ପ୍ରବନ୍ଧଗୁଡିକ

ଢିଲା କିମ୍ବା ଭଙ୍ଗା ଟାଇଲ୍ ଗୁଡ଼ିକୁ ସହଜରେ ସଜାଡ଼ିବାକୁ ଚାହୁଁଛନ୍ତି କି?

ସମୟ ସହିତ, ଆପଣଙ୍କ ଘରର ଟାଇଲ୍ ଗୁଡ଼ିକ ଢିଲା ହୋଇଥାଏ ଓ ଫାଟିବାକୁ ଲାଗିଥାଏ । ଏହା ସୂଚାଇଥାଏ ଯେ କାନ୍ଥ ବା ମେଜିଆରେ ଟାଇଲଗୁଡ଼ିକୁ ଲଗାଇବା ପାଇଁ ବ୍ୟବହାର କରାଯାଇଥିବା ମସଲା ବା ସିମେଣ୍ଟ ଦୁର୍ବଳ ହୋଇଯାଇଛି ।


ନିଜ ଘର ପାଇଁ ସଠିକ୍ ବାହ୍ୟ ରଙ୍ଗ କିପରି ଚୟନ କରିବେ?

ଆପଣଙ୍କ ଘରର ନିର୍ମାଣ ଯାତ୍ରାରେ ସବୁଠାରୁ ରୋମାଞ୍ଚକ ପର୍ଯ୍ୟାୟ ମଧ୍ୟରୁ ଗୋଟିଏ ହେଉଛି - ଆପଣଙ୍କ ଘର ପାଇଁ ରଙ୍ଗ ଚୟନ କରିବା । ଆପଣ ଚୟନ କରିଥିବା ରଙ୍ଗ ଅନେକ ମାତ୍ରାରେ ଆପଣଙ୍କ ଘରର ରୂପକୁ ନିର୍ଦ୍ଧାରିତ କରିବ । ଏବଂ ଏପରି ଅନେକ କାରକ ଅଛି, ଯାହା ବାହ୍ୟ ଘର ପେଣ୍ଟ୍ ରଙ୍ଗର ପସନ୍ଦ ଓ ଦୃଷ୍ଟିକୋଣକୁ ପ୍ରଭାବିତ କରିଥାଏ । ତେଣୁ ଆମେ ଆପଣଙ୍କ ପାଇଁ କେତୋଟି ଟିପ୍‌ସ ନେଇଆସିଛୁ, ଯାହାକୁ ଧ୍ୟାନରେ ରଖି ଆପଣ ସଠିକ୍ ରଙ୍ଗ ଚୟନ କରିପାରିବେ ।


ନିଜ ଘରର ପ୍ଲମ୍ବିଂର ଯୋଜନା ତିଆରି ପାଇଁ ସହାୟକ ଟିପ୍ସ

ପ୍ଲମ୍ବିଂ ଆପଣଙ୍କ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ, ଯାହା ଆପଣଙ୍କ କିଚେନ୍, ବାଥରୁମ୍, ଲନ୍ ଆଦିକୁ ଓ ସେଠାରୁ ପାଣିର ସ୍ଥିର ସଞ୍ଚରଣକୁ ସୁନିଶ୍ଚିତ କରିଥାଏ । ଉପଯୁକ୍ତ, ଦୀର୍ଘସ୍ଥାୟୀ ପ୍ଲମ୍ବିଂ ପ୍ରଣାଳୀକୁ ସୁନିଶ୍ଚିତ କରିବା ପାଇଁ ପ୍ଲାନିଂ ପର୍ଯ୍ୟାୟରୁ ହିଁ ଏ ସଂକ୍ରାନ୍ତରେ ଅତିରିକ୍ତ ଯତ୍ନ ନିଆଯିବା ଉଚିତ୍ ।


ପେଣ୍ଟିଂ ପରେ ସର୍ବୋତ୍ତମ ଫଳାଫଳ ପାଇବା ପାଇଁ ଏହିସବୁ ଟିପ୍‌ସ ବ୍ୟବହାର କରନ୍ତୁ

ଘର ନିର୍ମାଣର ଚୂଡ଼ାନ୍ତ ପର୍ଯ୍ୟାୟରେ କରାଯାଉଥିବା ଆଉ ଏକ କାମ ହେଉଛି ପେଣ୍ଟିଂ ବା ରଙ୍ଗକରଣ ପର୍ଯ୍ୟାୟ । ଆପଣ ବାଛିଥିବା ରଙ୍ଗ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ଓ ସୌମ୍ୟତାକୁ ପ୍ରକାଶ୍ୟକୁ ଆଣିଥାଏ । ରଙ୍ଗକୁ ବଦଳାଯାଇପାରିବ ଓ ପୁଣିଥରେ ରଙ୍ଗ କରାଯାଇପାରିବ, କିନ୍ତୁ ଏଥିପାଇଁ ସମୟ ଓ ଟଙ୍କା ଆବଶ୍ୟକ ହୋଇଥାଏ; ତେଣୁ ପ୍ରଥମରୁ ହିଁ ଠିକ୍ ଚୟନ ବିଜ୍ଞତାର ପରିଚାୟକ ହୋଇଥାଏ ।


ବୈଦ୍ୟୁତିକ କାର୍ଯ୍ୟ ସମୟରେ ସୁରକ୍ଷାଗତ ବିପଦଗୁଡ଼ିକୁ କିପରି ଏଡ଼ାଇବେ?

ଆପଣଙ୍କ ଘର ନିର୍ମାଣର ଅନ୍ୟତମ ଶେଷ ପର୍ଯ୍ୟାୟ ହେଉଛି ଇଲେକ୍ଟ୍ରିକାଲ ବା ବୈଦ୍ୟୁତିକ କାର୍ଯ୍ୟ । ହେଲେ, ଏହି ପର୍ଯ୍ୟାୟରେ ଗୁରୁତର ସମସ୍ୟା ଓ ସୁରକ୍ଷାଗତ ବିପଦ ସୃଷ୍ଟି କରୁଥିବା ଦୁର୍ଘଟଣାଗୁଡ଼ିକ ପ୍ରତି ଆପଣଙ୍କୁ ବିଶେଷ ଯତ୍ନବାନ୍ ହେବାକୁ ପଡ଼ିବ ।


ସୁଦକ୍ଷ ବର୍ଷାଜଳ ସଂରକ୍ଷଣ ପ୍ରଣାଳୀ ପାଇଁ ସୋପାନଗୁଡ଼ିକ

ଆପଣଙ୍କ ଘର ପାଇଁ ଭୂତଳ ଜଳ ପାଣିର ଏକ ପ୍ରାକୃତିକ ଉତ୍ସ ହୋଇଥାଏ। ହେଲେ, ଏହି ଉତ୍ସର ଅତ୍ୟଧିକ ଉପଯୋଗ ଦ୍ୱାରା ଭୂତଳ ଜଳ ସ୍ତର ହ୍ରାସିତ ହୋଇପାରେ । ଭୂତଳ ଜଳ ପରିପୂରଣର ସବୁଠାରୁ ସହଜ ଉପାୟ ହେଉଛି, ବହିଯାଉଥିବା ବର୍ଷାଜଳକୁ ସଂରକ୍ଷଣ କରିବା, ଆଉ ଏହା କରିବାର ସର୍ବୋତ୍ତମ ଉପାୟ ହେଉଛି ଏକ ରିଚାର୍ଜ ପିଟ୍ ସ୍ଥାପନ କରିବା ।


ଢିଲା କବାଟ ଓ ଝରକା ଫ୍ରେମ୍ କୁ କିପରି ଏଡ଼ାଇବେ

ଆପଣଙ୍କ ଘରର ମୋଟାମୋଟି ଢାଞ୍ଚାର କେତେକ ଫିନିଶିଂ ସ୍ପର୍ଶ ହେଉଛି ଘରର କବାଟ ଓ ଝରକା । ଆପଣ ଏହି ପର୍ଯ୍ୟାୟରେ ପହଞ୍ଚିଗଲେ, ବୁଝିନିଅନ୍ତୁ ଯେ ଆପଣଙ୍କ ଘରର ନିର୍ମାଣ କାର୍ଯ୍ୟ ଏବେ ସରିବା ଉପରେ । ତେଣୁ, କବାଟ ଓ ଝରକାକୁ ଉପଯୁକ୍ତ ଭାବେ ଲଗାଇବାକୁ ସୁନିଶ୍ଚିତ କରିବା ପାଇଁ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁଗୁଡ଼ିକୁ ମନେରଖନ୍ତୁ ।


ଘର ପ୍ଲାଷ୍ଟରିଂ କରିବାର ସଠିକ୍ ଉପାୟ ଆପଣଙ୍କ ଘର ପ୍ଲାଷ୍ଟରିଂ ସମସ୍ୟାର ସମାଧାନ ପାଇଁ 5ଟି ଟିପ୍‌ସ

ପ୍ଲାଷ୍ଟରିଂ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ଏଡ଼ାଇବା ପାଇଁ ଏହି 5ଟି କାମ କରନ୍ତୁ ପ୍ଲାଷ୍ଟରିଂ ବା ପଲସ୍ତରା ପରେ କାନ୍ଥର ପୃଷ୍ଠଭାଗରେ କେତୋଟି ସମସ୍ୟା ଦେଖାଦେଇପାରେ: ଫାଟ ଏବଂ ଅପକ୍ଷରଣ କିମ୍ବା ଧଳା ଦାଗ । ଏହା ଆପଣଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ - ଆପଣଙ୍କ ଘରର ସୌନ୍ଦଯ୍ୟକୁ କ୍ଷତିଗ୍ରସ୍ତ କରିଥାଏ ।.


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ