ଗୃହ ନିର୍ମାଣ ସମାଧାନ

ଲକ୍ଷ ଲକ୍ଷ ଗ୍ରାହକଙ୍କ ଭରସାଯୋଗ୍ୟ, ଅଲଟ୍ରାଟେକ୍ ବିଲଡିଂ ସଲ୍ୟୁଶନ୍ସ ହେଉଛି ଗୃହନିର୍ମାତାଙ୍କ ପାଇଁ ଘର ନିର୍ମାଣ ପାଇଁ ଆବଶ୍ୟକ ଉତ୍ପାଦ, ସେବା ଏବଂ ସମାଧାନର ସବୁଠାରୁ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳୀ ।

ସର୍ବପ୍ରଥମ ଅଲଟ୍ରାଟେକ୍ ବିଲଡିଂ ସଲ୍ୟୁଶନ୍ସ ଷ୍ଟୋର୍ 2007ରେ ଆରମ୍ଭ ହୋଇଥିଲା ଏବଂ ଆଜି ଆମେ ସାରା ଭାରତରେ ଆମର 2500+ ଷ୍ଟୋର୍ସର ନେଟୱର୍କ ମାଧ୍ୟମରେ ବ୍ୟାପକ ଶୃଙ୍ଖଳାର ଉତ୍ପାଦ, ସେବା ଓ ସମାଧାନ ଯୋଗାଉଛୁ । ଆମେ ଭରସାଯୋଗ୍ୟ ବିଶେଷଜ୍ଞତା ପ୍ରଦାନ କରିଥାଉ; ସେମାନଙ୍କ ପାଇଁ ବିଶେଷ ରୂପେ ପ୍ରସ୍ତୁତ ସମାଧାନ ଯୋଗାଇ ଗୃହନିର୍ମାତାମାନଙ୍କୁ ଘର ନିର୍ମାଣର ସମସ୍ତ ପର୍ଯ୍ୟାୟରେ ସଠିକ୍ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥାଉ । ଦେଶରେ ଘର ନିର୍ମାଣ ଷ୍ଟୋର୍ସର ସର୍ବବୃହତ୍ ନେଟୱର୍କ ସହିତ, ଆମର ସୁଦୂରପ୍ରସାରୀ ପହଞ୍ଚ ଓ ଅପରିମିତ ବିଶେଷଜ୍ଞତା ଅଲଟ୍ରାଟେକ୍ ବିଲଡିଂ ସଲ୍ୟୁଶନ୍ସକୁ ଆପଣଙ୍କ ଘର ନିର୍ମାଣ ଯାତ୍ରାରେ ଏକ ଭରସାଯୋଗ୍ୟ ସାଥୀରେ ପରିଣତ କରିଥାଏ ।

 ସିମେଣ୍ଟ
ସିମେଣ୍ଟ
 ଷ୍ଟିଲ୍
ଷ୍ଟିଲ୍
 ପେଣ୍ଟିଂ ସିଷ୍ଟମ
ପେଣ୍ଟିଂ ସିଷ୍ଟମ
 ୱାଟରପ୍ରୁଫିଂ ଓ କେମିକାଲ୍‌ସ
ୱାଟରପ୍ରୁଫିଂ ଓ କେମିକାଲ୍‌ସ
 ଇଲେକ୍ଟ୍ରିକାଲ୍ସ
ଇଲେକ୍ଟ୍ରିକାଲ୍ସ
 ପ୍ଲାଏଉଡ୍‌
ପ୍ଲାଏଉଡ୍‌
 ସଟରିଂ ପ୍ଲାଏ
ସଟରିଂ ପ୍ଲାଏ
 ପାୱାର ଓ ହ୍ୟାଣ୍ଡ ଟୁଲ୍‌ସ
ପାୱାର ଓ ହ୍ୟାଣ୍ଡ ଟୁଲ୍‌ସ
 ଫ୍ଲୋରିଂ
ଫ୍ଲୋରିଂ
 ପାଇପ୍‌ଲାଇନ୍
ପାଇପ୍‌ଲାଇନ୍
 ସାନିଟାରି ଓୟାର
ସାନିଟାରି ଓୟାର
 ମୋର୍ଟାର
ମୋର୍ଟାର
 ରୁଫିଂ
ରୁଫିଂ
 ୱାଟର ଷ୍ଟୋରେଜ୍ ଟ୍ୟାଙ୍କ
ୱାଟର ଷ୍ଟୋରେଜ୍ ଟ୍ୟାଙ୍କ
 ମୋବାଇଲ କଂକ୍ରିଟ୍ ଲ୍ୟାବ୍
ମୋବାଇଲ କଂକ୍ରିଟ୍ ଲ୍ୟାବ୍
 ବାସ୍ତୁ ରିପୋର୍ଟ
ବାସ୍ତୁ ରିପୋର୍ଟ
 ପେଷ୍ଟ କଣ୍ଟ୍ରୋଲ୍
ପେଷ୍ଟ କଣ୍ଟ୍ରୋଲ୍
 ଜଳ ପରୀକ୍ଷଣ
ଜଳ ପରୀକ୍ଷଣ
 ଗୃହ ଋଣ
ଗୃହ ଋଣ
 ମୂଲ୍ୟ ହିସାବ
ମୂଲ୍ୟ ହିସାବ
 ଇଏମଆଇ କାଲକୁଲେଟର
ଇଏମଆଇ କାଲକୁଲେଟର
 ଉତ୍ପାଦ ପ୍ରେଡିକ୍‌ଟର
ଉତ୍ପାଦ ପ୍ରେଡିକ୍‌ଟର
 ଷ୍ଟୋର ଲୋକେଟର
ଷ୍ଟୋର ଲୋକେଟର
Toll Free No. 1800 210 3311

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ