ୱାଟରପ୍ରୁଫିଙ୍ଗରେ ସାଧାରଣ ତ୍ରୁଟିଗୁଡ଼ିକ

ନିଜ ଘରକୁ ୱାଟରପ୍ରୁଫ୍ କରିବା ପାଇଁ, ଆପଣଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଛାତ, କାନ୍ଥ ଓ ଝରକାଗୁଡ଼ିକ ଏପରି ଭାବେ ସିଲ୍ ହୋଇଛି ଯେ ପାଣି କୌଣସି ବାଟେ ମଧ୍ୟ ପ୍ରବେଶ କରିପାରିବ ନାହିଁ । ଯଦି ୱାଟରପ୍ରୁଫିଙ୍ଗ୍ ଠିକ୍ ଭାବେ କରା ନ ହୁଏ, ତେବେ ଆପଣଙ୍କ ଘର ମଧ୍ୟକୁ ଆର୍ଦ୍ରତା ପ୍ରବେଶ କରିପାରେ ଓ ଖୁବ୍ ଶୀଘ୍ର ଆପଣଙ୍କ ଘରର ସୁଦୃଢ଼ତା ପ୍ରତି ସବୁଠାରୁ ବଡ଼ ବିପଦ ଭାବେ ଉଭା ହୋଇପାରେ । ଆସନ୍ତୁ, ନିର୍ମାଣ ସମୟରେ କେତୋଟି ସାଧାରଣ ୱାଟରପ୍ରୁଫିଙ୍ଗ୍ ତ୍ରୁଟିକୁ ବୁଝିବା ।

1

 

ପାଣିର କ୍ଷତିକୁ ଅଣଦେଖା କରିବା

 

1
 

ପାଣିର କ୍ଷତିକୁ ଅଣଦେଖା କରିବା

-  ଯଦି ପାଣି ଜମି ଦୁର୍ଗନ୍ଧ ଛାଡ଼ୁଥାଏ, ତେବେ ଆପଣଙ୍କ ଘରେ ଲିକେଜ୍ ଅଛି 

- ଏହି ଲିକେଜ୍ ପାଇପ୍ କିମ୍ବା ଝରକା ଓ କାନ୍ଥ ମଧ୍ୟରେ ରହିଥିବା ଫାଙ୍କରେ ରହିଥାଇପାରେ 

- ଲିକେଜକୁ ଅଣଦେଖା କରିବାର ଅର୍ଥ ନିଜ ଘରକୁ ଆର୍ଦ୍ରତାକୁ ନିମନ୍ତ୍ରଣ କରିବା

2

 

ଭୁଲ୍ ଗଡ଼ାଣି

 

2
 

ଭୁଲ୍ ଗଡ଼ାଣି

-  ଯଦି ଭୂମିର ଗଡ଼ାଣି ଆପଣଙ୍କ ଘରର ନିଅଁ ବା ମୂଳଦୁଆ ଆଡ଼କୁ ହୋଇଥାଏ, ତେବେ ତାହା ଚାରିପଟେ ପାଣି ଜମିବ

- ସେହିଭଳି, ଗଡ଼ାଣି ବା ସ୍ଲୋପ୍ ଠିକ୍ ନ ଥିଲେ ଆପଣଙ୍କ ଛାତରୁ ପାଣି ଗଡ଼ିଯିବ ନାହିଁ 

- ଏହାଦ୍ୱାରା ପାଣି ଜମିବା ସହିତ ଆର୍ଦ୍ରତା ସୃଷ୍ଟି ହୋଇଥାଏ

3

 

ପ୍ଲାଷ୍ଟର ଏବଂ ସିଲିଂ ପେଷ୍ଟର ବ୍ୟବହାର

 

3
 

ପ୍ଲାଷ୍ଟର ଏବଂ ସିଲିଂ ପେଷ୍ଟର ବ୍ୟବହାର

-  ପ୍ଲାଷ୍ଟରରେ ଫାଟ କାରଣରୁ ଆମ ଘର ମଧ୍ୟକୁ ଆର୍ଦ୍ରତା ପ୍ରବେଶ କରିଥାଏ । ଏହାକୁ ରୋକିବା ପାଇଁ, ଲୋକମାନେ ପ୍ରାୟତଃ ସିଲିଂ ପେଷ୍ଟ ବ୍ୟବହାର କରିଥାନ୍ତି

- ଏହା ଏକ ଦୀର୍ଘସ୍ଥାୟୀ ସମାଧାନ ନୁହେଁ, କାରଣ ଆର୍ଦ୍ରତା ପୁଣି ଫେରିଆସିଥାଏ

- ସର୍ବଦା ଜଣେ ଅଭିଜ୍ଞ ବୃତ୍ତିଧାରୀଙ୍କଠାରୁ ନିଜ ଘରର ୱାଟରପ୍ରୁଫିଙ୍ଗ୍ କରାନ୍ତୁ, ସର୍ବୋତ୍ତମ ୱାଟରପ୍ରୁଫିଙ୍ଗ୍ ପ୍ରଡକ୍ଟ ବାଛନ୍ତୁ ଏବଂ ନିଜର ପ୍ଲାନିଂକୁ ସଠିକ୍ ରଖନ୍ତୁ

ଏହା ଥିଲା ନିଜ ଘରକୁ ୱାଟରପ୍ରୁଫ୍ କରିବା ସମୟରେ ଧ୍ୟାନରେ ରଖିବାଯୋଗ୍ୟ କେତୋଟି ଗୁରୁତ୍ୱପୂର୍ଣ୍ଣ କଥା

ଗୃହ ନିର୍ମାଣ ସମାଧାନ ଉପରେ ବିଶେଷଜ୍ଞଙ୍କ ସମାଧାନ ଓ ଉପଦେଶ ପାଇଁ, ଅଲଟ୍ରାଟେକ୍ ସିମେଣ୍ଟର #ବାଟଗାର୍କି | କୁ ଅନୁସରଣ କରିବା ଜାରି ରଖନ୍ତୁ

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ