ନିଜ ବଜେଟକୁ ଟ୍ରାକ୍ କରନ୍ତୁ ଓ ଖର୍ଚ୍ଚ ବଞ୍ଚାନ୍ତୁ - ଜାଣନ୍ତୁ କିପରି

ମାର୍ଚ୍ଚ 25, 2019

ଘର ନିର୍ମାଣ ପୂର୍ବରୁ ଓ ଘର ନିର୍ମାଣ ସମୟରେ ଆପଣଙ୍କର ସବୁଠାରୁ ବଡ଼ ଚିନ୍ତା ଥାଏ ବଜେଟର ପରିଚାଳନା । ବଜେଟ ଉପରେ ନଜର ରଖିବାର ସର୍ବାଧିକ ବ୍ୟାପକ ଭାବେ ବ୍ୟବହୃତ ହେଉଥିବା ପଦ୍ଧତି ହେଉଛି ଏକ ବଜେଟ୍ ଟ୍ରାକର୍ ର ବ୍ୟବହାର ।

ବଜେଟ ଟ୍ରାକର୍ ହେଉଛି ଏକ ଲେଜର୍ ଯେଉଁଠି ଆପଣ ସମସ୍ତ ଟଙ୍କାପଇସା ବାବଦୀୟ ନେଣଦେଣକୁ ଟିପି ରଖନ୍ତି ।

ଟ୍ରାକର୍ ର ଅଂଶବିଶେଷ ଭାବେ, ଆପଣ ନିମ୍ନଲିଖିତକୁ ଟିପି ରଖିବା ଆବଶ୍ୟକ:

•    ପ୍ରକଳ୍ପର ମୋଟାମୋଟି ଖର୍ଚ୍ଚର ପ୍ରାରମ୍ଭିକ ଆକଳନ (ଏକ ଆପାତକାଳୀନ ପାଣ୍ଠି ଭାବେ 10-15% ଅଲଗା କରି ରଖନ୍ତୁ

•    ନିର୍ମାଣର ପ୍ରତ୍ୟେକ ଦିବସ ଶେଷରେ, ସମସ୍ତ ଖର୍ଚ୍ଚକୁ ଅପଡେଟ୍ କରନ୍ତୁ ଓ ବଳକା ଯାଞ୍ଚ କରନ୍ତୁ ।

•    ସପ୍ତାହ ଆରମ୍ଭରେ, ସମ୍ପୃକ୍ତ ସପ୍ତାହ ପାଇଁ ଏକ ଖର୍ଚ୍ଚ ଆକଳନ ବା କଷ୍ଟ୍ ଏଷ୍ଟିମେଟ୍ ପ୍ରସ୍ତୁତ କରନ୍ତୁ ଓ ତାହାକୁ ଅନୁସରଣ କରିବାର ଚେଷ୍ଟା କରନ୍ତୁ ।

ଏକ ସବିଶେଷ ଲେଜର୍ ରକ୍ଷଣାବେକ୍ଷଣ କରି ଆପଣ ଖର୍ଚ୍ଚଗୁଡ଼ିକୁ ଆୟତ୍ତାଧୀନ ରଖିବା ସହିତ, ଭବିଷ୍ୟତରେ ଆର୍କିଟେକ୍ଟ, ଠିକାଦାର କିମ୍ବା ଇଞ୍ଜିନିୟରଙ୍କ ସହିତ କୌଣସି ବିବାଦ ବିରୁଦ୍ଧରେ ନିଜକୁ ନିରାପତ୍ତା ଯୋଗାଇପାରିବେ ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ