ବେଙ୍ଗାଲୁରୁର ଗୌରବ

ବେଙ୍ଗାଲୁରୁ ମେଟ୍ରୋ ରେଳ ପ୍ରକଳ୍ପ ସେହି ସହରର ଉତ୍କୃଷ୍ଟତମ ଲ୍ୟାଣ୍ଡମାର୍କ ଭିତ୍ତିଭୂମି ପ୍ରକଳ୍ପ ଅଟେ ।  ଏହି ପ୍ରକଳ୍ପ 42.3 କିମି କ୍ଷେତ୍ରରେ ବିସ୍ତାରିତ ହେବ । କାର୍ଯ୍ୟାନ୍ୱୟନରେ ଦକ୍ଷତା ପ୍ରାପ୍ତ କରିବା ପାଇଁ, ଏହାକୁ ଚାରିଟି ଏଲିଭେଟେଡ୍ ଭାଗରେ ବିଭାଜିତ କରାଯାଇଛି, ଯେଉଁଗୁଡ଼ିକ ପ୍ରତ୍ୟେକ ‘ରିଚ୍’ ନାମରେ ପରିଚିତ । ଅଲଟ୍ରାଟେକ୍ ଏହି ଉଦ୍ୟମରେ ଅତ୍ୟଧିକ ଯୋଗଦାନ ଦେଇଛି । ପ୍ରକଳ୍ପର ପ୍ରଥମ ରିଚ୍ ରେ କମ୍ପାନୀ 0.79 ଲକ୍ଷ ମେଟ୍ରିକ ଟନ୍ ସିମେଣ୍ଟ ଯୋଗାଣ କରିଛି, ଯାହାଦ୍ୱାରା ସେହି ରିଚ୍ ରେ ଏହା ବ୍ୟବସାୟର 100% ଭାଗ ହାସଲ କରିପାରିଛି । ପୂର୍ବ-ପଶ୍ଚିମ କରିଡର୍ ରିଚ୍-1 ଓ ରିଚ୍-2କୁ ସଂଯୋଗ କରୁଥିବା ଦୁଇଟି ଭୂତଳ ସେକ୍ସନ ଏବଂ ଉତ୍ତର-ଦକ୍ଷିଣ କରିଡର୍ ରେ ରିଚ୍-3 ଏବଂ ରିଚ୍-4 ମଧ୍ୟ ନିର୍ମାଣାଧୀନ ଅଛି ।

ପ୍ରଥମ ରିଚ୍ 7.4 କିମିର ଦୂରତା ଅତିକ୍ରମ କରି ଏମ୍.ଜି. ରୋଡ୍ କୁ ବ୍ୟପନହଲ୍ଲୀ ଟର୍ମିନାଲ ସହିତ ଯୋଡ଼ିଥାଏ । ରିଚ୍-1ର ଉଦଘାଟନ 20 ଅକ୍ଟୋବର 2011ରେ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର 2015 ସୁଦ୍ଧା ପ୍ରସ୍ତୁତ ହୋଇଯିବ । ସମ୍ପୂର୍ଣ୍ଣ ହୋଇଗଲା ପରେ, ଏହି ପ୍ରକଳ୍ପ ବେଙ୍ଗାଲୁରୁ ବାସୀଙ୍କ ଗମନାଗମନ କଷ୍ଟକୁ ଲାଘବ କରିବ । ଏହା ଅଲଟ୍ରାଟେକ୍ ର ଉତ୍କୃଷ୍ଟ ଗୁଣବତ୍ତା ଓ ସେବାର କୀର୍ତ୍ତିମାନ ସ୍ଥାପିତ କରିବ ।  ଏବଂ ଏହା ରାଷ୍ଟ୍ରନିର୍ମାଣରେ ସହଭାଗୀ ହେବାର ଅଲଟ୍ରାଟେକ୍ ର ଲକ୍ଷ୍ୟରେ ମଧ୍ୟ ଯୋଗଦାନ କରିବ ।

0.37 ମିଲିୟନ୍ ମେଟ୍ରିକ୍ ଟନ୍ ଅଲଟ୍ରାଟେକ୍ ସିମେଣ୍ଟ ବ୍ୟବହୃତ ହୋଇଛି

ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ

ଉପକୂଳ ଗୁଜୁରାଟ ଶକ୍ତି |
ଉଚ୍ଚତର ଏକ୍ସପ୍ରେସ ରାଜପଥ |
ପିମ୍ପଲଗାଓଁ-ନାଶିକ୍-ଗୋଣ୍ଡେ ରୋଡ୍ |

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ