କାନ୍ଥର ଫିନିଶ୍ ଆପଣଙ୍କ ଘରକୁ ଏକ ନିଆରା ରୂପ ଦେବା ସହିତ ତାହାକୁ ସୁରକ୍ଷା ମଧ୍ୟ ଦେଇଥାଏ । କାନ୍ଥଗୁଡ଼ିକରେ ସାଧାରଣ ପଲସ୍ତରାର ଯୁଗ ଗଲାଣି ।
ଏକ ଚିକ୍କଣ ମ୍ୟାଟ୍ ଫିନିଟ୍ ଦେବା ପାଇଁ କାନ୍ଥରେ ସିମେଣ୍ଟ, ବାଲି ସ ପାଣିର ମସଲା ଲଗାଯାଇଥାଏ । ଏକ ସିମେଣ୍ଟ-ଟେକ୍ସଚର୍ ଫିନିଶ୍ ଆପଣଙ୍କ ଘରକୁ ଏକ ନିଆରା ରୂପ ଦେଇପାରିବ ।
କାନ୍ଥ ଓ ସିଲିଂରେ ସୂକ୍ଷ୍ମ ଡିଜାଇନ୍ ତିଆରି କରିବା ଓ ନିଜ ଘରର ସୌନ୍ଦର୍ଯ୍ୟକୁ ଉନ୍ନତ କରିବା ପାଇଁ ଆପଣ ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍ ବ୍ୟବହାର କରନ୍ତୁ ।
ଉଡେନ୍ ଟେକ୍ସଚର୍ଡ ଟାଇଲ୍ସ ମାଧ୍ୟମରେ ଆପଣ ଆପଣଙ୍କ ଘରକୁ ଏକ ଏଣ୍ଟିକ୍ ରୂପ ମଧ୍ୟ ଦେଇପାରିବେ ।
ଆପଣ ଆବଶ୍ୟକ କରୁଥିବା ୱାଲ୍ ଫିନିଶିଂ ସାମଗ୍ରୀ ଏବଂ ଅଧିକ ଏକ୍ସପର୍ଟ ସମାଧାନ ପାଇଁ, ଆପଣଙ୍କ ନିକଟତମ ଅଲଟ୍ରାଟେକ୍ ବିଲଡିଂ ସଲ୍ୟୁସନ୍ସ ଷ୍ଟୋର୍ ପରିଦର୍ଶନ କରନ୍ତୁ ।
ତୁମର ପ୍ରଶ୍ନର ଉତ୍ତର ପାଅ |