ଅଲ୍ଟ୍ରାଟେକ୍ ବିଲଡିଂ ଉତ୍ପାଦଗୁଡିକ

ଉତ୍ପାଦ

ଅଲଟ୍ରାଟେକ୍, ଫାଉଣ୍ଡେସନରୁ ଫିନିଶ୍ ପର୍ଯ୍ୟନ୍ତ, ନିର୍ମାଣର ବିଭିନ୍ନ ଆବଶ୍ୟକତାକୁ ପୂରଣ କରୁଥିବା ବ୍ୟାପକ ଶୃଙ୍ଖଳାର ଉତ୍ପାଦ ଯୋଗାଇଥାଏ । ଏହା ମଧ୍ୟରେ ସାଧାରଣ ପୋର୍ଟଲାଣ୍ଡ ସିମେଣ୍ଟ, ପୋର୍ଟଲାଣ୍ଡ ବ୍ଲାଷ୍ଟ ଫର୍ନେସ୍ ସ୍ଲାଗ୍ ସିମେଣ୍ଟ, ପୋର୍ଟଲାଣ୍ଡ ପୋଜ୍ଜାଲାନା ସିମେଣ୍ଟ, ହ୍ୱାଇଟ୍ ସିମେଣ୍ଟ, ରେଡି ମିକ୍ସ କଂକ୍ରିଟ୍, ବିଲଡିଂ ପ୍ରଡକ୍ଟସ୍ ଏବଂ ଅନ୍ୟାନ୍ୟ ଅନେକ ଧରଣର ବିଲଡିଂ ସଲ୍ୟୁସନ୍ସ ଅନ୍ତର୍ଭୁକ୍ତ । ସିମେଣ୍ଟ ‘ଅଲଟ୍ରାଟେକ୍, ଅଲଟ୍ରାଟେକ୍ ପ୍ରିମିୟମ୍ ଏବଂ ବିର୍ଲା ସୁପର’ ବ୍ରାଣ୍ଡ ଅଧୀନରେ ବିକ୍ରି ହୋଇଥାଏ । ସେହିଭଳି, ହ୍ୱାଇଟ୍ ସିମେଣ୍ଟ ‘ବିର୍ଲା ହ୍ୱାଇଟ୍’ ବ୍ରାଣ୍ଡ ନାମରେ, ରେଡି ମିକ୍ସ କଂକ୍ରିଟ୍ ‘ଅଲଟ୍ରାଟେକ୍ କଂକ୍ରିଟ୍’ ନାମରେ ଏବଂ ନୂତନ ଯୁଗର ବିଲଡିଂ ପ୍ରଡକ୍ଟସ୍ ‘ଏକ୍ସଟ୍ରାଲାଇଟ୍, ଫିକ୍ସୋବ୍ଲକ୍, ସିଲ୍ ଆଣ୍ଡ ଡ୍ରାଏ  ଏବଂ ରେଡିପ୍ଲାଷ୍ଟ’ ନାମରେ ବିନିର୍ମିତ ହୋଇଥାଏ । ଅଲଟ୍ରାଟେକ୍ ବିଲଡିଂ ସଲ୍ୟୁସନ୍ସ ଏକ ଖୁଚୁରା ପ୍ରାରୂପ ଅଟେ, ଯାହା ଗୋଟିଏ ଛାତ ତଳେ ବିଭିନ୍ନ କିସମର ପ୍ରାଥମିକ ନିର୍ମାଣ ସାମଗ୍ରୀ ଯୋଗାଇ ଗ୍ରାହକଙ୍କ ଆବଶ୍ୟକତାଗୁଡ଼ିକୁ ପୂରଣ କରିଥାଏ ।

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ