ଆପଣଙ୍କ ଗୃହଟି ଉପଯୁକ୍ତ ଭାବରେ ପ୍ରତିରୋଧୀ ବ୍ୟବସ୍ଥା ହୋଇଛି କି?

ସଠିକ୍ ଇନସୁଲେସନ କରିବା ଦ୍ବାରା ଗୃହ ଅତିରିକ୍ତ ଉତ୍ତାପ, ଶୀତଳତା ଓ ଶବ୍ଦରୁ ସୁରକ୍ଷିତ ରହେ। ଏହା ମଧ୍ୟ ବିଜୁଳି ଖର୍ଚ୍ଚ ବଞ୍ଚାଏ ଓ ଆପଣଙ୍କ ଗୃହର ଏକ ଉପଯୁକ୍ତ ପରିବେଶ ସୃଷ୍ଟି କରେ। ଏଠାରେ ଚାରି ପ୍ରକାରର ଇନସୁଲେସନ କାର୍ଯ୍ୟାଭ୍ୟାସ ସମ୍ବନ୍ଧରେ ସୂଚନା ଦିଆଯାଉଛି। ଆପଣ ଉପଯୁକ୍ତ ତାପମାତ୍ରା ସ୍ତର ବଜାୟ ରଖିବା ପାଇଁ ଏହାକୁ ଅନୁସରଣ କରିବା ଉଚିତ୍।

1

 

ମିଶ୍ରଣ : କମ୍ ହେଉଛି ଅଧିକ

 

1
 

ମିଶ୍ରଣ : କମ୍ ହେଉଛି ଅଧିକ

ଏହା ଧ୍ୟାନ ଦେବା ଉଚିତ୍ ଯେ ଅଧିକ ପ୍ରକାରର ରଙ୍ଗ କରିବା ଦ୍ବାରା ବହୁ ଜଟିଳତା ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଏହି କାର୍ଯ୍ୟକୁ ଅତି ସରଳ ଭାବରେ କରିବା ଆବଶ୍ୟକ ଓ ଗୋଟିଏ କିମ୍ବା ଦୁଇଟି ପ୍ରକାରର ବାହ୍ୟ ରଙ୍ଗକୁ ଆପଣଙ୍କ ଘର ପାଇଁ ବ୍ୟବହାର କରିବା ଆବଶ୍ୟକ। ଯଦି ଆପଣ ରଙ୍ଗଟି ପୁରୁଣା କାଳିଆ ଦେଖାଯାଉଛି ବୋଲି ଭାବୁଥାନ୍ତି ତେବେ ଆପଣ ଆହୁରି ଅନେକ କଲର ମଧ୍ୟରୁ ବାଛିପାରିବେ। 

2

 

କଲରକୁ ବାଛିବା

 

2
 

କଲରକୁ ବାଛିବା

କଲରକୁ ବାଛିବା : ଯେତେବେଳେ ରଙ୍ଗ ବାଛିବା ବିଷୟ ଆସେ ଆପଣଙ୍କ ପାଇଁ ବହୁତ ଗୁଡ଼ିଏ ବିକଳ୍ପ ରହିପାରେ। ପ୍ରେରଣା ଓ ଦୃଷ୍ଟାନ୍ତକୁ ଦେଖି ଆପଣ ନିଜମନର ସଙ୍କିର୍ଣ୍ଣତାକୁ ଦୂର କରିପାରିବେ ଯେ କେଉଁ ପ୍ରକାର ରଙ୍ଗ ଆପଣଙ୍କ ପାଇଁ ପସନ୍ଦର ହେବ ଓ ଏହାପରେ ଏହି ସବୁ ରଙ୍ଗର ମିଶ୍ରଣକୁ ନେଇ କାର୍ଯ୍ୟ କରିପାରିବେ। କଳା ଓ ଗାଢ଼ ରଙ୍ଗକୁ ଏକତ୍ର କରି କାର୍ଯ୍ୟରେ ଲଗାନ୍ତୁ ନାହିଁ। ଏହାଦ୍ବାରା ଧୂଳି ସହଜରେ ଲାଗି ପାରେ। 

3

 

ଧ୍ୟାନ ଦେବାକୁ ଥିବା ବିଷୟ

 

3
 

ଧ୍ୟାନ ଦେବାକୁ ଥିବା ବିଷୟ

ସେଡ୍ କାର୍ଡ଼ରୁ ଆପଣଙ୍କ ପସନ୍ଦର ରଙ୍ଗ ଓ ସେଡକୁ ବାଛନ୍ତୁ ଯେପରି ତାହାକୁ ଆପଣଙ୍କ ଗୃହର ବାହ୍ୟ ସ୍ଥାନରେ  ଲଗାଉଥିବା ସମୟରେ ଏହାର ଭିନ୍ନତା ବାରି ହେଉଥିବ। ଏହି ପ୍ରକାରର  ଓ ଗୁଣବତ୍ତା ଉପରେ ନିର୍ଭର କରି ଏହା କାର୍ଯ୍ୟ କରିବ। ଏଥିପାଇଁ କିଛି କିଛି ଉତ୍କୃଷ୍ଟ ରଙ୍ଗ ଓ ସେଡର ନମୁନା ରହିଛି ଯାହା ଆପଣଙ୍କ କାନ୍ଥ ପାଇଁ ଉପଯୋଗୀ ହୋଇପାରିବ ଓ ଆପଣ ଏହାକୁ ଦେଖି ଏହା କିପରି କାର୍ଯ୍ୟ କରିବ ସେ ସମ୍ବନ୍ଧରେ ଏକ ଭଲ ଆଇଡିଆ ପାଇପାରିବେ। 

4

 

ଗୃହର ଚାରିପାଖ ହେଉଛି ଗୁରୁତ୍ବପୂର୍ଣ୍ଣ

 

4
 

ଗୃହର ଚାରିପାଖ ହେଉଛି ଗୁରୁତ୍ବପୂର୍ଣ୍ଣ

ଆପଣଙ୍କ ଗୃହର ଅବସ୍ଥିତି ଓ ଏହାର ଚାରିପାଖରେ କଣ ସବୁ ରହିଛି ତାହାକୁ ବିଚାର କରି ଗୃହର ବାହ୍ୟ ରଙ୍ଗକୁ ବାଛିବା ଆବଶ୍ୟକ। ଆପଣ ଘରକୁ ସୁନ୍ଦର କରିବାକୁ ଚାହିଁଥାନ୍ତି ତେଣୁ ଏହା ନିଶ୍ଚିତ କରନ୍ତୁ ଯେ ଆପଣ ରଙ୍ଗକୁ ଏପରି ଭାବରେ ବାଛିବେ ଯେପରି ତାହା ଆପଣଙ୍କ ଗୃହ ପରିବେଶ ଓ ପୃଷ୍ଠଭୂମିରେ ଥିବା ଅବସ୍ଥା ସହିତ ମିଶି ପାରୁଥିବ।

ଆପଣଙ୍କ ଘର ପାଇଁ ବାହ୍ୟ କାନ୍ଥର ରଙ୍ଗକୁ ବାଛୁଥିବା ବେଳେ ଏହିସବୁ ଟିପ୍‌ସ ଗୁଡ଼ିକୁ  ଧ୍ୟାନରେ ରଖନ୍ତୁ କାରଣ ଆପଣଙ୍କ ଗୃହର ରହିଛି ଏକ ସ୍ବତନ୍ତ୍ର ପରିଚୟ ଓ ଏଥିରେ ଦିଆଯାଉଥିବା ରଙ୍ଗ ଆପଣଙ୍କ ଚିନ୍ତାଧାରାକୁ ବାସ୍ତବିତ ରୂପେ ପ୍ରତିଫଳିତ କରାଇବ। 

ଏକ୍ସପର୍ଟ ହୋମ୍ ବିଲ୍‌ଡିଂ ସଲ୍ୟୁସନ ଓ ଟିପ୍‌ସ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଅଲ୍‌ଟ୍ରାଟେକ୍ ସିମେଣ୍ଟ ଦ୍ବାରା # ବାତ୍ ଘର କି ବିଷୟକୁ ଅନୁସରଣ କରନ୍ତୁ। 

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ