ଟାଇଟଲ୍ ଡିଡ୍ ଏବଂ ଏହାର ଗୁରୁତ୍ୱ (ଏକ ଟାଇଟଲ୍ ଡିଡ୍ କ'ଣ)

ଯେତେବେଳେ ଜମି ଓ ସମ୍ପତ୍ତି ବିଷୟ ଆଗକୁ ଆସେ ସେତେବେଳେ ଏଥିପାଇଁ ବୈଷୟିକ ନଥିପତ୍ର ସମ୍ବନ୍ଧିତ ମୌଳିକ ଜ୍ଞାନ ରହିବା ଉଚିତ୍ ଯଦ୍ବାରା କ୍ରୟ ପ୍ରକ୍ରିୟାଟି ସମସ୍ୟାମୁକ୍ତ ହୋଇପାରିବ।

 
 

 

1
ନିଜର ଏକ ଜମି କିମ୍ବା ସମ୍ପତ୍ତିର ଆଇନଗତ ଅଧିକାର ଶିରୋନାମା ଓ ଏକ ଦଲିଲ୍ ସମ୍ପାଦନ ଦ୍ବାରା ଜଣେ ବ୍ୟକ୍ତିଙ୍କ ଅଧିକାର ସାବ୍ୟସ୍ତ ହୋଇଥାଏ। ଏକ ଏଗ୍ରିମେଣ୍ଟରେ କ୍ରେତା ଓ ବିକ୍ରେତା ସ୍ବାକ୍ଷର କରିଥାନ୍ତି। କ୍ରେତା କଥିତ ସମ୍ପତ୍ତି ଉପରେ ସମ୍ପତ୍ତି ପଞ୍ଜୀକରଣ ଜରିଆରେ ଆଇନଗତ ମାଲିକାନାଧାରୀ ହୋଇଥାନ୍ତି। ବିକ୍ରୟ ଦଲିଲରେ ଏହିସବୁ ବିଷୟ ଗୁଡ଼ିକ ପ୍ରତିଫଳିତ ହୋଇଥାଏ।
2
ଭାରତୀୟ ପଞ୍ଜୀକରଣ ଅଧିନିୟମ 1908 ଅନୁସାରେ ବିକ୍ରୟ ଦଲିଲ୍ ଏପରି ହେବା ଆବଶ୍ୟକ ଯେପରି ତାହା ଉପଯୁକ୍ତ ଭାବରେ ମାଲିକଙ୍କ ନାମକୁ ସ୍ଥାନାନ୍ତରିତ ହୋଇପାରୁଥିବ ଓ ଏହାର ଏକ ବୈଧାନିକ ପ୍ରମାଣ ରହିବ। କୋର୍ଟରେ ନଥିପତ୍ର ଗୁଡ଼ିକର ବୈଧତା ସାବ୍ୟସ୍ତ ହେବା ପରେ ମାଲିକଙ୍କ ପାଇଁ ଗୋଟିଏ ଟାଇଟେଲ୍ ଦଲିଲ୍ ଜରିଆରେ ବିକ୍ରୟ ଦଲିଲ୍ ସମ୍ପାଦିତ ହୋଇଥାଏ ଯେଉଁଥିରେ ଦୁଇ ଗୋଟି ଟର୍ମକୁ ଇଣ୍ଟରଚେଞ୍ଜ ଭାବରେ ବ୍ୟବହାର କରାଯିବାକୁ ଥାଏ। .
3
ଏକ ନୂତନ ଗୃହର ନିର୍ମାଣ ପାଇଁ ଜମି କିଣୁଥିବା ସମୟରେ ବିକ୍ରେତା ତାଙ୍କର
ମୂଳ ନଥିପତ୍ର ଗୁଡ଼ିକୁ ଉପସ୍ଥାପନ କରି ଏହି ସମ୍ପତ୍ତି ଉପରେ ଥିବା
ତାଙ୍କର ମାଲିକାନା ଅଧିକାରକୁ ସୁନିଶ୍ଚିତ କରନ୍ତି। ଏହା ସହଜରେ ସମ୍ପତ୍ତିର ଦାବୀକୁ ପ୍ରତିହତ କରେ। ବିଶେଷ ଭାବରେ କୃଷି ସମ୍ପତ୍ତି ପାଇଁ।
ଉତ୍ତରାଧିକାରୀ ସମ୍ପତ୍ତି ଦାବୀରେ ମାଲିକାନାଧୀନ ଶୃଙ୍ଖଳାରେ
ଏହା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ।
4
ବ୍ୟାଙ୍କ ଲୋନ୍ ପାଇବା ପାଇଁ ଟାଇଟେଲ୍ ଡିଡର ଆବଶ୍ୟକ
ପଡ଼େ। ଜମି କ୍ରୟ ପରେ ଏକ ଘର ତିଆରି ପାଇଁ ଯଦି
ଆପଣ ଏକ ଋଣ ଆବଶ୍ୟକ କରୁଥାନ୍ତି ତେବେ ମାଲିକାନା
ନଥିପତ୍ର ଏହି ସମ୍ପତ୍ତିର ଅଧିକାର ସାବ୍ୟସ୍ତ ପାଇଁ ପ୍ରମାଣିତ
ନଥିପତ୍ର ଭାବରେ କାର୍ଯ୍ୟ କରେ। ବ୍ୟାଙ୍କ ଏହି ନଥିପତ୍ରକୁ
ଆପଣଙ୍କ ପ୍ଲଟର ମାଲିକଙ୍କ ନାମକୁ ଟ୍ରାନ୍‌ସଫର କରିପାରେ
ଓ ଯଦି ପରିଶୋଧ ନକରାଯାଏ ତେବେ ତାଙ୍କ ଠାରୁ ଏହି ବକେୟା
ଦେୟକୁ ଅସୁଲ କରାଯାଇଥାଏ।
 



ଗୋଟିଏ ପ୍ଲଟ୍ କିଣିବାକୁ ଚାହୁଁଥିବା ସମୟରେ ଏହି ସବୁ କାରଣ ଗୁଡ଼ିକ ପାଇଁ ଏକ ଟାଇଟେଲ୍ ଡିଡ୍ ରଖିବା ଏବଂ ଆପଣଙ୍କ ସମ୍ପତ୍ତି ପାଇଁ ଏକ ସ୍ପଷ୍ଟ ଟାଇଟେଲ୍ ପାଇବା ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇପାରେ।

ଗୃହ ନିର୍ମାଣରେ ଆବଶ୍ୟକୀୟ ଆଇନଗତ ନଥିପତ୍ର ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଅଲଟ୍ରାଟେକ୍ ସିମେଣ୍ଟରେ # ବାତ୍ ଘର କି କୁ ଟ୍ୟୁନ କରନ୍ତୁ। 

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ