ବିର୍ଲା ହ୍ୱାଇଟ୍ ପୁଟ୍ଟିର ଉପଯୋଗ

ଆପଣଙ୍କର ପେଣ୍ଟ୍ ଏହାର ପ୍ରକୃତ ରଙ୍ଗକୁ ବଜାୟ ରଖିବା ଜରୁରୀ ହୋଇଥାଏ, ଯାହାଦ୍ୱାରା ଆପଣଙ୍କ ଘର ଜୀବନ୍ତ ପ୍ରତୀୟମାନ ହୋଇଥାଏ । ଅସଲି ହ୍ୱାଇଟ୍ ପୁଟ୍ଟି ସହାୟତାରେ ଏହା ହାସଲ କରାଯାଇପାରିବ । ଏହା ହେଉଛି ଧଳା ସିମେଣ୍ଟ ଆଧାରିତ, ଜଳନିରୋଧି ପୁଟ୍ଟି । ଏହାର ଗୁଣମାନ ଏବଂ ଉପଯୋଗ ଉପରେ ଆସନ୍ତୁ ନଜର ପକାଇବା ।

Uses of Birla White Putty

1.

ବିର୍ଲା ହ୍ୱାଇଟ୍ ପୁଟ୍ଟି ଉତ୍ତମ ବଣ୍ଡିଂ ଏବଂ କଭରେଜ୍ ପ୍ରଦାନ କରିବା ସହିତ ଏହାର ସ୍ମୁଥ୍ ଫିନିଶ୍ ଏହାକୁ ରଙ୍ଗ ପାଇଁ ସର୍ବୋପଯୁକ୍ତ କରିଥାଏ ।

2.

ଏହା ପ୍ଲାଷ୍ଟର ଛାଡ଼ିବା, ଶିଉଳି ଓ ଫିମ୍ପିକୁ ପ୍ରତିରୋଧ କରିଥାଏ ଏବଂ ପୃଷ୍ଠଭାଗକୁ ଏକ ଚିକ୍କଣ ତଥା ଚକଚକିଆ ରୂପ ପ୍ରଦାନ କରିଥାଏ ।

3.

ଏହାକୁ ପ୍ଲାଷ୍ଟର, RCC ତଥା କଂକ୍ରିଟ୍ ପୃଷ୍ଠଭାଗ ଉପରେ ସହଜରେ ଲଗାଇହୋଇଥାଏ । ପ୍ରୟୋଗ କରିବା ପୂର୍ବରୁ ପୃଷ୍ଠଭାଗକୁ ଓଦା କରିବା ସୁନିଶ୍ଚିତ କରିନିଅନ୍ତୁ ।

Birla Wall Care Putty: White Cement

6.

POP ତୁଳନାରେ ବିର୍ଲା ୱାଲ୍ କେୟାର୍ ପୁଟ୍ଟି ହେଉଛି ଏକ ଅଧିକ ଶ୍ରେୟସ୍କର ବିକଳ୍ପ । ଏହା POP ଭଳି ଜଳ ଅବଶୋଷଣ କରି ନ ଥାଏ, ଯାହାର ଅର୍ଥ ହେଉଛି ପେଣ୍ଟିଂ ପୂର୍ବରୁ ପ୍ରାଇମର୍ କୋଟିଂ ଲଗାଇବା ଆବଶ୍ୟକ ହୋଇ ନ ଥାଏ ।

4.

    ଦୁଇ ପ୍ରକାରର ପୁଟ୍ଟି ରହିଛି - ୱାଲ୍ କେୟାର୍ ଏବଂ ୱାଲ୍ କେୟାର୍ ପୁଟ୍ଟି ମ୍ୟାଟ୍ ଫିନିଶ୍ ।

5.

କାନ୍ଥଗୁଡ଼ିକର ଅସମାନ ପୃଷ୍ଠଭାଗକୁ ଢାଙ୍କିବା ପାଇଁ ପ୍ରଥମ. ୱାଲ୍ କେୟାର୍ ପୁଟ୍ଟି ମ୍ୟାଟ୍ ଫିନିଶ୍ ବ୍ୟବହାର କରାଯାଏ । ଭଲ ଫିନିଶ୍ ପାଇଁ ଏହାକୁ 2ଟି ପରସ୍ତରେ ପ୍ରୟୋଗ କରାଯାଏ, ଯେଉଁଠି ତାହାର ମୋଟେଇ 1.5 ମିମିରୁ ଅଧିକ ହୋଇ ନ ଥାଏ । ଏହି ପ୍ରକ୍ରିୟାରେ  ଆର୍ଦ୍ରତା ବଜାୟ ରଖିବା ବା କିଓରିଂର ଆବଶ୍ୟକତା ନ ଥାଏ ।

ଅଧିକ ବିଶେଷଜ୍ଞ ଘର ନିର୍ମାଣ ସମାଧାନ ଓ ଟିପ୍ସ ପାଇଁ, ଅଲଟ୍ରାଟେକ୍ ସିମେଣ୍ଟର #ବାଟଗାର୍କି | କୁ ଅନୁସରଣ କରିବା ଜାରି ରଖନ୍ତୁ ।

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ