ମାର୍ଚ୍ଚ 25, 2019
ନିଜର ଘର ତିଆରି କରିବା ପାଇଁ କଦାପି ସମୁଦ୍ର କିମ୍ବା ମରୁଭୂମିର ବାଲି ବ୍ୟବହାର କରନ୍ତୁ ନାହିଁ । ଏହି ବାଲିଗୁଡ଼ିକ ଦେଖିବାକୁ ଚକଚକିଆ ହୋଇଥିଲେ ହେଁ, ସେଗୁଡ଼ିକ ଅତି ସରୁ ଓ ଗୋଲାକାର ହୋଇଥାଏ । ଏ ପ୍ରକାର ବାଲିର ଉପଯୋଗ ଢାଞ୍ଚାକୁ ଦୁର୍ବଳ କରିପାରେ । ଅଧିକନ୍ତୁ, ସମୁଦ୍ର ବାଲିରେ ଲବଣ ଅଂଶ ରହିଥାଏ ଯାହା ଷ୍ଟିଲ୍ ଓ ପ୍ଲାଷ୍ଟର୍ ପାଇଁ ଖରାପ ଅଟେ।
ଦୀର୍ଘମିଆଦରେ, ଏପରି ବାଲିର ଉପଯୋଗ ଆପଣଙ୍କ ଘରର ସ୍ଥାୟିତ୍ୱ ଏବଂ ସୁଦୃଢ଼ତା ଉପରେ ନକାରାତ୍ମକ ପ୍ରଭାବ ପକାଇବ । ପରିବେଶ ପ୍ରତି କ୍ଷତିକାରକ ପ୍ରଭାବ କାରଣରୁ, ସରକାର ନିକଟ ଅତୀତରେ ନଈ ବାଲିର ଅତ୍ୟଧିକ ଖନନ ଉପରେ କଟକଣାକୁ କଡ଼ାକଡ଼ି କରିଛନ୍ତି । ହ୍ରାସିତ ଯୋଗାଣ କାରଣରୁ, ଆପଣଙ୍କର କଣ୍ଟ୍ରାକ୍ଟର ଆପଣଙ୍କୁ ତା’ ବଦଳରେ ସମୁଦ୍ର କିମ୍ବା ମରୁଭୂମି ବାଲି ବ୍ୟବହାର କରିବାର ପ୍ରସ୍ତାବ ଦେଇପାରନ୍ତି; ଦୟାକରି ତାଙ୍କୁ ଏହା ନ କରିବାର ଉପଦେଶ ଦିଅନ୍ତୁ । ଘର ନିର୍ମାଣ ପାଇଁ କେବଳ ନଈ ବାଲି କିମ୍ବା ବିନିର୍ମିତ ବାଲି ବ୍ୟବହାର କରିବା ଉପରେ ଜୋର୍ ଦିଅନ୍ତୁ ।
This website uses cookies to serve content relevant for you and to improve your overall website
experience.
By continuing to visit this site, you agree to our use of cookies.
Accept
ତୁମର ପ୍ରଶ୍ନର ଉତ୍ତର ପାଅ |
"ଅଲଟ୍ରାଟେକ୍ ଭାରତର ନଂ. 1 ସିମେଣ୍ଟ" – ବିବରଣୀ
Address
"B" Wing, 2nd floor, Ahura Center Mahakali Caves Road Andheri (East) Mumbai 400 093, India
© 2020 ସମସ୍ତ ଅଧିକାର ସଂରକ୍ଷିତ, ଅଲଟ୍ରାଟେକ୍ ସିମେଣ୍ଟ ଲିଃ