ଏକ ସୁଦୃଢ଼ ଘରର ନିର୍ମାଣରେ ସଠିକ୍ କଂକ୍ରିଟ୍ ମିଶ୍ରଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି କାରଣରୁ କଂକ୍ରିଟ୍ ମିଶ୍ରଣକୁ ବ୍ୟବହାର କରିବା ପୂର୍ବରୁ ତାହାକୁ ଯାଞ୍ଚ କରିନେବା ଗୁରୁତ୍ୱପୂର୍ଣ୍ଣ । ତେଣୁ, କଂକ୍ରିଟ୍ ପରୀକ୍ଷଣ କରାଯିବା ଆବଶ୍ୟକ ହୋଇଥାଏ । କଂକ୍ରିଟ୍ ପରୀକ୍ଷଣ 2 ପ୍ରକାରର - କାଷ୍ଟିଂ ପୂର୍ବରୁ ଏବଂ ସେଟିଂ ପରେ । କଂକ୍ରିଟ୍ ର କମ୍ପ୍ରେସିଭ୍ ସୁଦୃଢ଼ତା କିପରି ପରୀକ୍ଷା କରାଯାଇଥାଏ ଆସନ୍ତୁ ତାହା ବୁଝିବା ।
କଂକ୍ରିଟ୍ ର କମ୍ପ୍ରେସିଭ୍ ପରୀକ୍ଷା ଏହିଭଳି ଭାବେ ସମ୍ପନ୍ନ କରାଯାଇଥାଏ ।
ଗୁଣବତ୍ତାସମ୍ପନ୍ନ ନିର୍ମାଣ ସାମଗ୍ରୀ ତଥା ବିଶେଷଜ୍ଞ ସମାଧାନ ପାଇବା ପାଇଁ, ଆପଣଙ୍କର ନିକଟତମ ଅଲଟ୍ରାଟେକ୍ ବିଲଡିଂ ସଲ୍ୟୁସନ୍ସ ଷ୍ଟୋର୍ ସହ ଯୋଗାଯୋଗ କରନ୍ତୁ ।
ତୁମର ପ୍ରଶ୍ନର ଉତ୍ତର ପାଅ |