧ୍ୟରେ ପ୍ରକଳ୍ପ ବିତରଣ କରିବାରେ ସାହାଯ୍ୟ କରିବ।"

ଆରସିସି କନସଲଟାଣ୍ଟ, ଖ୍ୟାତିସମ୍ପନ୍ନ EPC କଣ୍ଟ୍ରାକ୍ଟର |

ଅଧିକ ଆଶ୍ଚର୍ଯ୍ୟଜନକ ସମାଧାନ |

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ