Flex & Hi Flex: Best Waterproofing for Terrace by UltraTech

ଫ୍ଲେକ୍‌ସ ବା ହାଇଫ୍ଲେକ୍‌ସ ବ୍ୟବହାର କରି ଉଚ୍ଚ ଆପଦପୂର୍ଣ୍ଣ ସ୍ଥାନ ଗୁଡ଼ିକର ସୁରକ୍ଷା


ବର୍ଷା ଓ ପାଣିପାଗ ଜନିତ ପ୍ରଭାବକୁ ସମ୍ମୁଖୀନ ହେଉଥିବା ଆପଣଙ୍କ ଗୃହର ବାହ୍ୟ ଅଂଶ ଯଥା ଛାତ, ଟେରାସ ଓ କାନ୍ଥ  ଅନୁରୂପ ଭାବରେ ଆପଣଙ୍କ ଗୃହର ଭିତର ଅଂଶ ଯଥା ବାଥରୁମ୍ ଓ କିଚେନ୍ ଅଧିକ ଜଳ ସଂସ୍ପର୍ଶରେ ଆସିଥାଏ।  ଏହିସବୁ ସ୍ଥାନ ଗୁଡ଼ିକରୁ ନିର୍ମାଣ ମଧ୍ୟକୁ ଆର୍ଦ୍ରତା ସୃଷ୍ଟି ହୋଇ ଜଳ ସଂଚରିତ ହେବାର ଅଧିକ ସମ୍ଭାବନା ରହିଥାଏ। ଆପଣଙ୍କ ଗୃହର ଏହିସବୁ ଅଧିକ ବିପଦପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ଦୁଇ ଗୁଣା ସୁରକ୍ଷା ପାଇଁ ଫ୍ଲେକ୍‌ସ କିମ୍ବା ହାଇଫ୍ଲେକ୍‌ସକୁ ବ୍ୟବହାର କରନ୍ତୁ। 

ଏହିସବୁ ପଲିମର ଭିତ୍ତିକ ୱାଟରପ୍ରୁଫିଂ ଉତ୍ପାଦରେ ରହିଥାଏ ଏକ ସ୍ଥାୟୀ ଓ ଅଭେଦ୍ୟ କୋଟିଂ ଯାହା ଆପଣଙ୍କ ନିର୍ମାଣ ମଧ୍ୟକୁ ଆର୍ଦ୍ରତା ପ୍ରବେଶ କରିବାକୁ ଦିଏ ନାହିଁ।  ଫ୍ଲେକ୍‌ସ ଓ ହାଇଫ୍ଲେକ୍‌ସ କୋଟିଂ ଗୁଡ଼ିକ ନମନୀୟ, ଏହା ଯଥାକ୍ରମେ 50% ଓ 100% ପର୍ଯ୍ୟନ୍ତ ଆଚ୍ଛାଦିତ ହୋଇଥାଏ*, ଯାହାକି ଏହା ଫାଟ ସୃଷ୍ଟି ହେବାର ସମ୍ଭାବନାକୁ ହ୍ରାସ କରେ ଓ ନିର୍ମାଣକୁ ଦୀର୍ଘସ୍ଥାୟୀ କରେ।  ଏହା ମଧ୍ୟ ଉଚ୍ଚସ୍ତରୀୟ ଜଳ ଚାପ 7 ବାର୍ ପର୍ଯ୍ୟନ୍ତ ସହନଶୀଳ ହୋଇଥିବାରୁ ପରିବେଶୀୟ ଅବସ୍ଥା ଓ ଉଚ୍ଚ ଜଳ ସଂସ୍ପର୍ଶରୁ ଗୃହର ଭିତର ଅଂଶକୁ ସୁରକ୍ଷା ଦେବାରେ ସାହାଯ୍ୟ କରେ। 

ଫ୍ଲେକ୍‌ସ /ହାଇଫ୍ଲେକ୍‌ସ କୁ କେଉଁଠାରେ ବ୍ୟବହାର କରିବେ? 

ସମସ୍ତ ସକାରାତ୍ମକ ପାର୍ଶ୍ବ ବାହ୍ୟ ଅଂଶରେ ପ୍ରୟୋଗ ଯଥା ଟେରାସ୍, ଗଡ଼ାଣିଆ ଛାତ, କାନ୍ଥ, ବାଲକୋନି ଓ ଡୋମ୍ ପାଇଁ ଏହା ବିଶେଷ ଉପଯୋଗୀ ହୋଇଥାଏ।  ଭିତର ଅଂଶ, କାନ୍ଥ ଓ ଚଟାଣର ଆର୍ଦ୍ର ସ୍ଥାନ ଯଥା ବାଥରୁମ, ରୋଷେଇ ଘର ଓ ସଂକୀର୍ଣ୍ଣ ଅଞ୍ଚଳ ଗୁଡ଼ିକ ପାଇଁ ମଧ୍ୟ ଏହା କାର୍ଯ୍ୟ କରେ। 

ୱାଟରପ୍ରୁଫିଂ କୋଟ୍: ଆଭ୍ୟନ୍ତରୀଣ ଏବଂ ବାହ୍ୟ ୱାଟରପ୍ରୁଫିଂ ପାଇଁ

  • ଉତ୍ତମ ଆର୍ଦ୍ରତା , ପ୍ରତିକାର

    ଉତ୍ତମ ଆର୍ଦ୍ରତା
    ପ୍ରତିକାର 

  • କଳଙ୍କିରୁ  ଉତ୍ତମ ପ୍ରତିକାର

    କଳଙ୍କିରୁ
    ଉତ୍ତମ ପ୍ରତିକାର 

  • ନିର୍ମାଣ  ଦକ୍ଷତାକୁ

    ନିର୍ମାଣ 
    ଦକ୍ଷତାକୁ 

  • ସୁରକ୍ଷିତ କରେ  ଘରର ଅଧିକ ଦୀର୍ଘସ୍ଥାୟୀତ୍ବ

    ସୁରକ୍ଷିତ କରେ 
    ଘରର ଅଧିକ ଦୀର୍ଘସ୍ଥାୟୀତ୍ବ 

  • ପ୍ଲାଷ୍ଟର କ୍ଷୟକ୍ଷତିରୁ  ଉତ୍ତମ ପ୍ରତିକାର

    ପ୍ଲାଷ୍ଟର କ୍ଷୟକ୍ଷତିରୁ 
    ଉତ୍ତମ ପ୍ରତିକାର 

ଉତ୍ତମ ପରିଣାମ ପାଇବା ପାଇଁ ଫ୍ଲେକ୍‌ସ / ହାଇଫ୍ଲେକ୍‌ସର  ସଠିକ୍ ବ୍ୟବହାର ପ୍ରଣାଳୀ 

ପୃଷ୍ଠଭାଗର ପ୍ରସ୍ତୁତି

ଏକ ତାର ବ୍ରସ ବ୍ୟବହାର କରି ପ୍ରସ୍ତୁତ ସ୍ଲାବକୁ ସଫା କରିନିଅନ୍ତୁ ଓ କୌଣସି ଧୂଳି କିମ୍ବା ତେଲିଆ ଅଂଶକୁ ଛଡ଼ାଇବା ପାଇଁ ଜେଟ୍ ୱାସ କରନ୍ତୁ।  

ପାଣି ଦ୍ବାରା ପୃଷ୍ଠଭାଗକୁ ଭିଜାଇ ଦିଅନ୍ତୁ ଓ ନିଶ୍ଚିତ ହୁଅନ୍ତୁ ଯେ ପ୍ରୟୋଗ ପୂର୍ବରୁ ଯଥା ସରଫେସ୍ ସାଚୁରେଟେଡ୍‌ ଡ୍ରାଏ (ଏସଏସଡି) କଣ୍ଡିସନ ପାଇଁ ଜଳ ଯେପରି ଛିଡ଼ା ହୋଇ ନାହିଁ। 

ମିଶ୍ରଣ

ପାଉଡର ଲିକ୍ୟୁଇଡ୍ ପଲିମରକୁ ମିଶାଇ ଟେଳାମୁକ୍ତ ଗାଢ଼ତାକୁ ସୁନିଶ୍ଚିତ କରନ୍ତୁ, ବିଶେଷତଃ ଏକ ମେକାନିକାଲ୍ ଗୋଳା ଯନ୍ତ୍ର ବ୍ୟବହାର କରିବା ଆବଶ୍ୟକ।  

ପ୍ରୟୋଗ

2 କୋଟର ପ୍ରୟୋଗ କରନ୍ତୁ ଷ୍ଟିଫ୍ ନାଇଲନ୍ ବ୍ରସ ବ୍ୟବହାର କରି ପ୍ରଥମ କୋଟକୁ ଲଗାନ୍ତୁ ଅତି କମରେ 8 ଘଣ୍ଟା ଯିବା ପରେ ପ୍ରଥମ କୋଟ ଉପରେ ଭୂଲମ୍ବ ଦିଗରେ ଦ୍ବିତୀୟ କୋଟକୁ ପ୍ରୟୋଗ କରନ୍ତୁ। 

ସ୍କ୍ରିଡ୍ କୋଟ

ୱାଟରପ୍ରୁଫିଂ କୋଟ୍ ଶୁଖିଯିବା ପରେ ଏହା ଉପରେ କିଛି ବାଲି ପକାଇ ଦିଅନ୍ତୁ ଏବଂ ଅନ୍ତିମ ସୋପାନ ରୂପେ ସ୍କ୍ରିଡ ପ୍ରୟୋଗ କରନ୍ତୁ। 4-5 ଦିନ ପାଇଁ ୱାଟର ପଣ୍ଡ ଟେଷ୍ଟ କରନ୍ତୁ। ସ୍କ୍ରିଡ କୋଟର 72 ଘଣ୍ଟା ପରେ।  

“ଫ୍ଲେକ୍ସ, ହାଇଫ୍ଲେକ୍ସ ବ୍ୟବହାର କରିବା ପୂର୍ବରୁ, ସମସ୍ତ କଂକ୍ରିଟ, ମୋର୍ଟାର ଏବଂ ପ୍ଲାଷ୍ଟର ପ୍ରୟୋଗ ପାଇଁ WP + 200 ଇଣ୍ଟିଗ୍ରାଲ୍ ୱାଟରପ୍ରୁଫିଂ ତରଳ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି |"

ଫ୍ଲେକ୍‌ସ ବା ହାଇଫ୍ଲେକ୍‌ସ ୱାଟରପ୍ରୁଫିଂ କୋଟ୍  ସମ୍ବନ୍ଧରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ 

ବୈଷୟିକ ବ୍ୟକ୍ତିମାନଙ୍କ ସହିତ ଏକ ଆପଏଣ୍ଟମେଣ୍ଟ ନେବା ପାଇଁ

1800-210-3311

ultratech.concrete@adityabirla.com

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ