ପ୍ରବନ୍ଧଗୁଡିକ

ୱାଟରପ୍ରୁଫିଙ୍ଗରେ ସାଧାରଣ ତ୍ରୁଟିଗୁଡ଼ିକ

ନିଜ ଘରକୁ ୱାଟରପ୍ରୁଫ୍ କରିବା ପାଇଁ, ଆପଣଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଛାତ, କାନ୍ଥ ଓ ଝରକାଗୁଡ଼ିକ ଏପରି ଭାବେ ସିଲ୍ ହୋଇଛି ଯେ ପାଣି କୌଣସି ବାଟେ ମଧ୍ୟ ପ୍ରବେଶ କରିପାରିବ ନାହିଁ । ଯଦି ୱାଟରପ୍ରୁଫିଙ୍ଗ୍ ଠିକ୍ ଭାବେ କରା ନ ହୁଏ, ତେବେ ଆପଣଙ୍କ ଘର ମଧ୍ୟକୁ ଆର୍ଦ୍ରତା ପ୍ରବେଶ କରିପାରେ ଓ ଖୁବ୍ ଶୀଘ୍ର ଆପଣଙ୍କ ଘରର ସୁଦୃଢ଼ତା ପ୍ରତି ସବୁଠାରୁ ବଡ଼ ବିପଦ ଭାବେ ଉଭା ହୋଇପାରେ । ଆସନ୍ତୁ, ନିର୍ମାଣ ସମୟରେ କେତୋଟି ସାଧାରଣ ୱାଟରପ୍ରୁଫିଙ୍ଗ୍ ତ୍ରୁଟିକୁ ବୁଝିବା ।


ଗୋଟିଏ ଘରର ଛାତ କିପରି ନିର୍ମାଣ କରିବେ? [6ଟି ସହଜ ପଦକ୍ଷେପ] | ଅଲ୍ଟ୍ରାଟେକ୍

ଛାତ ଆପଣଙ୍କ ଘରର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟେ, ଯାହା ଏହାକୁ ବାହ୍ୟ ପବନ, ପାଣି ଓ ଖରାରୁ ରକ୍ଷା କରିଥାଏ । ତେଣୁ ଏହିସବୁ ପରିବେଶୀୟ ପ୍ରଭାବକୁ ସହନ କରିପାରି ତିଷ୍ଠି ରହିବାର ସାମର୍ଥ୍ୟ ରଖୁଥିବା ଛାତ ତିଆରି କରିବା ଅତ୍ୟନ୍ତ ଜରୁରୀ ଅଟେ । ଅନେକ ପ୍ରକାରର ଛାତ ଅଛି, ହେଲେ ଆମ ଦେଶରେ ସାଧାରଣତଃ ଆରସିସି ରୁଫିଂ ବ୍ୟବହୃତ ହୋଇଥାଏ । ଏହି ପ୍ରକାର ଛାତର ନିର୍ମାଣ ପ୍ରକ୍ରିୟାରେ ନିମ୍ନଲିଖିତ ସୋପାନଗୁଡ଼ିକ ସଂଶ୍ଳିଷ୍ଟ ହୋଇଥାଏ ।


ଭଙ୍ଗା ଟାଇଲଗୁଡିକ କିପରି ଠିକ୍ କରାଯିବ 6 ଟି ସହଜ ପଦକ୍ଷେପ | ଅଲ୍ଟ୍ରାଟେକ୍

ସମୟ ସହିତ, ଆପଣଙ୍କ ଘରର ଟାଇଲ୍ ଗୁଡ଼ିକ ଢିଲା ହୋଇଥାଏ ଓ ଫାଟିବାକୁ ଲାଗିଥାଏ । ଏହା ସୂଚାଇଥାଏ ଯେ କାନ୍ଥ ବା ମେଜିଆରେ ଟାଇଲଗୁଡ଼ିକୁ ଲଗାଇବା ପାଇଁ ବ୍ୟବହାର କରାଯାଇଥିବା ମସଲା ବା ସିମେଣ୍ଟ ଦୁର୍ବଳ ହୋଇଯାଇଛି ।


ଗୃହର ବାହ୍ୟ ଅଂଶ ପାଇଁ ରଙ୍ଗ ବାଛିବାର 6 ବିଶେଷଜ୍ଞ ଟିପ୍ସ | ଅଲ୍ଟ୍ରାଟେକ୍

ଆପଣଙ୍କ ଘରର ନିର୍ମାଣ ଯାତ୍ରାରେ ସବୁଠାରୁ ରୋମାଞ୍ଚକ ପର୍ଯ୍ୟାୟ ମଧ୍ୟରୁ ଗୋଟିଏ ହେଉଛି - ଆପଣଙ୍କ ଘର ପାଇଁ ରଙ୍ଗ ଚୟନ କରିବା । ଆପଣ ଚୟନ କରିଥିବା ରଙ୍ଗ ଅନେକ ମାତ୍ରାରେ ଆପଣଙ୍କ ଘରର ରୂପକୁ ନିର୍ଦ୍ଧାରିତ କରିବ । ଏବଂ ଏପରି ଅନେକ କାରକ ଅଛି, ଯାହା ବାହ୍ୟ ଘର ପେଣ୍ଟ୍ ରଙ୍ଗର ପସନ୍ଦ ଓ ଦୃଷ୍ଟିକୋଣକୁ ପ୍ରଭାବିତ କରିଥାଏ । ତେଣୁ ଆମେ ଆପଣଙ୍କ ପାଇଁ କେତୋଟି ଟିପ୍‌ସ ନେଇଆସିଛୁ, ଯାହାକୁ ଧ୍ୟାନରେ ରଖି ଆପଣ ସଠିକ୍ ରଙ୍ଗ ଚୟନ କରିପାରିବେ ।


ଏହି 3ଟି ଜରୁରୀ ଗୃହ Plumbing Tips ଅନୁସରଣ କରନ୍ତୁ | ଅଲ୍ଟ୍ରାଟେକ୍ ସିମେଣ୍ଟ

ପ୍ଲମ୍ବିଂ ଆପଣଙ୍କ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ, ଯାହା ଆପଣଙ୍କ କିଚେନ୍, ବାଥରୁମ୍, ଲନ୍ ଆଦିକୁ ଓ ସେଠାରୁ ପାଣିର ସ୍ଥିର ସଞ୍ଚରଣକୁ ସୁନିଶ୍ଚିତ କରିଥାଏ । ଉପଯୁକ୍ତ, ଦୀର୍ଘସ୍ଥାୟୀ ପ୍ଲମ୍ବିଂ ପ୍ରଣାଳୀକୁ ସୁନିଶ୍ଚିତ କରିବା ପାଇଁ ପ୍ଲାନିଂ ପର୍ଯ୍ୟାୟରୁ ହିଁ ଏ ସଂକ୍ରାନ୍ତରେ ଅତିରିକ୍ତ ଯତ୍ନ ନିଆଯିବା ଉଚିତ୍ ।


ସର୍ବୋତ୍ତମ ଫଳାଫଳ ପାଇବା ପାଇଁ ହୋମ୍ ପେଣ୍ଟିଂ ଟିପ୍ସ ଏବଂ କୌଶଳ | ଅଲଟ୍ରାଟେକ୍

ଘର ନିର୍ମାଣର ଚୂଡ଼ାନ୍ତ ପର୍ଯ୍ୟାୟରେ କରାଯାଉଥିବା ଆଉ ଏକ କାମ ହେଉଛି ପେଣ୍ଟିଂ ବା ରଙ୍ଗକରଣ ପର୍ଯ୍ୟାୟ । ଆପଣ ବାଛିଥିବା ରଙ୍ଗ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ଓ ସୌମ୍ୟତାକୁ ପ୍ରକାଶ୍ୟକୁ ଆଣିଥାଏ । ରଙ୍ଗକୁ ବଦଳାଯାଇପାରିବ ଓ ପୁଣିଥରେ ରଙ୍ଗ କରାଯାଇପାରିବ, କିନ୍ତୁ ଏଥିପାଇଁ ସମୟ ଓ ଟଙ୍କା ଆବଶ୍ୟକ ହୋଇଥାଏ; ତେଣୁ ପ୍ରଥମରୁ ହିଁ ଠିକ୍ ଚୟନ ବିଜ୍ଞତାର ପରିଚାୟକ ହୋଇଥାଏ ।


ବୈଦ୍ୟୁତିକ କାର୍ଯ୍ୟ ସମୟରେ ସୁରକ୍ଷାଗତ ବିପଦଗୁଡ଼ିକୁ କିପରି ଏଡ଼ାଇବେ?

ଆପଣଙ୍କ ଘର ନିର୍ମାଣର ଅନ୍ୟତମ ଶେଷ ପର୍ଯ୍ୟାୟ ହେଉଛି ଇଲେକ୍ଟ୍ରିକାଲ ବା ବୈଦ୍ୟୁତିକ କାର୍ଯ୍ୟ । ହେଲେ, ଏହି ପର୍ଯ୍ୟାୟରେ ଗୁରୁତର ସମସ୍ୟା ଓ ସୁରକ୍ଷାଗତ ବିପଦ ସୃଷ୍ଟି କରୁଥିବା ଦୁର୍ଘଟଣାଗୁଡ଼ିକ ପ୍ରତି ଆପଣଙ୍କୁ ବିଶେଷ ଯତ୍ନବାନ୍ ହେବାକୁ ପଡ଼ିବ ।


ଏକ ଢିଲା ଝରକା ଫ୍ରେମ୍ କିପରି ଠିକ୍ କରିବେ | ଅଲ୍ଟ୍ରାଟେକ୍

ଆପଣଙ୍କ ଘରର ମୋଟାମୋଟି ଢାଞ୍ଚାର କେତେକ ଫିନିଶିଂ ସ୍ପର୍ଶ ହେଉଛି ଘରର କବାଟ ଓ ଝରକା । ଆପଣ ଏହି ପର୍ଯ୍ୟାୟରେ ପହଞ୍ଚିଗଲେ, ବୁଝିନିଅନ୍ତୁ ଯେ ଆପଣଙ୍କ ଘରର ନିର୍ମାଣ କାର୍ଯ୍ୟ ଏବେ ସରିବା ଉପରେ । ତେଣୁ, କବାଟ ଓ ଝରକାକୁ ଉପଯୁକ୍ତ ଭାବେ ଲଗାଇବାକୁ ସୁନିଶ୍ଚିତ କରିବା ପାଇଁ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁଗୁଡ଼ିକୁ ମନେରଖନ୍ତୁ ।


ଆପଣଙ୍କ କାନ୍ଥ ପାଇଁ plasterting tips: ଆରମ୍ଭରୁ ଶେଷ ପର୍ଯ୍ୟନ୍ତ | ଅଲ୍ଟ୍ରାଟେକ୍

ପ୍ଲାଷ୍ଟରିଂ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ଏଡ଼ାଇବା ପାଇଁ ଏହି 5ଟି କାମ କରନ୍ତୁ ପ୍ଲାଷ୍ଟରିଂ ବା ପଲସ୍ତରା ପରେ କାନ୍ଥର ପୃଷ୍ଠଭାଗରେ କେତୋଟି ସମସ୍ୟା ଦେଖାଦେଇପାରେ: ଫାଟ ଏବଂ ଅପକ୍ଷରଣ କିମ୍ବା ଧଳା ଦାଗ । ଏହା ଆପଣଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ - ଆପଣଙ୍କ ଘରର ସୌନ୍ଦଯ୍ୟକୁ କ୍ଷତିଗ୍ରସ୍ତ କରିଥାଏ ।.


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ