ପ୍ରବନ୍ଧଗୁଡିକ

ବିଭିନ୍ନ ଜଳବାୟୁରେ ଘର ନିର୍ମାଣ

ଘର ନିର୍ମାଣ କରିବାର ଯୋଜନା କରୁଛନ୍ତି କି? ଆପଣ ନିଜ ଅଞ୍ଚଳର ଜଳବାୟୁକୁ ବିଚାରକୁ ନେଇଛନ୍ତି କି? ଯଦି ନା, ତା’ହେଲେ ଦୟାକରି ତାହାକୁ ବିଚାରକୁ ନିଅନ୍ତୁ! କାରଣ ଏକ ସୁରକ୍ଷିତ ଏବଂ ସ୍ଥିର ନିର୍ମାଣକୁ ସୁନିଶ୍ଚିତ କରିବା ପାଇଁ ଜଳବାୟୁ ପରିସ୍ଥିତିକୁ ବିଚାରକୁ ନେବା ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ ଅଟେ । ଆମ ଦେଶ ଜଳବାୟୁ ବିବିଧତା ସମ୍ପନ୍ନ ଦେଶ ଅଟେ, ପ୍ରତ୍ୟେକ ଅଞ୍ଚଳ ତାହାର ନିଜସ୍ୱ ଜଳବାୟୁ-ବିନିର୍ଦ୍ଦିଷ୍ଟ ଆବଶ୍ୟକତା ଦାବି କରିଥାଏ । ତେଣୁ, ଏକ ଥଣ୍ଡା, ଶୀତୁଆ ଅଞ୍ଚଳରେ ଗରମ ଜଳବାୟୁ ପାଇଁ ଉଦ୍ଦିଷ୍ଟ ନିର୍ମାଣର ଯୋଜନା କରିପାରିବେ ନାହିଁ ।


ନିର୍ମାଣରେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରଙ୍କ ଭୂମିକା ଓ ସେ କାହିଁକି ଆବଶ୍ୟକ |ଅଲ୍ଟ୍ରାଟେକ

ଆପଣଙ୍କ ଘର ଆପଣଙ୍କ ଜୀବନର ସବୁଠାରୁ ବଡ଼ ଉପକ୍ରମଗୁଡ଼ିକ ମଧ୍ୟରୁ ଗୋଟିଏ ହୋଇଥାଏ ଏବଂ ତାହାର ଦୀର୍ଘସ୍ଥାୟିତା ତାହାର ସ୍ଥାୟିତ୍ୱ ଉପରେ ନିର୍ଭର କରିଥାଏ । ଆପଣ ଯେପରି ପିଢ଼ି ପରେ ପିଢ଼ି ଯାଏଁ ବଜାୟ ରହୁଥିବା ଘର ତିଆରି କରନ୍ତି, ତାହା ଜଣେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟର୍ ସୁନିଶ୍ଚିତ କରିଥାନ୍ତି । ଜଣେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରଙ୍କୁ ନିୟୋଜିତ ନ କରିବା ଦ୍ୱାରା, ଆପଣ ନିଜ ଘରର ଦୀର୍ଘସ୍ଥାୟିତା ପ୍ରସଙ୍ଗରେ ରିସ୍କ ନିଅନ୍ତି ।


Use of Personal Protective Equipment in Construction Site Safety

ନିର୍ମାଣ ସ୍ଥାନ ସୁରକ୍ଷା ପାଇଁ 5ଟି ଅଭ୍ୟାସ | ଅଲ୍ଟ୍ରାଟେକ୍ ସିମେଣ୍ଟ

ଯେବେ ଆପଣଙ୍କ ଘର ନିର୍ମାଣର କଥା ଆସେ, ତେବେ ପ୍ଲାନିଂରୁ ଆରମ୍ଭ କରି ଫିନିଶିଂ ପର୍ଯ୍ୟନ୍ତ ଅନେକ କିଛି ଚିନ୍ତା କରିବାକୁ ପଡ଼ିଥାଏ । କିନ୍ତୁ ଯେବେ ଆପଣ ନିର୍ମାଣ ପ୍ରକ୍ରିୟାକୁ ନେଇ ଆଗକୁ ବଢ଼ନ୍ତି, ତେବେ ସୁରକ୍ଷା ଏପରି ଏକ ପ୍ରସଙ୍ଗ ଅଟେ, ଯାହାକୁ ନେଇ ଆପଣ ଆଦୌ କୌଣସି ବୁଝାମଣା କରିପାରିବେ ନାହିଁ । ତାହା ଢାଞ୍ଚା ବା ସଂରଚନାର ସୁରକ୍ଷା ହେଉ କି ନିର୍ମାଣ ଟିମ୍, ସୁପରଭାଇଜର କିମ୍ବା ସାଇଟ୍ ରେ ଉପସ୍ଥିତ ଅନ୍ୟମାନଙ୍କ ସୁରକ୍ଷା ହେଉ। ଏମିତି ବି ନିର୍ମାଣ ସାଇଟ୍ ସ୍ୱାଭାବିକ ଭାବେ ଏକ ଉଚ୍ଚ ବିପଦଶଙ୍କୁଳ ପରିବେଶ ହୋଇଥାଏ, ଯେଉଁଠାରେ ଶ୍ରମିକମାନଙ୍କ ପ୍ରତି ବିଜୁଳି ବିପଦ, ନିର୍ମାଣ ମେଶିନାରୀ ବିପଦ ଏବଂ ଅନ୍ୟାନ୍ୟ ଦୁର୍ଘଟଣାର ବିପଦ ରହିଥାଏ । ଏଇଥିପାଇଁ, ଯେକୌଣସି ପ୍ରକାର ଦୁର୍ଘଟଣାକୁ ପ୍ରତିରୋଧ କରିବା ପାଇଁ ଏହା ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ଯେ ଆପଣଙ୍କ ନିର୍ମାଣ ଅବଧିରେ ନିର୍ମାଣ ସାଇଟ୍‌ ସୁରକ୍ଷିତ ଅଟେ ।


ନିର୍ମାଣରେ କଣ୍ଟ୍ରାକ୍ଟରଙ୍କ ଭୂମିକା କ'ଣ? | ଅଲ୍ଟ୍ରାଟେକ୍

ଆପଣଙ୍କ ଘରର ନିର୍ମାଣରେ ଅନେକ ଲୋକ ସଂଶ୍ଳିଷ୍ଟ ଥାଆନ୍ତି । ମାଲିକ - ଆପଣ ଓ ଆପଣଙ୍କ ପରିବାର, ଆର୍କିଟେକ୍ଟ - ଯିଏ ଆପଣଙ୍କ ଘରର ଡିଜାଇନ୍ ତିଆରି କରନ୍ତି, ଶ୍ରମିକ ଓ ରାଜମିସ୍ତ୍ରୀ - ଯେଉଁମାନେ ଆପଣଙ୍କ ଘର ନିର୍ମାଣ କରନ୍ତି, ଏବଂ ଠିକାଦାର - ଯିଏ ସମସ୍ତ ନିର୍ମାଣ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରନ୍ତି ଓ ସମନ୍ୱୟ ରକ୍ଷା କରନ୍ତି । ଆପଣଙ୍କ ଘରର ନିର୍ମାଣ ପ୍ରକ୍ରିୟାରେ ଏମାନେ ସମସ୍ତେ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ, ଠିକାଦାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ କାରଣ ସେ ଘରର ନିର୍ମାଣ ପ୍ରକ୍ରିୟାକୁ ସମୟୋଚିତ ଢଙ୍ଗରେ ଓ ବଜେଟ ମଧ୍ୟରେ ସମାପ୍ତ କରିବା ସୁନିଶ୍ଚିତ କରିଥାନ୍ତି ।


ଆପଣ ସଠିକ୍ ଗୃହ ନିର୍ମାଣ ଟିମ୍ ବାଛିଛନ୍ତି କି? | ଅଲଟ୍ରାଟେକ୍ ସିମେଣ୍ଟ

ଆପଣ ଏକାକୀ ଏକ ଘର ତବଆରବ କରବପାରବରବ ନାହିଁ । ସାହାଯୟ ପାଇଁ ଆପଣ ବବରର୍େଜ୍ଞ - ଆକିରଟକଟ, ଇଞ୍ଜବନବୟର, ଠକବାଦାର ଏବିଂ ରାଜମବସ୍ତ୍ରୀଙ୍କୁରନଇ ଗଠତବ ଏକ ସମଥଭଟମ୍ବ ଆବର୍ୟକ କରବରବ । ଆପଣ ରଯରତ ର୍େ ଟମ୍ବ ବାଛରବବ ଆପଣଙ୍କ ଘରର ମାନ ତାହା ଉପରର ନବର୍ଭର କରବବ ।


ଆପଣଙ୍କ ଠିକାଦାରଙ୍କ ସହିତ ରାଜିନାମା ସ୍ୱାକ୍ଷର କରିବାର ଗୁରୁତ୍ୱ

ନିଜ ଠିକାଦାରଙ୍କଠାରୁ ଉତ୍ତରଦାୟିତାକୁ ସୁନିଶ୍ଚିତ କରିବାର ସର୍ବୋତ୍ତମ ଉପାୟ ହେଉଛି ତାଙ୍କ ସହିତ ଏକ ରାଜିନାମା ସ୍ୱାକ୍ଷରିତ କରିବା । ଠିକାଦାର ତାଙ୍କ ସମୟରେଖାକୁ ଅନୁସରଣ କଲେ ଓ ସମୟୋଚିତ ଢଙ୍ଗରେ ନିଜର ଦାୟିତ୍ୱକୁ ସମ୍ପନ୍ନ କଲେ, ଆପଣ ନିଜର ବଜେଟ୍ ମଧ୍ୟରେ ରହିଥାନ୍ତି । ଅଧିକନ୍ତୁ, ରାଜିନାମାରେ ସ୍ୱାକ୍ଷର ଦ୍ୱାରା ଭବିଷ୍ୟତର ବିବାଦଗୁଡ଼ିକୁ ଏଡ଼ାଇବାରେ ମଧ୍ୟ ସହାୟତା ମିଳିପାରିବ ।


ନିର୍ମାଣରେ ଆର୍କିଟେକ୍ଟଙ୍କ ଭୂମିକା ବ୍ୟାଖ୍ୟା କରାଯାଇଛି । ଅଲଟ୍ରାଟେକ୍

ଆର୍କିଟେକ୍ଟ ଓ ଇଞ୍ଜିନିୟରଙ୍କ ଭୂମିକା ଭିନ୍ନ ହୋଇଥାଏ; ହେଲେ ଉଭୟଙ୍କ ଗୁରୁତ୍ୱ ସମାନ ଅଟେ । ବିଶେଷକରି, ଆପଣଙ୍କ ଘର ତିଆରିର ପ୍ଲାନିଂ ଓ ତଦାରଖ ପର୍ଯ୍ୟାୟରେ । ସେମାନଙ୍କର ବିଶେଷଜ୍ଞତା ଦ୍ୱାରା ଆପଣ କିପରି ଲାଭାନ୍ୱିତ ହୁଅନ୍ତି ଆସନ୍ତୁ ତାହା ବୁଝିବା ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ