ନିର୍ମାଣ କାମ ଆରମ୍ଭ କରିବା ପୂର୍ବରୁ ଘର ନିର୍ମାଣର ଖର୍ଚ୍ଚ ବିଷୟରେ ଜାଣିରଖିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ, ସେଗୁଡ଼ିକର ସମୟରେଖା ଏବଂ ଖର୍ଚ୍ଚର ବିଭାଜନ ଅନ୍ତର୍ଭୁକ୍ତ, ଯାହା ଆପଣଙ୍କ ଆବଶ୍ୟକତା ଅନୁସାରେ ବଦଳିପାରେ ।

ଘରର ପ୍ଲାନ୍, ବିଭିନ୍ନ ସରକାରୀ ଏଜେନ୍ସିଗୁଡ଼ିକଠାରୁ ଦସ୍ତାବିଜ ତଥା ମଞ୍ଜୁରୀ ହାସଲ ପାଇଁ ବଜେଟର ୨.୫% ପରିମାଣର ଖର୍ଚ୍ଚ ଆବଶ୍ୟକ ହୋଇଥାଏ ।
ଖନନ କାର୍ଯ୍ୟ ପାଇଁ ବଜେଟର ୩% ଆବଶ୍ୟକ ହୋଇଥାଏ ।
ଫାଉଣ୍ଡେଶନ୍ ଓ ଫୁଟିଙ୍ଗ୍ ପାଇଁ ବଜେଟର ୧୨% ଆବଶ୍ୟକ ହୋଇଥାଏ ।
ଆରସିିସି ଫ୍ରେମୱାର୍କ କାମ ପାଇଁ ୧୦% ଖର୍ଚ୍ଚ ଲାଗିଥାଏ ।
ସ୍ଲାବ୍ ଏବଂ ଛାତ କାମ ପାଇଁ ସମଗ୍ର ଖର୍ଚ୍ଚର ୩୦% ଆବଶ୍ୟକ ହୋଇଥାଏ ।
ଇଟା ଯୋଡ଼େଇ ଓ ପ୍ଲାଷ୍ଟରିଂ ପାଇଁ ୧୭% ଖର୍ଚ୍ଚ ଆବଶ୍ୟକ ହୋଇଥାଏ ।
ଫ୍ଲୋରିଂ ଓ ଟାଇଲିଂ ପାଇଁ ୧୦% ଖର୍ଚ୍ଚ ଲାଗିଥାଏ ।
ସମସ୍ତ ବୈଦ୍ୟୁତିକ କାମ ୮% ଖର୍ଚ୍ଚରେ କରାଯାଇପାରିବ ।
ପ୍ଲମ୍ବିଂ ପର୍ଯ୍ୟାୟରେ ୫% ଖର୍ଚ୍ଚ ଲାଗିଥାଏ ।
କବାଟ ଓ ଝରକା ଡିଜାଇନିଂ ପାଇଁ ୮% ଖର୍ଚ୍ଚ ଆବଶ୍ୟକ ହୁଏ ।
ପେଣ୍ଟିଂ ଭଳି ଇଣ୍ଟେରିଅର୍ କାମ ପାଇଁ ୬% ଖର୍ଚ୍ଚ ଆବଶ୍ୟକ ହୋଇଥାଏ ।
ଶେଷରେ, ୫.୫% ଖର୍ଚ୍ଚରେ ଫର୍ନିଶିଂ କାମ କରାଯାଇପାରିବ ।
ଏହିସବୁ ଖର୍ଚ୍ଚଗୁଡ଼ିକୁ ବୁଝିବା
ଘର ନିର୍ମାଣର ଏକ ପ୍ରାଥମିକ ସୋପାନ ଅଟେ.
ଆମର ଗୃହ ନିର୍ମାଣ କଷ୍ଟ୍ କାଲକୁଲେଟର୍ ସହିତ ଆପଣଙ୍କ ଘର ତିଆରି ପାଇଁ ଏକ ଏଷ୍ଟିମେଟ୍ ପାଆନ୍ତୁ ।
ତୁମର ପ୍ରଶ୍ନର ଉତ୍ତର ପାଅ |