ଭୂମିକମ୍ପ ନିରୋଧୀ ନିର୍ମାଣ ସହିତ ନିଜ ଘରକୁ କ୍ଷୟକ୍ଷତିରୁ ସୁରକ୍ଷିତ ରଖନ୍ତୁ

ଭୂମିକମ୍ପ କାରଣରୁ ଆପଣଙ୍କ ଘରର ଢାଞ୍ଚା ଦୋହଲିଥାଏ, ଯାହା ଫଳରେ ତାହା କ୍ଷତିଗ୍ରସ୍ତ ହୋଇଯାଏ । ତେଣୁ, ଭୂମିକମ୍ପର ପ୍ରଭାବକୁ ଯେପରି ଆପଣଙ୍କ ଘର ସହନ କରିପାରିବ ତାହାକୁ ସୁନିଶ୍ଚିତ କରିବା ପାଇଁ କେତୋଟି କଥା ଧ୍ୟାନରେ ରଖିବା ଆବଶ୍ୟକ ଅଟେ । ନିର୍ମାଣ ପ୍ରକ୍ରିୟା ସମୟରେ ନିଜର ଘରକୁ ଭୂମିକମ୍ପ-ନିରୋଧୀ କରିବା ପାଇଁ ଏଠାରେ କେତୋଟି ସରଳ ଉପାୟ ଦିଆଯାଇଛି ।

ଆପଣଙ୍କ ଅଞ୍ଚଳରେ ଭୂମିକମ୍ପର ତୀବ୍ରତା ଏବଂ ବାରମ୍ବାରତାକୁ ଆଧାର କରି, ଏକ ନିର୍ମାଣ ପ୍ଲାନ୍ ତିଆରି କରିବା ଲାଗି ଜଣେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରଙ୍କ ସହ ପରାମର୍ଶ କରନ୍ତୁ ।

ଭୂମିକମ୍ପଜନିତ କ୍ଷତିକୁ ନ୍ୟୂନତମ କରିବା ପାଇଁ, ଆପଣଙ୍କ ଘରଟି ଯେପରି ଏକ ସମତଳ ଭୂମି ଉପରେ ସମାନ ଢଙ୍ଗରେ ନିର୍ମିତ ହୁଏ ତାହା ସୁନିଶ୍ଚିତ କରନ୍ତୁ ।

ମନେରଖନ୍ତୁ, ଘରର କଣରେ କବାଟ ଓ ଝରକା ତିଆରି କରନ୍ତୁ ନାହିଁ ।

ବାହ୍ୟ କାନ୍ଥଗୁଡ଼ିକର ଘରର କବାଟ ଓ ଝରକା ଉପରେ ଏକ ନିରବଚ୍ଛିନ୍ନ ଲିଣ୍ଟେଲ୍ ବିମ୍ (ନିମଟାଲ) ରହିବା ଉଚିତ୍ ।

ସ୍ଲାବ୍ ଉପରେ ଏକ ନିରବଚ୍ଛିନ୍ନ ବିମ୍ ରଖନ୍ତୁ ।

ଏକ୍ସପର୍ଟ ଗୃହନିର୍ମାଣ ସମାଧାନ ଓ ଟିପ୍ସ ପାଇଁ, ଅନୁସରଣ କରିବା ଜାରି ରଖନ୍ତୁ #ବାତ୍ ଘର କି...ଅଲଟ୍ରାଟେକ୍ ସିମେଣ୍ଟ ତରଫରୁ

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ