ମାର୍ଚ୍ଚ 27, 2019
ନିର୍ମାଣର କେତୋଟି ପର୍ଯ୍ୟାୟ ଅଛି, ତାହା ପ୍ଲାନିଂ ପର୍ଯ୍ୟାୟରୁ ହିଁ ବୁଝିନେବା ଗୁରୁତ୍ୱପୂର୍ଣ୍ଣ । ଏହି ପର୍ଯ୍ୟାୟଗୁଡ଼ିକୁ ଧ୍ୟାନରେ ରଖି, ଗୃହ ନିର୍ମାତା ଉଭୟ ଘର ଓ ଆର୍ଥିକ ମାମଲାକୁ ଉତ୍ତମ ରୂପେ ପ୍ଲାନ୍ କରିବାରେ ସକ୍ଷମ ହୋଇପାରିଥାନ୍ତି ।
ଜଣେ ବ୍ୟକ୍ତିବିଶେଷ ଗୃହନିର୍ମାତା ନିର୍ମାଣର ତିନିଟି ମୁଖ୍ୟ ପର୍ଯ୍ୟାୟ ଉପରେ ଫୋକସ୍ କରିବା ଆବଶ୍ୟକ: ପ୍ଲାନିଂ, ନିର୍ମାଣ ଓ ଫିନିଶିଂ
ପ୍ଲାନିଂ: ଏହି ପର୍ଯ୍ୟାୟରେ, କୌଣସି ନିର୍ମାଣ କାର୍ଯ୍ୟ ହୋଇ ନ ଥାଏ, କିନ୍ତୁ ଏହି ପର୍ଯ୍ୟାୟରେ ଆପଣ ଯାହା ବାଛନ୍ତି ଓ ନିଷ୍ପତ୍ତି ନିଅନ୍ତି ତାହା ଆପଣଙ୍କ ବଜେଟ ଆବଣ୍ଟନ, ଉତ୍ପାଦ ଯୋଗାଣ ସମୟରେଖା ଓ ଆପଣଙ୍କ ଘରର ମୋଟାମୋଟି ରୂପରେଖକୁ ପ୍ରଭାବିତ କରିଥାଏ । ପ୍ଲାନିଂରେ ନିମ୍ନଲିଖିତ ସଂଶ୍ଳିଷ୍ଟ:
ନିର୍ମାଣ: ଏହି ପର୍ଯ୍ୟାୟରେ, ଆପଣଙ୍କ ଘର ଆକାର ପାଇବା ଆରମ୍ଭ କରିଥାଏ । ପ୍ରଥମ କାର୍ଯ୍ୟ ହେଉଛି, ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ କ୍ରୟ/ସଂଗ୍ରହ କରିବା, ଯଥା- ସିମେଣ୍ଟ, ବାଲି, ଇଟା, ପାଣି, ଗୋଡ଼ି । ସାମଗ୍ରୀଗୁଡ଼ିକୁ ପାଇବା ପରେ, ଆପଣଙ୍କ ଟିମ୍:
ଫିନିଶିଂ: ଏହି ପର୍ଯ୍ୟାୟରେ, ଘରର ସୌନ୍ଦର୍ଯ୍ୟୀକରଣ ଉପରେ ସମସ୍ତ ଧ୍ୟାନକୁ କେନ୍ଦ୍ରିତ କରାଯାଇଥାଏ ଏବଂ ଏହି ପର୍ଯ୍ୟାୟରେ ଆଭ୍ୟନ୍ତରୀଣ ଅଂଶ ବା ଇଣ୍ଟେରିୟର୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଆପଣଙ୍କ ଟିମ୍ ଛାତ କାମ, ମେଜିଆ କାମ, ରଙ୍ଗ କାମ ଏବଂ ଆପଣଙ୍କ ବାଥରୁମ୍, କିଚେନ୍, ୱାଶ୍ ବେସିନ୍ ଫିଟିଂ କାମ ସମ୍ପାଦନ କରିବେ ।
This website uses cookies to serve content relevant for you and to improve your overall website
experience.
By continuing to visit this site, you agree to our use of cookies.
Accept
ତୁମର ପ୍ରଶ୍ନର ଉତ୍ତର ପାଅ |
ଆମେ ଦୃଷ୍ଟିକୁ ଏହା ଆସିଛି ଓ ଆମେ ଏହା ବୁଝୁଛୁ ଯେ, ନିର୍ଦ୍ଦିଷ୍ଟ କେତେକ ଖଳ ପ୍ରକୃତିର ବ୍ୟକ୍ତିବିଶେଷ ଜନସାଧାରଣଙ୍କୁ କମ୍ପାନୀର ଡିଷ୍ଟ୍ରିବ୍ୟୁଟରଶିପ୍ ଏବଂ ରିଟେଲ୍ ଆଉଟଲେଟ୍ ଡିଲରଶିପ୍ ଦେବା ଏବଂ ଅତ୍ୟନ୍ତ ରିହାତଯୁକ୍ତ ଦରରେ ବୃହତ୍ ପରିମାଣରେ ସିମେଣ୍ଟ/ଉତ୍ପାଦଗୁଡ଼ିକ ବିକ୍ରୟ କରିବାର ଆଳ ଦେଖାଇ ଲୋଭାନ୍ୱିତ କରୁଛନ୍ତି ଓ ତା’ ବଦଳରେ ଅଗ୍ରିମ ରାଶି ଦାବି କରୁଛନ୍ତି । ସେମାନେ ବେଆଇନ୍ ଭାବେ ଅଲଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍ (UTCL)ର ନାମ ଓ ଲୋଗୋ ବ୍ୟବହାର କରୁଛନ୍ତି ଏବଂ ନିଜକୁ UTCLର ପ୍ରାଧିକୃତ ପ୍ରତିନିଧି ହୋଇଥିବାର ଦାବି କରୁଛନ୍ତି ।
ଦୟାକରି ଧ୍ୟାନରେ ରଖନ୍ତୁ ଯେ, UTCL ଏସ୍ଏମ୍ଏସ୍, ହ୍ୱାଟ୍ସଆପ୍ ମେସେଜ୍, କଲ୍, ଇମେଲ୍ କିମ୍ବା କୌଣସି ସୋସିଆଲ ମିଡିଆ ମାଧ୍ୟମରେ ଏହାର ଉତ୍ପାଦଗୁଡ଼ିକୁ ବିକ୍ରି କରିବାର ଯାଚନା କରି ନ ଥାଏ । ଏହାଛଡ଼ା, ଏହା କଦାପି ଗ୍ରାହକଙ୍କୁ ସେଥିପାଇଁ ନେଟ୍ ବ୍ୟାଙ୍କିଙ୍ଗ୍ ଅଥବା ଅନ୍ୟ କୌଣସି ମାଧ୍ୟମରେ ଅଗ୍ରିମ ଦେୟ ପୈଠ କରିବାକୁ କହି ନ ଥାଏ ।
ଆମେ ଅନୁରୋଧ କରୁଛୁ ଯେ, ଏପରି ଅସାଧୁ ବ୍ୟକ୍ତିବିଶେଷଙ୍କ ଉପରେ ବିଶ୍ୱାସ ଓ ଭରସା କରନ୍ତୁ ନାହିଁ ଏବଂ ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଅଲଟ୍ରାଟେକ୍ ଉତ୍ପାଦ ଯୋଗାଇବାଦେବାର ଭରସା ଦେଇ ନିଜ ବ୍ୟାଙ୍କ ଖାତାରେ ଅଗ୍ରିମ ଟଙ୍କା ପୈଠ କରିବାର ଦାବି କରୁଥାନ୍ତି, ତେବେ ଦୟାକରି ନିକଟତମ ଡିଲର୍ କିମ୍ବା ପ୍ରାଧିକୃତ ରିଟେଲ୍ ଷ୍ଟକିଷ୍ଟ ଅଥବା କମ୍ପାନୀର ଟୋଲ୍ ଫ୍ରି ନଂ. 1800 210 3311 ରେ ଏ ସମ୍ପର୍କିତ ସୂଚନା ଦିଅନ୍ତୁ ।
କୌଣସି ପ୍ରଶ୍ନ କିମ୍ବା ସହାୟତା ପାଇଁ, ଦୟାକରି ଆମର ଟୋଲ୍ ଫ୍ରି ନଂ. 1800 210 3311 ଡାଏଲ୍ କରନ୍ତୁ କିମ୍ବା ଆମର ଆନୁଷ୍ଠାନିକ ୱେବସାଇଟ୍ www.ultratechcement.com ପରିଦର୍ଶନ କରନ୍ତୁ ।
"ଅଲଟ୍ରାଟେକ୍ ଭାରତର ନଂ. 1 ସିମେଣ୍ଟ" – ବିବରଣୀ
Address
"B" Wing, 2nd floor, Ahura Center Mahakali Caves Road Andheri (East) Mumbai 400 093, India
© 2020 ସମସ୍ତ ଅଧିକାର ସଂରକ୍ଷିତ, ଅଲଟ୍ରାଟେକ୍ ସିମେଣ୍ଟ ଲିଃ