ଲେଆଉଟ୍ ମାର୍କିଂର 6ଟି ସୋପାନ

ଆପଣଙ୍କ ପ୍ଲଟରେ ଏକ ନିର୍ଦ୍ଦିଷ୍ଟ ଢାଞ୍ଚା କେଉଁଠି ରହିବ ତାହା ଲେଆଉଟ୍ ସୂଚାଇଥାଏ । ଘର ନିର୍ମାଣର ପ୍ରକ୍ରିୟା ଲେଆଉଟ୍ ମାର୍କିଂ ସହିତ ଆରମ୍ଭ ହୋଇଥାଏ । ଏହା ପ୍ରତି ଧ୍ୟାନ ଦିଆ ନ ଗଲେ, ଆପଣଙ୍କ ଘର ଆପଣଙ୍କ ପ୍ଲାନ୍ ଠାରୁ ଭିନ୍ନ ହୋଇଯାଇପାରେ ।

1

 

ଲେଆଉଟ୍ ମାର୍କିଂ କିପରି କରାଯାଏ ତାହା ଦେଖିବା |

 

1
 

ଇଞ୍ଜିନିୟର ଏବଂ ଆର୍କିଟେକ୍ଟଙ୍କ ସହାୟତା ନେଇ ଆପଣଙ୍କ ଖାଲି ପ୍ଲଟ୍ ଉପରେ ପିଲାର୍ ଗୁଡ଼ିକର ସ୍ଥାନ ଚିହ୍ନିତ କରନ୍ତୁ । ତା’ପରେ, 2-3 ଫୁଟ ଷ୍ଟିଲ୍ ଛଡ଼ ଓ ଦଉଡ଼ି ସହାୟତାରେ ଆଧାରରେଖା ଏବଂ ଅନ୍ୟାନ୍ୟ ସୀମା ସ୍ଥିର କରନ୍ତୁ ।

2

 

 

2
 

କାନ୍ଥଗୁଡ଼ିକର ଆକାର ଓ ଅବସ୍ଥିତି ବିଲଡିଂର ଭାର ସମ୍ଭାଳିବା ପାଇଁ ଯଥେଷ୍ଟ କି ନୁହେଁ ତାହା ବିଶେଷଜ୍ଞଙ୍କଠାରୁ ସୁନିଶ୍ଚିତ କରାଇନିଅନ୍ତୁ ।

3

 

 

3
 

ପିଲାର୍ ଗୁଡ଼ିକର ସ୍ଥାନକୁ ସ୍ଥିର କରିସାରିଲା ପରେ, ଖନନ ସ୍ଥାନକୁ ଚକ୍ ଗୁଣ୍ଡରେ ଚିହ୍ନିତ କରନ୍ତୁ ।

4

 

 

4
 

ଖନନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମାଟି ପରୀକ୍ଷା କରାଇନେବା ସୁନିଶ୍ଚିତ କରନ୍ତୁ ।

5

 

 

5
 

ପିଲାର୍ ଗୁଡ଼ିକର ଗଭୀରତା ମାଟିର ପରିସ୍ଥିତି ଉପରେ ନିର୍ଭର କରିବ । ଯଦି ମାଟି ଢିଲା ହୋଇଥାଏ, ତେବେ ପିଲାର୍ ର ଗଭୀରତା ଅଧିକ ହେବା ଆବଶ୍ୟକ ।

6

 

 

6
 

ମାର୍କିଂ ଯେପରି ଆପଣଙ୍କର ଘରର ପ୍ଲାନ୍ ଅନୁଯାୟୀ ହୁଏ ତାହା ସର୍ବଦା ସୁନିଶ୍ଚିତ କରିନିଅନ୍ତୁ ।

ଏହା ଥିଲା ଲେଆଉଟ୍ ମାର୍କିଂ ଉପରେ କେତୋଟି ଟିପ୍ସ ।

ଅଧିକ ବିଶେଷଜ୍ଞ ଘର ନିର୍ମାଣ ସମାଧାନ ଓ ଟିପ୍ସ ପାଇଁ, ଅଲଟ୍ରାଟେକ୍ ସିମେଣ୍ଟର  #ବାଟଗାର୍କି | କୁ ଅନୁସରଣ କରିବା ଜାରି ରଖନ୍ତୁ ।

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ