କଂକ୍ରିଟ୍ କୁ ହାତରେ କିପରି ମିଶାଇବେ

ଆପଣଙ୍କ ଘରର ନିର୍ମାଣରେ କଂକ୍ରିଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଆମେ ଡ୍ରମ୍ ମିକ୍ସର୍ ସହାୟତାରେ କିମ୍ବା ହାତରେ କଂକ୍ରିଟ୍ ମିଶ୍ରଣ କରିପାରିବା । କମ୍ ପରିମାଣର କଂକ୍ରିଟ୍ ଆବଶ୍ୟକତା କ୍ଷେତ୍ରରେ, ହାତରେ କଂକ୍ରିଟ୍ ର ମିଶ୍ରଣ କରାଯାଇପାରିବ ।

WHY DOES DAMPNESS OCCUR?
 
1
ଆପଣ ଏହା ସୁନିଶ୍ଚିତ କରିନେବା ଜରୁରୀ ଯେ, କଂକ୍ରିଟ୍ ଯେଉଁଠି ମିଶ୍ରଣ କରାଯାଉଛି, ସେହି ପୃଷ୍ଠଭାଗଟି ଯେପରି ଜଳ ଅବଶୋଷିତ କରୁନାହିଁ ।
2
ସର୍ବପ୍ରଥମେ, ସିମେଣ୍ଟ ଓ ବାଲିର ରଙ୍ଗ ଏକସମାନ ହେବା ପର୍ଯ୍ୟନ୍ତ ତାହାକୁ ମିଶାଯିବା ଉଚିତ୍ ।
3
ତା’ପରେ, ଏହି ମିଶ୍ରଣକୁ ଗୋଡ଼ି ଉପରେ ଢଳାଯାଇ ଏକ ଫାଉଡ଼ା ସାହାଯ୍ୟରେ ମିଶ୍ରଣ କରାଯିବା ଉଚିତ୍ ।
4
ମିଶ୍ରଣ ମଝିଆମଝି ସ୍ଥାନରେ ଏକ ଛୋଟିଆ ଗାତ ଖୋଳାଯାଇ ସେଥିରେ ପାଣି ଢଳାଯିବା ଆବଶ୍ୟକ ।
5
ମିଶ୍ରଣ ବାହାର ଆଡ଼ୁ ଭିତରକୁ ଶୈଳୀରେ କରାଯିବା ଆବଶ୍ୟକ ।
6
ଆବଶ୍ୟକ ପ୍ରଗାଢ଼ତା ମିଳିବା ପର୍ଯ୍ୟନ୍ତ କଂକ୍ରିଟ୍ ମିଶ୍ରଣ କରାଯିବା ଉଚିତ୍ ।
7
ହାତରେ କଂକ୍ରିଟ୍ ମିଶ୍ରଣ କରିବା ସମୟରେ, 10% ଅଧିକ ସିମେଣ୍ଟ ଯୋଗ କରାଯାଇଥାଏ ।
8
ମନେରଖନ୍ତୁ, ମିଶ୍ରଣ ପ୍ରସ୍ତୁତିର ତୁରନ୍ତ ପରେ ତାହାକୁ ବ୍ୟବହାର କରାଯିବା ଗୁରୁତ୍ୱପୂର୍ଣ୍ଣ, ନ ହେଲେ କଂକ୍ରିଟ୍ ଟାଣ ହୋଇଯାଇପାରେ ।
 



ଏହା ଥିଲା ହାତରେ କଂକ୍ରିଟ୍ ମିଶ୍ରଣ ସମ୍ବନ୍ଧୀୟ କେତୋଟି ଉପାଦେୟ ଟିପ୍ସ ।









ଅଧିକ ବିଶେଷଜ୍ଞ ଘର ନିର୍ମାଣ ସମାଧାନ ଓ ଟିପ୍ସ ପାଇଁ, ଅଲଟ୍ରାଟେକ୍ ସିମେଣ୍ଟର  #ବାଟଗାର୍କି | କୁ ଅନୁସରଣ କରିବା ଜାରି ରଖନ୍ତୁ ।

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ