ନିର୍ମାଣ ସ୍ଥଳରେ ସିମେଣ୍ଟର ସଂରକ୍ଷଣ (କିପରି ସିମେଣ୍ଟ ରଖିବେ)

ସିମେଣ୍ଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ସାମଗ୍ରୀ ଅଟେ । ଏହାକୁ ଯତ୍ନର ସହିତ ଏକ ଶୁଷ୍କ ଜାଗାରେ ସାଇତାଯିବା ଜରୁରୀ, କାରଣ ଏହା ଆର୍ଦ୍ରତା ସଂସ୍ପର୍ଶରେ ଆସିଲେ ନଷ୍ଟ ହୋଇଯାଇଥାଏ । ଉପଯୁକ୍ତ ସିମେଣ୍ଟ ସଂରକ୍ଷଣ ପାଇଁ ଆପଣ ଏହିସବୁ କଥାକୁ ଜାଣିରଖିବା ଉଚିତ୍ ।

    ସିମେଣ୍ଟ ବସ୍ତାଗୁଡ଼ିକୁ ଏକ ଝରକାବିହୀନ କୋଠଶରେ ଏକ ଉଚ୍ଚ ପ୍ଲାଟଫର୍ମରେ ରଖାଯିବା ଉଚିତ୍ ।

    ସିମେଣ୍ଟ ବସ୍ତାଗୁଡ଼ିକର ଥାକକୁ ଉଭୟ କାନ୍ଥ ଓ ଛାତରୁ ଦୁଇ ମିଟର ଦୂରତାରେ ରଖନ୍ତୁ ।

    ଗୋଟିଏ ଥାକରେ ଯେପରି ୧୪ରୁ ଅଧିକ ବସ୍ତା ନ ରହେ ଏହା ସୁନିଶ୍ଚିତ କରନ୍ତୁ । ଏହା ଫଳରେ ସିମେଣ୍ଟ ମୁଣ୍ଡା ହୋଇଯିବାର ସମ୍ଭାବନା ରହିଥାଏ ।

    ବର୍ଷ ସମୟରେ ସାଇଟକୁ ଏକ ତାରପୋଲିନରେ ଢାଙ୍କିଦିଆଯିବା ଉଚିତ୍ ।

    ମନେରଖନ୍ତୁ, ତାଜା ସିମେଣ୍ଟ ହିଁ ସବୁଠାରୁ ସୁଦୃଢ଼ ହୋଇଥାଏ - ତେଣୁ କେବଳ ନିଜର ଆବଶ୍ୟକତା ଅନୁସାରେ ସିମେଣ୍ଟ କିଣନ୍ତୁ ଏବଂ ବିଦ୍ୟମାନ ଷ୍ଟକ୍ ନ ସରିବା ପର୍ଯ୍ୟନ୍ତ ନୂଆ ବସ୍ତା କିଣନ୍ତୁ ନାହିଁ ।

ସିମେଣ୍ଟ ଷ୍ଟୋର୍ କରିବା ଏବଂ ନିଜର ପରଫେକ୍ଟ ଘର ନିର୍ମାଣ କରିବା ପାଇଁ ଏହି ଆଦର୍ଶ ପଦ୍ଧତିଗୁଡ଼ିକୁ ଅନୁସରଣ କରନ୍ତୁ ।

ଗୁଣବତ୍ତାସମ୍ପନ୍ନ ନିର୍ମାଣ ସାମଗ୍ରୀ ଏବଂ ଅଧିକ ଏକ୍ସପର୍ଟ ସମାଧାନ ପାଇଁ, ଆପଣଙ୍କ ନିକଟତମ ଅଲଟ୍ରାଟେକ୍ ବିଲଡିଂ ସଲ୍ୟୁସନ୍ସ ଷ୍ଟୋର୍ ପରିଦର୍ଶନ କରନ୍ତୁ ।  

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ