ନିରନ୍ତର ସଙ୍କୁଚିତ ହେଉଥିବା ଦୂରତା

‘ରାଜୀବ ଗାନ୍ଧୀ ସି ଲିଙ୍କ୍’ ଭାବେ ପୁନଃନାମିତ ବାନ୍ଦ୍ରା-ୱର୍ଲି ସି ଲିଙ୍କ୍, 4.7 କିମି ଦୀର୍ଘ, ଯୁଗଳ 4-ଲେନ୍ ବିଶିଷ୍ଟ କ୍ୟାରଜେୱେ ଅଟେ, ଯାହାର ନିର୍ମାଣ ଅତ୍ୟାଧୁନିକ ସେଗମେଣ୍ଟାଲ୍ ଟେକ୍ନୋଲୋଜି ଦ୍ୱାରା କରାଯାଇଥିଲା ।  ଏହି ପ୍ରକଳ୍ପ ଏକାକୀ ଭାରତର ଭିତ୍ତିଭୂମିଗତ ସମ୍ଭାବନାର ପରିଧିକୁ ବିସ୍ତାରିତ କରିଦେଇଛି ।  ଏହା ସମ୍ଭବତଃ ଦେଶର ସର୍ବାଧିକ ମହତ୍ତ୍ୱାକାଂକ୍ଷୀ ଭିତ୍ତିଭୂମି ପ୍ରକଳ୍ପ ଅଟେ ।  ଏହି ଡ୍ରିମ୍ ପ୍ରୋଜେକ୍ଟକୁ ଅଲଟ୍ରାଟେକ୍ ଦ୍ୱାରା ଭୌତିକ ସାମର୍ଥ୍ୟ ପ୍ରଦାନ କରାଯାଇଛି ।  ଏହି ପ୍ରକଳ୍ପ ଲାଗି ସିମେଣ୍ଟର ଗୁଣବତ୍ତା ଅତ୍ୟଧିକ ଉତ୍କୃଷ୍ଟ ସ୍ତରର ହେବା ଆବଶ୍ୟକ ହେଉଥିଲା, କାରଣ ଏହାର ସ୍ତମ୍ଭଗୁଡ଼ିକୁ ସମୁଦ୍ର ଲହଡ଼ି କରାଳ ରୂପର ସାମ୍ନା କରିବାକୁ ହେବ ।  ଏଥିପାଇଁ, ‘ଅଲଟ୍ରାଟେକ୍ ସିମେଣ୍ଟ’ର ବିକଳ୍ପ ଚୟନ କରାଯିବା କୌଣସି ଆଶ୍ଚର୍ଯ୍ୟର କଥା ନ ଥିଲା । 

ଏହି ପ୍ରକଳ୍ପ ମୁମ୍ବାଇ ସହର ବ୍ୟବସାୟିକ କେନ୍ଦ୍ରକୁ ଏକ ସେତୁ ମାଧ୍ୟମରେ ସହର ଉପକଣ୍ଠ ସହିତ ଯୋଡ଼ିଥାଏ ଯାହାର ସ୍ତମ୍ଭ ଆରବ ସାଗରରେ ଅବସ୍ଥିତ ।  ଏହି ସେତୁ ଯାତ୍ରାର ସମୟକୁ ଉଲ୍ଲେଖନୀୟ ଭାବେ କମ୍ କରିଦେଇଛି ଏବଂ ମାହିମ କଜୱେରେ ଯାତାୟାତର ଭିଡ଼କୁ ହ୍ରାସ କରିବାରେ ସହାୟତା କରିଛି ।  ଏହି ସି-ଲିଙ୍କ୍ ମୁମ୍ବାଇ ନିବାସୀଙ୍କୁ ଦ୍ରୁତ ଓ ସୁରକ୍ଷିତ ଗମନାଗମନ ସୁବିଧା ପ୍ରଦାନ କରିଥାଏ ।  ଏବଂ ଅଲଟ୍ରାଟେକ୍ ଭାରତର ଅନ୍ୟତମ ସବୁଠାରୁ ମହତ୍ତ୍ୱାକାଂକ୍ଷୀ ଭିତ୍ତିଭୂମିଗତ ପ୍ରକଳ୍ପରେ ନିଜର ଭୌତିକ ସାମର୍ଥ୍ୟ ପ୍ରଦାନ କରି ଗର୍ବିତ । 

0.1 ମିଲିୟନ୍ ମେଟ୍ରିକ୍ ଟନ୍ ଅଲଟ୍ରାଟେକ୍ ସିମେଣ୍ଟ ବ୍ୟବହାର କରାଯାଇଥିଲା

ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ

ବେଙ୍ଗାଲୁରୁ ମେଟ୍ରୋ ରେଳ |
ଉପକୂଳ ଗୁଜୁରାଟ ଶକ୍ତି |
ଉଚ୍ଚତର ଏକ୍ସପ୍ରେସ ରାଜପଥ |

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ