ସୁଚାରୁ ପରିବହନକୁ ସମ୍ଭବ କରୁଛି

ଯଶବନ୍ତପୁର-ନେଲମଙ୍ଗଲା ଏକ୍ସପ୍ରେସ୍ ୱେ ଏକ ଉଲ୍ଲେଖନୀୟ ଭିତ୍ତିଭୂମିଗତ ପ୍ରସ୍ତୁତି ଅଟେ, ଯାହାର ଉପଯୋଗ ପ୍ରାୟତଃ ଅଞ୍ଚଳର ଭିତ୍ତିଭୂମିଗତ ବିକାଶରେ ଉତ୍କୃଷ୍ଟତାକୁ ଦର୍ଶାଇବା ପାଇଁ କରାଯାଇଥାଏ ।  ଅଲଟ୍ରାଟେକ୍ ଏହି ପ୍ରକଳ୍ପର ଏକମାତ୍ର ଯୋଗାଣକାରୀ ହେବା ସହିତ, ଅଞ୍ଚଳର ବିକାଶକୁ ଗତି ପ୍ରଦାନ କରିବାରେ ମଧ୍ୟ ଭାଗୀଦାର ଅଟେ ।  କମ୍ପାନୀ ଏକ ସମର୍ପିତ ସମୂହ ସହିତ ପ୍ରକଳ୍ପ ପ୍ରଦାନ କରିଛି ଯେଉଁଥିରେ ଯୋଜନା ଟିମ୍, ଭଣ୍ଡାରଣ ଟିମ୍ ଏବଂ ବିଶିଷ୍ଟ ନିର୍ମାଣ ଓ ପ୍ରକଳ୍ପ ପ୍ରବନ୍ଧକଙ୍କୁ ମଧ୍ୟ ସାମିଲ କରାଯାଇଥିଲା । 

ଅଲଟ୍ରାଟେକ୍ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଟ୍ରକ୍ ଗୁଡ଼ିକର ଏକ ସମର୍ପିତ ଫ୍ଲିଟ୍ କୁ ମଧ୍ୟ ନିୟୋଜିତ କରିଥିଲା ।  ଏହା ଅତିରିକ୍ତ, କମ୍ପାନୀ ଭୂମିଗତ କାର୍ଯ୍ୟଗୁଡ଼ିକ ପାଇଁ ସ୍ଲାଗ୍ ସିମେଣ୍ଟ ପ୍ରସ୍ତୁତ କରିଥିଲା ଏବଂ ମିଶ୍ରିତ ଡିଜାଇନଗୁଡ଼ିକୁ ଆବଶ୍ୟକତା ଅନୁଯାୟୀ ଅନୁକୂଳ ସ୍ୱରୂପ ପ୍ରଦାନ କରିବା ପାଇଁ ଗବେଷଣା ଓ ବିକାଶ କାର୍ଯ୍ୟ ମଧ୍ୟ ସମ୍ପାଦନ କରିଥିଲା, ଯାହାର ପରିଣାମସ୍ୱରୂପ ବହୁ ମାତ୍ରାରେ ସିମେଣ୍ଟ ସଞ୍ଚୟ କରାଯାଇପାରିଥିଲା ।  ଏହା ଅଲଟ୍ରାଟେକ୍ ତରଫରୁ ନିଜ ଗ୍ରାହକଙ୍କୁ ସର୍ବାଧିକ ସମ୍ଭବ ‘ଗୁଣବତ୍ତା’ ପ୍ରଦାନ କରିବାର ଆଉ ଏକ ପ୍ରୟାସ ଥିଲା ।  6-ଲେନ୍ ବିଶିଷ୍ଟ ଏକ୍ସପ୍ରେସ୍ ୱେ 19.1 କିଲୋମିଟର ଲମ୍ବା ଅଟେ ଏବଂ ଏହାଦ୍ୱାରା ଯାତ୍ରାର ସମୟ ବହୁ ମାତ୍ରାରେ ହ୍ରାସିତ ହେବାର ସମ୍ଭାବନା ରହିଛି ।  ଏହି ପ୍ରକଳ୍ପ ପୀନ୍ୟା ଅଞ୍ଚଳରେ ଟ୍ରାଫିକ୍ ଜମା ସମସ୍ୟାକୁ ସମାପ୍ତ କରିବାରେ ପ୍ରମୁଖ ଭୂମିକା ତୁଲାଇବ ।  ପ୍ରକଳ୍ପ ପାଇଁ ସିମେଣ୍ଟର ଏକମାତ୍ର ଯୋଗାଣକାରୀ ଭାବେ, ଅଲଟ୍ରାଟେକ୍ ଏହି ବିକାଶରେ ପ୍ରମୁଖ ଭୂମିକା ତୁଲାଇଛି । 

86 ହଜାର ମେଟ୍ରିକ୍ ଟନ୍ ଅଲଟ୍ରାଟେକ୍ ସିମେଣ୍ଟ ବ୍ୟବହୃତ ହୋଇଛି

ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ

ବେଙ୍ଗାଲୁରୁ ମେଟ୍ରୋ ରେଳ |
ଉପକୂଳ ଗୁଜୁରାଟ ଶକ୍ତି |
ପିମ୍ପଲଗାଓଁ-ନାଶିକ୍-ଗୋଣ୍ଡେ ରୋଡ୍ |

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ