ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj

You can change anything in your home, but never its cement

man



ଦ୍ରୁତତର ଯାତ୍ରାକୁ ସମ୍ଭବ କରିଛି

ପିମ୍ପଲଗାଓଁ-ନାସିକ-ଗୋଣ୍ଡ ସଡ଼କ ପ୍ରକଳ୍ପ ନାସିକରେ 6 କିଲୋମିଟର ଲମ୍ବା ଏଲିଭେଟେଡ୍ କରିଡର୍, 7 ଫ୍ଲାଏଓଭର୍, 2 ପ୍ରମୁଖ ସେତୁ, 6 ବାହାନ ଅଣ୍ଡରପାସ୍, 6 ପଦଚଲା ଯାତ୍ରୀ ଅଣ୍ଡରପାସ୍ ଏବଂ ଏକ ସବୱେ ସହିତ କାର୍ଯ୍ୟକ୍ଷମ ହେବ ।  ଏହି ପ୍ରକଳ୍ପ ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥ-3 ମାର୍ଗର ଏକ ଅଂଶବିଶେଷ ହେବ ।  ଏହି ପ୍ରକଳ୍ପରେ ଭୌତିକ ସାମର୍ଥ୍ୟର ଯୋଗଦାନ ଅଲଟ୍ରାଟେକ୍ କଂକ୍ରିଟ୍ ଦ୍ୱାରା କରାଯାଉଅଛି ।  7 ଫ୍ଲାଏଓଭର୍, ମୁମ୍ବାଇ ସମେତ ଆଗ୍ରା ଅଭିମୁଖେ ଯାତାୟାତର ବାଧାହୀନ ପ୍ରବାହକୁ ସୁନିଶ୍ଚିତ କରିବ ।  ପଥରାଡ଼ିରେ ଫ୍ଲାଏଓଭର ଭାରତର ସବୁଠାରୁ ଦୀର୍ଘତମ ଏକୀକୃତ ଫ୍ଲାଏଓଭର ହେବ । 

 

ଇନ୍ଦିରାନଗର ଜଗିଂ ଟ୍ରାକ୍ ରୁ ଆରମ୍ଭ ହେଉଥିବା ଏଲିଭେଟେଡ୍ କରିଡୋର୍, କେ.କେ. ୱାଘ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପର୍ଯ୍ୟନ୍ତ 6 କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହେବ ।  ଦ୍ୱାରକା ଏବଂ ଔରଙ୍ଗାବାଦ ନାକା ଜଙ୍କସନରେ ଏହାର ଅପ୍ ଓ ଡାଉନ୍ ରାମ୍ପ ରହିବ ।  ଏଲିଭେଟେଡ୍ କରିଡୋର୍ ର ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ, ନାସିକକୁ ଭାରତର ପ୍ରଥମ ବାହ୍ୟ ରୂପେ ଖଣ୍ଡିତ ସେଗମେଣ୍ଟାଲ୍ ବକ୍ସ ଗର୍ଡର ମିଳିଯିବ ।   ଏହି ପ୍ରକଳ୍ପରେ ପ୍ରଥମ ଥର ପାଇଁ ବ୍ୟବହାର କରାଯାଉଥିବା ଅନେକ ପ୍ରୟୋଗ କାରଣରୁ ଭାରତର ସର୍ବଶ୍ରେଷ୍ଠ ସଂରଚନାତ୍ମକ ପ୍ରକଳ୍ପ ଲାଗି ଇଞ୍ଜିନିୟରଙ୍କ ପସନ୍ଦ ରୂପେ ଅଲଟ୍ରାଟେକ୍ ର ପ୍ରତିଷ୍ଠା ଆହୁରି ଶୋଭାମଣ୍ଡିତ ହେବ । 


0.13 ମିଲିୟନ୍ ଘନମିଟର ଅଲଟ୍ରାଟେକ୍ କଂକ୍ରିଟ୍ ବ୍ୟବହାର କରାଯାଇଛି

ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ


ବେଙ୍ଗାଲୁରୁ ମେଟ୍ରୋ ରେଳ |

ବେଙ୍ଗାଲୁରୁ ମେଟ୍ରୋ ରେଳ ପ୍ରକଳ୍ପ ସେହି ସହରର ଉତ୍କୃଷ୍ଟତମ ଲ୍ୟାଣ୍ଡମାର୍କ ଭିତ୍ତିଭୂମି ପ୍ରକଳ୍ପ ଅଟେ ।  ଏହି ପ୍ରକଳ୍ପ 42.3 କିମି କ୍ଷେତ୍ରରେ ବିସ୍ତାରିତ ହେବ । କାର୍ଯ୍ୟାନ୍ୱୟନରେ ଦକ୍ଷତା ପ୍ରାପ୍ତ କରିବା ପାଇଁ, ଏହାକୁ ଚାରିଟି ଏଲିଭେଟେଡ୍ ଭାଗରେ ବିଭାଜିତ କରାଯାଇଛି                                                                  

gh

ଉପକୂଳ ଗୁଜୁରାଟ ଶକ୍ତି |

କୋଷ୍ଟାଲ୍ ଗୁଜରାଟ ପାୱାର, ଏକ ବୃହଦ୍ ବିଦ୍ୟୁତ୍ ପ୍ରକଳ୍ପ (ମେଗା ପାୱାର୍ ପ୍ରୋଜେକ୍ଟ) ଅଟେ, ଯେଉଁଥିରେ ପ୍ରତ୍ୟେକ 800 ମେଗାୱାଟ୍ କ୍ଷମତା ବିଶିଷ୍ଟ ପାଞ୍ଚଟି ୟୁନିଟ୍ ରହିବ, ଯେଉଁଥିରୁ ମୋଟ 4000 ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେବ ।  ଏଥିରେ ପ୍ରତିଦିନ 40,000 ମେଟ୍ରିକ୍ ଟନ୍ ଆମଦାନୀକୃତ କୋଇଲାର ଇନପୁଟ୍ ଅନ୍ତର୍ଭୁକ୍ତ ହେବ, ଯାହାକୁ ସୁପରକ୍ରିଟିକାଲ ପ୍ରଯୁକ୍ତିର ବ୍ୟବହାର କରି ପ୍ରକ୍ରିୟାକୃତ କରାଯିବ ।

gh

ପିମ୍ପଲଗାଓଁ-ନାଶିକ୍-ଗୋଣ୍ଡେ ରୋଡ୍ |

ପିମ୍ପଲଗାଓଁ-ନାସିକ-ଗୋଣ୍ଡ ସଡ଼କ ପ୍ରକଳ୍ପ ନାସିକରେ 6 କିଲୋମିଟର ଲମ୍ବା ଏଲିଭେଟେଡ୍ କରିଡର୍, 7 ଫ୍ଲାଏଓଭର୍, 2 ପ୍ରମୁଖ ସେତୁ, 6 ବାହାନ ଅଣ୍ଡରପାସ୍, 6 ପଦଚଲା ଯାତ୍ରୀ ଅଣ୍ଡରପାସ୍ ଏବଂ ଏକ ସବୱେ ସହିତ କାର୍ଯ୍ୟକ୍ଷମ ହେବ ।  ଏହି ପ୍ରକଳ୍ପ ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥ-3 ମାର୍ଗର ଏକ ଅଂଶବିଶେଷ ହେବ ।

gh

Loading....