କଂକ୍ରିଟ୍ ଫିନିଶିଂକୁ ସ୍ମୁଦ୍ ଓ ସହଜ କରିବା ପାଇଁ ତିନିଟି ସୋପାନ

ଅଗଷ୍ଟ 25, 2020

ସଠିକ୍ କଂକ୍ରିଟ୍ ଫିନିଶିଂ ପାଇଁ ଆପଣ ସଠିକ୍ ପଦକ୍ଷେପ ଗ୍ରହଣ କରୁଛନ୍ତି କି?

ସଠିକ୍ କଂକ୍ରିଟ୍ ଫିନିଶ୍ କୁ ସୁନିଶ୍ଚିତ କରିବାର 3ଟି ସୋପାନ ।

କଂକ୍ରିଟ୍ ଫିନିଶିଂ ପାଇଁ ଜରୁରୀ 3ଟି ସୋପାନ ।

କଂକ୍ରିଟ୍ କୁ ସଠିକ୍ ଫିନିଟ୍ ଦେବାର ସଠିକ୍ ଉପାୟ ଜାଣନ୍ତି କି?

କଂକ୍ରିଟ୍ କୁ ସ୍ମୁଦ୍ ବା ମସୃଣ କରିବା ଏବଂ ଆପଣଙ୍କ ସଂରଚନାକୁ ଏକ ସମରୂପୀ ପୃଷ୍ଠ ଦେବା ପାଇଁ କଂକ୍ରିଟ୍ ଫିନିଶିଂ ଗୁରୁତ୍ୱପୂର୍ଣ୍ଣ ଅଟେ । ସଠିକ୍ କଂକ୍ରିଟ୍ ଫିନିଶିଂ ପାଇଁ ଏଠାରେ ତିନିଟି ଗୁରୁତ୍ୱପୂର୍ଣ୍ଣ ସୋପାନ ପ୍ରଦାନ କରାଯାଇଛି ।

ସୋପାନ 1: ସ୍କ୍ରିଡିଂ - ପୃଷ୍ଠଭାଗରୁ ଅତିରିକ୍ତ କଂକ୍ରିଟ୍ କୁ ହଟାଇବା ଓ ଏହାକୁ ସମତଳ ଓ ପ୍ଲେନ୍ କରିବା ପାଇଁ ସ୍କ୍ରିଡିଂ କରାଯାଇଥାଏ ।

ସୋପାନ 2: ଫ୍ଲୋଟିଂ - ସ୍କ୍ରିଡ୍ ସହିତ ପୃଷ୍ଠଭାଗ ସମତଳ ହେଲା ପରେ, ବଡ଼ ଗୋଡ଼ିଗୁଡ଼ିକୁ ସେଟ୍ କରିବା ଲାଗି ଫ୍ଲୋଟ୍ ବ୍ୟବହାର କରାଯାଏ । କଂକ୍ରିଟ୍ ଫ୍ଲୋଟ୍ ଗୁଡ଼ିକ ସାଧାରଣ କାଠରେ ନିର୍ମିତ ହୋଇଥାଏ ।

ସୋପାନ 3: କରଣୀ ଚାଳନା (ଟ୍ରାୱେଲିଂ) - ଗୋଡ଼ିଗୁଡ଼ିକ ସେଟ୍ ହୋଇଗଲା ପରେ, ପୃଷ୍ଠଭାଗକୁ ମସୃଣ କରିବା ଓ ଏହାକୁ ଏକ ସମରୂପୀ ରୂପ ପ୍ରଦାନ କରିବା ପାଇଁ ଷ୍ଟିଲ୍ କରଣୀ ବ୍ୟବହାର କରାଯାଇଥାଏ ।

ଓଦା ପୃଷ୍ଠଭାଗରେ ସିମେଣ୍ଟ ଛିଞ୍ଚିବାକୁ ଏଡ଼ାନ୍ତୁ କାରଣ ଏହାଫଳରେ ଫାଟ ସୃଷ୍ଟି ହୋଇପାରେ । 

ମନେରଖନ୍ତୁ, କମ୍ପାକ୍ଟିଂ ସରିବା ପରେ ହିଁ ଆପଣ କଂକ୍ରିଟ୍ ଫିନିଶିଂ ପ୍ରକ୍ରିୟା ଆରମ୍ଭ କରିବା ଆବଶ୍ୟକ ।

ଏ ଥିଲା ଆପଣଙ୍କ କଂକ୍ରିଟ୍ କୁ ସଠିକ୍ ଫିନିଶ୍ ଦେବା ପାଇଁ କେତୋଟି ଟିପ୍‌ସ ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ