Stages of Building New Home

ଜମି କିଣୁଛନ୍ତି କି? ଏହିସବୁ କଥାଗୁଡ଼ିକୁ ଯାଞ୍ଚ କରିବାକୁ ଭୁଲନ୍ତୁ ନାହିଁ ।

ନିଜ ଘର ତିଆରି ପାଇଁ ଜମି କିଣିବା ଏକ ଅପରିବର୍ତ୍ତନୀୟ ନିଷ୍ପତ୍ତି ହୋଇଥାଏ । ଏହାର ଅର୍ଥ ହେଉଛି ଆପଣ ଥରେ ତାହାକୁ କ୍ରୟ କରିସାରିବା ପରେ, ଏହା ଏପରି ଏକ ପ୍ରତିବଦ୍ଧତା ହୋଇଯାଏ ଯାହାକୁ ଆପଣ ବଦଳାଇପାରିବେ ନାହିଁ କିମ୍ବା ଯଦି ବଦଳାଇବାର ଚେଷ୍ଟା କରନ୍ତି ତେବେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ତେଣୁ, ଜମି କ୍ରୟ କରିବା ପୂର୍ବରୁ 6

ଏହି 6ଟି କଥାକୁ ବିଚାରକୁ ନିଅନ୍ତୁ:

 
1

ଆପଣ କିଣୁଥିବା ଜମି ଆଇନଗତ ବିବାଦରୁ ମୁକ୍ତ ଅଛି ତ? ଜମିର ନିଶ୍ଚିତ ଆଇନଗତ ସ୍ଥିତିକୁ ଯାଞ୍ଚ କରିବା ପାଇଁ, ଭଲଭାବେ ବ୍ୟାକଗ୍ରାଉଣ୍ଡ ଚେକ୍ କରନ୍ତୁ ଏବଂ ପରବର୍ତ୍ତୀ ସମେତ ଅନେକ ସମସ୍ୟା ଓ ମୁଣ୍ଡବିନ୍ଧାରୁ ବଞ୍ଚିବା ପାଇଁ ସମସ୍ତ ମାଲିକ (ଯଦି ଏକାଧିକ ମାଲିକ ହୋଇଥାନ୍ତି)ଙ୍କଠାରୁ ଏକ ରିଲିଜ୍ ପ୍ରମାଣପତ୍ର ହାସଲ କରିନିଅନ୍ତୁ ।

6

ନିଜର ଫ୍ଲୋର୍ ଏରିଆ ରେସିଓ (ଏଫ୍ଏଆର୍) ଜାଣନ୍ତୁ । ଫ୍ଲୋର୍ ଏରିଆ ରେସିଓ ଆପଣଙ୍କୁ କହିଥାଏ କି ଆପଣ ପ୍ରକୃତରେ ପ୍ଲଟର ମୋଟ କ୍ଷେତ୍ରଫଳ ମଧ୍ୟରୁ କେତେ ଜାଗାକୁ ନିର୍ମାଣ ପାଇଁ ବ୍ୟବହାର କରିପାରିବେ । ସହର ଓ ପୌରାଞ୍ଚଳ ଭଳି ନିର୍ଦ୍ଦିଷ୍ଟ କେତେକ ସ୍ଥାନଗୁଡ଼ିକରେ, ଜୋନିଂ ଓ ପ୍ଲାନିଂ ନିୟମାବଳୀକୁ ବଜାୟ ରଖିବା ପାଇଁ ସହରାଞ୍ଚଳ ନିୟୋଜନ ବିଭାଗ ଦ୍ୱାରା ଏଫ୍ଏଆର୍ ସ୍ଥିର କରାଯାଇଥାଏ ।

5

ଗୁରୁତ୍ୱପୂର୍ଣ୍ଣ ସୁବିଧାଗୁଡ଼ିକ ପ୍ରତି ଜମିର ପହଞ୍ଚ ଅଛି କି? ଏହା ସହିତ ସହଜରେ ମୁଖ୍ୟ ସଡ଼କ, ହସ୍ପିଟାଲ୍, ସ୍କୁଲ୍, ପାଣି ଓ ବିଜୁଳି ସେବା ସହ ସଂଯୋଗ ରହିଥିବା ଆବଶ୍ୟକ ।

2

ଆପଣଙ୍କୁ ଜମି ବିକ୍ରି କରୁଥିବା ଲୋକ(ମାନ)ଙ୍କର ଏହି କାର୍ଯ୍ୟ ପାଇଁ ଆଇନଗତ ଅଧିକାର ଅଛି କି? ଏହାକୁ ନିଶ୍ଚିତ କରିବା ପାଇଁ ସେ ସମସ୍ତ ଆବଶ୍ୟକତୀୟ ଆଇନଗତ କାଗଜପତ୍ର ଦେଇପାରିବେ କି? ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ କାଗଜପତ୍ରକୁ ଯାଞ୍ଚ କରିନିଅନ୍ତୁ ।

3

ଆପଣ ବ୍ୟାଙ୍କରୁ ଋଣ ନେଉଛନ୍ତି କି? ଏହା ଧ୍ୟାନରେ ରଖନ୍ତୁ ଯେ, କେତେକ ବ୍ୟାଙ୍କ କ୍ଷେତ୍ରରେ ଜମି କ୍ରୟର ଛଅ ମାସ ମଧ୍ୟରେ ଆପଣଙ୍କୁ ନିଜ ଘରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଆବଶ୍ୟକ ହୋଇଥାଏ । ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ସର୍ତ୍ତାବଳୀକୁ ଆଗୁଆ ବୁଝିନିଅନ୍ତୁ ଏବଂ ଆପଣଙ୍କର ଶୁଝିବା କ୍ଷମତାକୁ ସୁହାଉଥିବା ଇଏମ୍ଆଇ ପ୍ଲାନ୍ ବାଛନ୍ତୁ

4

ଆପଣ ମାଟିରେ ଜଳ ପରୀକ୍ଷା କରାଇଛନ୍ତି କି? ଏହି ପଦକ୍ଷେପକୁ ଭୁଲନ୍ତୁ ନାହିଁ; ଘର ନିର୍ମାଟ ପାଇଁ ଜମିଟି ଉପଯୁକ୍ତ କି ନୁହେଁ ଏହା ସୁନିଶ୍ଚିତ କରିବା ପାଇଁ ଜଣେ ଲାଇସେନ୍ସପ୍ରାପ୍ତ ସିଭିଲ ଇଞ୍ଜିନିୟରଙ୍କୁ ନିୟୋଜିତ କରନ୍ତୁ ।

5

ଗୁରୁତ୍ୱପୂର୍ଣ୍ଣ ସୁବିଧାଗୁଡ଼ିକ ପ୍ରତି ଜମିର ପହଞ୍ଚ ଅଛି କି? ଏହା ସହିତ ସହଜରେ ମୁଖ୍ୟ ସଡ଼କ, ହସ୍ପିଟାଲ୍, ସ୍କୁଲ୍, ପାଣି ଓ ବିଜୁଳି ସେବା ସହ ସଂଯୋଗ ରହିଥିବା ଆବଶ୍ୟକ ।

6

ନିଜର ଫ୍ଲୋର୍ ଏରିଆ ରେସିଓ (ଏଫ୍ଏଆର୍) ଜାଣନ୍ତୁ । ଫ୍ଲୋର୍ ଏରିଆ ରେସିଓ ଆପଣଙ୍କୁ କହିଥାଏ କି ଆପଣ ପ୍ରକୃତରେ ପ୍ଲଟର ମୋଟ କ୍ଷେତ୍ରଫଳ ମଧ୍ୟରୁ କେତେ ଜାଗାକୁ ନିର୍ମାଣ ପାଇଁ ବ୍ୟବହାର କରିପାରିବେ । ସହର ଓ ପୌରାଞ୍ଚଳ ଭଳି ନିର୍ଦ୍ଦିଷ୍ଟ କେତେକ ସ୍ଥାନଗୁଡ଼ିକରେ, ଜୋନିଂ ଓ ପ୍ଲାନିଂ ନିୟମାବଳୀକୁ ବଜାୟ ରଖିବା ପାଇଁ ସହରାଞ୍ଚଳ ନିୟୋଜନ ବିଭାଗ ଦ୍ୱାରା ଏଫ୍ଏଆର୍ ସ୍ଥିର କରାଯାଇଥାଏ ।

4

ଆପଣ ମାଟିରେ ଜଳ ପରୀକ୍ଷା କରାଇଛନ୍ତି କି? ଏହି ପଦକ୍ଷେପକୁ ଭୁଲନ୍ତୁ ନାହିଁ; ଘର ନିର୍ମାଟ ପାଇଁ ଜମିଟି ଉପଯୁକ୍ତ କି ନୁହେଁ ଏହା ସୁନିଶ୍ଚିତ କରିବା ପାଇଁ ଜଣେ ଲାଇସେନ୍ସପ୍ରାପ୍ତ ସିଭିଲ ଇଞ୍ଜିନିୟରଙ୍କୁ ନିୟୋଜିତ କରନ୍ତୁ ।

ଜମି କିଣିବା ପୂର୍ବରୁ ଆପଣଙ୍କ ନିକଟରେ

ଏହି 6ଟି ଆଇନଗଦ ଦସ୍ତାବିଜ ରହିଥିବା ଜରୁରୀ

ବିଲଡିଂ ଅନୁମୋଦନ ପାଇଁ ଆପଣ ଆବଶ୍ୟକ

କରୁଥିବା 8 ଦସ୍ତାବିଜ

ଯୋଜନା
ସ୍ୱୀକୃତି
ଲାଇସେନ୍ସ

ପାୱାର୍
ଅଫ୍
ଆଟର୍ଣ୍ଣି

ଖାତା
ପ୍ରମାଣପତ୍ର

କୌଣସି ଆପତ୍ତି
ନାହିଁ
ପ୍ରମାଣପତ୍ର
(NOC)

ସଦ୍ୟତମ
ଆୟକର
ରସିଦ୍

ଜମି
ମାଲିକାନା
ପ୍ରମାଣପତ୍ର

ସତ୍ୟପାଠ
ଏବଂ
ପରିଚୟ
ବଣ୍ଡ୍

ସ୍ୱୀକୃତି

ଯୋଜନା

ମନେରଖନ୍ତୁ, ଆପଣଙ୍କ ଘର ଯେତିକି ମହତ୍ତ୍ୱପୂର୍ଣ୍ଣ, ଯେଉଁ ଜମି ଉପରେ ଆପଣ ନିର୍ମାଣ କରୁଛନ୍ତି ତାହା ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ । ଉପଯୁକ୍ତ ଯୋଜନା କରନ୍ତୁ ଏବଂ ଏକ ସୁଚିନ୍ତିତ କ୍ରୟ କରନ୍ତୁ ।

ଅଧିକ ବିଶେଷଜ୍ଞ ଉପଦେଶ ପାଇଁ, ଆମର ଘର-ନିର୍ମାଣ ଆଲେଖ୍ୟ ଓ ଭିଡିଓଗୁଡ଼ିକର ଶୃଙ୍ଖଳା ଦେଖନ୍ତୁ ।

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ