ୱାଲ୍ ଟାଇଲ୍: ୱାଲ୍ ଟାଇଲ୍ ସଂସ୍ଥାପନ ବିଷୟରେ କିଛି ଜାଣିବା କଥା (କାନ୍ଥରେ ଟାଇଲ୍ ଇନଷ୍ଟଲେସନ୍)

କାନ୍ଥ ଟାଇଲ୍ ଗୁଡ଼ିକୁ ଲଗାଇବାର ପ୍ରକ୍ରିୟା ଉପଯୁକ୍ତ ଢଙ୍ଗରେ ସମ୍ପନ୍ନ କରାଯିବା ଆବଶ୍ୟକ, କାରଣ ଟାଇଲ୍ ଆପଣଙ୍କ ଘରର କାନ୍ଥକୁ ସୁରକ୍ଷା ଦେବା ସହିତ ତାହାକୁ ସୁନ୍ଦର ଫିନିଶ୍ ଦେଇଥାଏ । ଟାଇଲ୍ ଯୁକ୍ତ କାନ୍ଥ ଆର୍ଦ୍ରତା ପ୍ରତିରୋଧୀ ହୋଇଥାଏ ଏବଂ ଶୁଷ୍କ ତଥା ଅନ୍ୟାନ୍ୟ କାନ୍ଥ ତୁଳନାରେ ଘଷାମଜାକୁ ସହଜରେ ସହ୍ୟ କରିନେଇଥାଏ ।

ଟାଇଲ୍ ଗୁଡ଼ିକର ଦୃଢ଼ ଗ୍ରିପ୍ ପାଇଁ, ପ୍ଲାଷ୍ଟରର ପରସ୍ତ ଖଦଡ଼ା ହେବା ଉଚିତ୍ ।

କାନ୍ଥ ଟାଇଲ୍ ଲଗାଇବା ପୂର୍ବରୁ, କାନ୍ଥରେ ପାଣି ଛିଞ୍ଚନ୍ତୁ ଏବଂ ତା’ପରେ ସିମେଣ୍ଟ ମସଲାର ଏକ ପତଳା ପରସ୍ତ ଦିଅନ୍ତୁ ।

ସିମେଣ୍ଟ ଓ ବାଲିର ମସଲାକୁ ଟାଇଲ୍ ପଛରେ ଲଗାନ୍ତୁ ଓ ଯତ୍ନର ସହିତ ତାହାକୁ କାନ୍ଥରେ ସ୍ଥାନିତ କରନ୍ତୁ । ଆପଣ ବଜାରରେ ମିଳୁଥିବା ରେଡିମେଡ୍ ଟାଇଲ୍ ଅଠା ବା ଆଢେସିଭ୍ ମଧ୍ୟ ବ୍ୟବହାର କରିପାରନ୍ତି ।

ଟାଇଲ୍ ଲଗାଇବା ସମୟରେ, ଚାପ ହାଲୁକା ହେବା ଏବଂ ସମତଳପଣ ସଠିକ୍ ହେବା ଆବଶ୍ୟକ ।

24 ଘଣ୍ଟା ପରେ ଟାଇଲ୍ ଜଏଣ୍ଟଗୁଡ଼ିକରେ ଗ୍ରାଉଟ୍ ପ୍ରୟୋଗ କରନ୍ତୁ ଓ ପୃଷ୍ଠଭାଗକୁ ସଫା ରଖନ୍ତୁ ।

ଗୁଣବତ୍ତାସମ୍ପନ୍ନ ନିର୍ମାଣ ସାମଗ୍ରୀ ତଥା ବିଶେଷଜ୍ଞ ସମାଧାନ ପାଇବା ପାଇଁ, ଆପଣଙ୍କର ନିକଟତମ ଅଲଟ୍ରାଟେକ୍ ବିଲଡିଂ ସଲ୍ୟୁସନ୍ସ ଷ୍ଟୋର୍ ସହ ଯୋଗାଯୋଗ କରନ୍ତୁ ।

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ