ଆପଣଙ୍କ ଘରର ଏଷ୍ଟିମେଟ୍ କରିବା ପାଇଁ ଗାଇଡ୍

ନିର୍ମାଣ କାମ ଆରମ୍ଭ କରିବା ପୂର୍ବରୁ ଘର ନିର୍ମାଣର ଖର୍ଚ୍ଚ ବିଷୟରେ ଜାଣିରଖିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ, ସେଗୁଡ଼ିକର ସମୟରେଖା ଏବଂ ଖର୍ଚ୍ଚର ବିଭାଜନ ଅନ୍ତର୍ଭୁକ୍ତ, ଯାହା ଆପଣଙ୍କ ଆବଶ୍ୟକତା ଅନୁସାରେ ବଦଳିପାରେ ।

ନିର୍ମାଣ କାମ ଆରମ୍ଭ କରିବା ପୂର୍ବରୁ ଘର ନିର୍ମାଣର ଖର୍ଚ୍ଚ ବିଷୟରେ ଜାଣିରଖିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ, ସେଗୁଡ଼ିକର ସମୟରେଖା ଏବଂ ଖର୍ଚ୍ଚର ବିଭାଜନ ଅନ୍ତର୍ଭୁକ୍ତ, ଯାହା ଆପଣଙ୍କ ଆବଶ୍ୟକତା ଅନୁସାରେ ବଦଳିପାରେ ।

ଘରର ପ୍ଲାନିଂ ପ୍ରକ୍ରିୟା ଓ ତାହାର ସମୟରେଖା ଏବଂ ସେଗୁଡ଼ିକ ସହିତ ଜଡ଼ିତ ଖର୍ଚ୍ଚ ।

ଘରର ପ୍ଲାନ୍, ବିଭିନ୍ନ ସରକାରୀ ଏଜେନ୍ସିଗୁଡ଼ିକଠାରୁ ଦସ୍ତାବିଜ ତଥା ମଞ୍ଜୁରୀ ହାସଲ ପାଇଁ ବଜେଟର ୨.୫% ପରିମାଣର ଖର୍ଚ୍ଚ ଆବଶ୍ୟକ ହୋଇଥାଏ ।

ଖନନ କାର୍ଯ୍ୟ ପାଇଁ ବଜେଟର ୩% ଆବଶ୍ୟକ ହୋଇଥାଏ ।

ଫାଉଣ୍ଡେଶନ୍ ଓ ଫୁଟିଙ୍ଗ୍ ପାଇଁ ବଜେଟର ୧୨% ଆବଶ୍ୟକ ହୋଇଥାଏ ।

ଆରସିିସି ଫ୍ରେମୱାର୍କ କାମ ପାଇଁ ୧୦% ଖର୍ଚ୍ଚ ଲାଗିଥାଏ ।

ସ୍ଲାବ୍ ଏବଂ ଛାତ କାମ ପାଇଁ ସମଗ୍ର ଖର୍ଚ୍ଚର ୩୦% ଆବଶ୍ୟକ ହୋଇଥାଏ ।

ଇଟା ଯୋଡ଼େଇ ଓ ପ୍ଲାଷ୍ଟରିଂ ପାଇଁ ୧୭% ଖର୍ଚ୍ଚ ଆବଶ୍ୟକ ହୋଇଥାଏ ।

ଫ୍ଲୋରିଂ ଓ ଟାଇଲିଂ ପାଇଁ ୧୦% ଖର୍ଚ୍ଚ ଲାଗିଥାଏ ।

ସମସ୍ତ ବୈଦ୍ୟୁତିକ କାମ ୮% ଖର୍ଚ୍ଚରେ କରାଯାଇପାରିବ ।

ପ୍ଲମ୍ବିଂ ପର୍ଯ୍ୟାୟରେ ୫% ଖର୍ଚ୍ଚ ଲାଗିଥାଏ ।

କବାଟ ଓ ଝରକା ଡିଜାଇନିଂ ପାଇଁ ୮% ଖର୍ଚ୍ଚ ଆବଶ୍ୟକ ହୁଏ ।

ପେଣ୍ଟିଂ ଭଳି ଇଣ୍ଟେରିଅର୍ କାମ ପାଇଁ ୬% ଖର୍ଚ୍ଚ ଆବଶ୍ୟକ ହୋଇଥାଏ ।

ଶେଷରେ, ୫.୫% ଖର୍ଚ୍ଚରେ ଫର୍ନିଶିଂ କାମ କରାଯାଇପାରିବ ।

ଏହିସବୁ ଖର୍ଚ୍ଚଗୁଡ଼ିକୁ ବୁଝିବା
ଘର ନିର୍ମାଣର ଏକ ପ୍ରାଥମିକ ସୋପାନ ଅଟେ.

ଆମର ଗୃହ ନିର୍ମାଣ କଷ୍ଟ୍ କାଲକୁଲେଟର୍ ସହିତ ଆପଣଙ୍କ ଘର ତିଆରି ପାଇଁ ଏକ ଏଷ୍ଟିମେଟ୍ ପାଆନ୍ତୁ ।

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ