ପ୍ରସ୍ତୁତ କରୁଛୁ
ଅଲ୍ଟ୍ରାଟେକ୍ କ୍ରାକ୍ ଫିଲର୍
ଏବେ ନିଜେ ମାତ୍ର ୫ ମିନିଟ୍ରେ ଫାଟଗୁଡ଼ିକୁ ଭରନ୍ତୁ
ଚାରିଟି ଲୋକପ୍ରିୟ ରଙ୍ଗ ଓ ସ୍ୱଚ୍ଛ ବର୍ଣ୍ଣରେ ଉପଲବ୍ଧ
ହ୍ୱାଇଟ୍
ଲାଇଟ୍ ୟେଲୋ
ଟ୍ରାନ୍ସପାରେଣ୍ଟ
ଲାଇଟ୍ ବ୍ଲ୍ୟୁ
କ୍ରିମ୍
୫୦ ଗ୍ରାମ୍ ଓ ୯୦ ଗ୍ରାମ୍ ପ୍ୟାକ୍ରେ ଉପଲବ୍ଧ
୫୦ ଗ୍ରାମ୍ ଓ ୯୦ ଗ୍ରାମ୍ ପ୍ୟାକ୍ରେ ଉପଲବ୍ଧ
୪୦ ଗ୍ରାମ୍ ଓ ୭୦ ଗ୍ରାମ୍ ପ୍ୟାକ୍ରେ ଉପଲବ୍ଧ
୫୦ ଗ୍ରାମ୍ ଓ ୯୦ ଗ୍ରାମ୍ ପ୍ୟାକ୍ରେ ଉପଲବ୍ଧ
୫୦ ଗ୍ରାମ୍ ଓ ୯୦ ଗ୍ରାମ୍ ପ୍ୟାକ୍ରେ ଉପଲବ୍ଧ
୫୦ ଗ୍ରାମ୍ ଓ ୯୦ ଗ୍ରାମ୍ ପ୍ୟାକ୍ରେ ଉପଲବ୍ଧ
୫୦ ଗ୍ରାମ୍ ଓ ୯୦ ଗ୍ରାମ୍ ପ୍ୟାକ୍ରେ ଉପଲବ୍ଧ
୪୦ ଗ୍ରାମ୍ ଓ ୭୦ ଗ୍ରାମ୍ ପ୍ୟାକ୍ରେ ଉପଲବ୍ଧ
୫୦ ଗ୍ରାମ୍ ଓ ୯୦ ଗ୍ରାମ୍ ପ୍ୟାକ୍ରେ ଉପଲବ୍ଧ
୫୦ ଗ୍ରାମ୍ ଓ ୯୦ ଗ୍ରାମ୍ ପ୍ୟାକ୍ରେ ଉପଲବ୍ଧ
ଟାଇଲ୍ ଯୋଡ଼େଇ
କାଠ ପୃଷ୍ଠଭାଗ
ଗ୍ରାନାଇଟ୍ ଯୋଡ଼େଇ
ମାର୍ବଲ୍ ଯୋଡ଼େଇ
କବାଟ ନିକଟସ୍ଥ ଫାଟ
ଝରକା ନିକଟସ୍ଥ ଫାଟ
ସ୍ୱିଚ୍ବୋର୍ଡ ନିକଟସ୍ଥ ଫାଟ
କଣ୍ଟାର କଣା
ଫଲ୍ସ ସିଲିଂରେ ଫାଟ ଓ କଣା
ପଦକ୍ଷେପ ୧
ଶୁଖିଲା କପଡ଼ାରେ ପୃଷ୍ଠଭାଗକୁ ସଫା କରନ୍ତୁ
ପଦକ୍ଷେପ ୨
ବ୍ୟବହାର ପୂର୍ବରୁ ଟ୍ୟୁବ୍କୁ ଭଲଭାବେ ହଲାଇଦିଅନ୍ତୁ
ପଦକ୍ଷେପ ୩
ଟ୍ୟୁବ୍କୁ ଚିପି ଫାଟଗୁଡ଼ିକୁ ଭରନ୍ତୁ
ପଦକ୍ଷେପ ୪
ଠିପି ସାହାଯ୍ୟରେ ଭରିଥିବା ସ୍ଥାନକୁ ସମାନ କରନ୍ତୁ ଓ ଅତିରିକ୍ତ ପେଷ୍ଟକୁ ଓଦା କପଡ଼ାରେ ପୋଛିଦିଅନ୍ତୁ
ପଦକ୍ଷେପ ୧
ଶୁଖିଲା କପଡ଼ାରେ ପୃଷ୍ଠଭାଗକୁ ସଫା କରନ୍ତୁ
ପଦକ୍ଷେପ ୨
ବ୍ୟବହାର ପୂର୍ବରୁ ଟ୍ୟୁବ୍କୁ ଭଲଭାବେ ହଲାଇଦିଅନ୍ତୁ
ପଦକ୍ଷେପ ୩
ଟ୍ୟୁବ୍କୁ ଚିପି ଫାଟଗୁଡ଼ିକୁ ଭରନ୍ତୁ
ପଦକ୍ଷେପ ୪
ଠିପି ସାହାଯ୍ୟରେ ଭରିଥିବା ସ୍ଥାନକୁ ସମାନ କରନ୍ତୁ ଓ ଅତିରିକ୍ତ ପେଷ୍ଟକୁ ଓଦା କପଡ଼ାରେ ପୋଛିଦିଅନ୍ତୁ
ପୃଷ୍ଠଭାଗର ଫାଟଗୁଡ଼ିକ ଦ୍ରୁତଗତିରେ କାୟା ବିସ୍ତାର କରିଥାଏ ଓ ପରବର୍ତ୍ତୀ ସମୟରେ ଏକ ମହଙ୍ଗା ସମସ୍ୟାରେ ପରିଣତ ହୋଇଥାଏ । ତାହା ସମସ୍ତଙ୍କ ଆଖିକୁ ଦୃଶ୍ୟମାନ ହେଉଥିବାରୁ ଆମର ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇଥାଏ ।
ମରାମତି କିମ୍ବା ଟଚ୍-ଅପ୍ ଜଞ୍ଜାଳପୂର୍ଣ୍ଣ ଓ ମହଙ୍ଗା ହେବା ସହିତ ସେଥିରେ ଅନେକ ସମୟ ମଧ୍ୟ ଆବଶ୍ୟକ ହୋଇଥାଏ । ଏହା କଲାପରେ ମଧ୍ୟ ଫାଟ ପୁଣି ଦେଖାଯିବାର ସମ୍ଭାବନା ରହିଥାଏ । ଅଲ୍ଟ୍ରାଟେକ୍ କ୍ରାକ୍ ଫିଲର୍ ଏକ ଅଭିନବ, ସହଜ ଏବଂ ସୁଲଭ ସମାଧାନ ଅଟେ, ଯାହା ଆପଣଙ୍କୁ ନିଜେ ନିଜେ ତୁରନ୍ତ ଫାଟ, ଜଏଣ୍ଟ, ଫାଙ୍କ ଓ କଣାଗୁଡ଼ିକୁ ଭରିବାରେ ସକ୍ଷମ କରିଥାଏ ।
ପୃଷ୍ଠଭାଗ ଫାଟଗୁଡ଼ିକ ସାଧାରଣତଃ ଧୀରେ ଧୀରେ ପୁନଃ ଦୃଶ୍ୟମାନ ହୋଇଥାଏ । ଆବଶ୍ୟକ ହୋଇଥିଲେ ଅଲଟ୍ରାଟେକ୍ କ୍ରାକ୍ ଫିଲର୍କୁ ପୁଣିଥରେ ପ୍ରୟୋଗ କରନ୍ତୁ ।
ଶୁଖିଲା/ଖରାଟିଆ ପାଗରେ ଅଲଟ୍ରାଟେକ୍ କ୍ରାକ୍ ଫିଲର୍ ଶୁଖିବା ପାଇଁ ୩୦ ମିନିଟ୍ ନେଇଥାଏ । ଆର୍ଦ୍ର/ଗୁଳୁଗୁଳିଆ ପାଗରେ ଏହା ଶୁଖିବା ପାଇଁ ୨୪ ଘଣ୍ଟା ସମୟ ଲାଗିପାରେ । ଆମର ପରାମର୍ଶ ଯେ ପ୍ରୟୋଗ କରିବା ପରେ ଆପଣ ତାହାକୁ ୨୪ ଘଣ୍ଟା ପାଇଁ ଶୁଖିବାକୁ ଦିଅନ୍ତୁ ।
ଅଲ୍ଟ୍ରାଟେକ୍ କ୍ରାକ୍ ଫିଲର୍ ଆପଣଙ୍କର ନିକଟତମ ସିମେଣ୍ଟ କିମ୍ବା ହାର୍ଡୱେର୍ ଦୋକାନରେ ଉପଲବ୍ଧ ।
ଆପଣ ଏହାକୁ ଅନଲାଇନ୍ରେ ଆମାଜନ୍ରୁ ମଧ୍ୟ କିଣିପାରିବେ ।
ବ୍ୟବହାରର ନିୟମ ଓ ସର୍ତ୍ତାବଳୀ ପାଇଁ ଏଠାରେ କ୍ଲିକ୍ କରନ୍ତୁ
This website uses cookies to serve content relevant for you and to improve your overall website
experience.
By continuing to visit this site, you agree to our use of cookies.
Accept
ତୁମର ପ୍ରଶ୍ନର ଉତ୍ତର ପାଅ |
ଆମେ ଦୃଷ୍ଟିକୁ ଏହା ଆସିଛି ଓ ଆମେ ଏହା ବୁଝୁଛୁ ଯେ, ନିର୍ଦ୍ଦିଷ୍ଟ କେତେକ ଖଳ ପ୍ରକୃତିର ବ୍ୟକ୍ତିବିଶେଷ ଜନସାଧାରଣଙ୍କୁ କମ୍ପାନୀର ଡିଷ୍ଟ୍ରିବ୍ୟୁଟରଶିପ୍ ଏବଂ ରିଟେଲ୍ ଆଉଟଲେଟ୍ ଡିଲରଶିପ୍ ଦେବା ଏବଂ ଅତ୍ୟନ୍ତ ରିହାତଯୁକ୍ତ ଦରରେ ବୃହତ୍ ପରିମାଣରେ ସିମେଣ୍ଟ/ଉତ୍ପାଦଗୁଡ଼ିକ ବିକ୍ରୟ କରିବାର ଆଳ ଦେଖାଇ ଲୋଭାନ୍ୱିତ କରୁଛନ୍ତି ଓ ତା’ ବଦଳରେ ଅଗ୍ରିମ ରାଶି ଦାବି କରୁଛନ୍ତି । ସେମାନେ ବେଆଇନ୍ ଭାବେ ଅଲଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍ (UTCL)ର ନାମ ଓ ଲୋଗୋ ବ୍ୟବହାର କରୁଛନ୍ତି ଏବଂ ନିଜକୁ UTCLର ପ୍ରାଧିକୃତ ପ୍ରତିନିଧି ହୋଇଥିବାର ଦାବି କରୁଛନ୍ତି ।
ଦୟାକରି ଧ୍ୟାନରେ ରଖନ୍ତୁ ଯେ, UTCL ଏସ୍ଏମ୍ଏସ୍, ହ୍ୱାଟ୍ସଆପ୍ ମେସେଜ୍, କଲ୍, ଇମେଲ୍ କିମ୍ବା କୌଣସି ସୋସିଆଲ ମିଡିଆ ମାଧ୍ୟମରେ ଏହାର ଉତ୍ପାଦଗୁଡ଼ିକୁ ବିକ୍ରି କରିବାର ଯାଚନା କରି ନ ଥାଏ । ଏହାଛଡ଼ା, ଏହା କଦାପି ଗ୍ରାହକଙ୍କୁ ସେଥିପାଇଁ ନେଟ୍ ବ୍ୟାଙ୍କିଙ୍ଗ୍ ଅଥବା ଅନ୍ୟ କୌଣସି ମାଧ୍ୟମରେ ଅଗ୍ରିମ ଦେୟ ପୈଠ କରିବାକୁ କହି ନ ଥାଏ ।
ଆମେ ଅନୁରୋଧ କରୁଛୁ ଯେ, ଏପରି ଅସାଧୁ ବ୍ୟକ୍ତିବିଶେଷଙ୍କ ଉପରେ ବିଶ୍ୱାସ ଓ ଭରସା କରନ୍ତୁ ନାହିଁ ଏବଂ ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଅଲଟ୍ରାଟେକ୍ ଉତ୍ପାଦ ଯୋଗାଇବାଦେବାର ଭରସା ଦେଇ ନିଜ ବ୍ୟାଙ୍କ ଖାତାରେ ଅଗ୍ରିମ ଟଙ୍କା ପୈଠ କରିବାର ଦାବି କରୁଥାନ୍ତି, ତେବେ ଦୟାକରି ନିକଟତମ ଡିଲର୍ କିମ୍ବା ପ୍ରାଧିକୃତ ରିଟେଲ୍ ଷ୍ଟକିଷ୍ଟ ଅଥବା କମ୍ପାନୀର ଟୋଲ୍ ଫ୍ରି ନଂ. 1800 210 3311 ରେ ଏ ସମ୍ପର୍କିତ ସୂଚନା ଦିଅନ୍ତୁ ।
କୌଣସି ପ୍ରଶ୍ନ କିମ୍ବା ସହାୟତା ପାଇଁ, ଦୟାକରି ଆମର ଟୋଲ୍ ଫ୍ରି ନଂ. 1800 210 3311 ଡାଏଲ୍ କରନ୍ତୁ କିମ୍ବା ଆମର ଆନୁଷ୍ଠାନିକ ୱେବସାଇଟ୍ www.ultratechcement.com ପରିଦର୍ଶନ କରନ୍ତୁ ।
"ଅଲଟ୍ରାଟେକ୍ ଭାରତର ନଂ. 1 ସିମେଣ୍ଟ" – ବିବରଣୀ
Address
"B" Wing, 2nd floor, Ahura Center Mahakali Caves Road Andheri (East) Mumbai 400 093, India
© 2020 ସମସ୍ତ ଅଧିକାର ସଂରକ୍ଷିତ, ଅଲଟ୍ରାଟେକ୍ ସିମେଣ୍ଟ ଲିଃ