ଆପଣଙ୍କ ଘରର ସୁଦୃଢ଼ତା ତାହାର ନିଅଁ ବା ଫାଉଣ୍ଡେସନ୍ ଉପରେ ନିର୍ଭର କରିଥାଏ । ତେଣୁ, ଆପଣ ଘର ତିଆରି କରିବା ସମୟରେ, ନିଅଁ ପକା କାର୍ଯ୍ୟ ଯେପରି ଉପଯୁକ୍ତ ରୂପେ ହୁଏ ଏହା ସୁନିଶ୍ଚିତ କରିବା ଜରୁରୀ ଅଟେ । ଏଠାରେ କେତେକ ଟିପ୍ସ ଦିଆଯାଇଛି ।
ଟାଣୁଆ ମାଟି ପାଇବା ପର୍ଯ୍ୟନ୍ତ ନିଅଁ ପାଇଁ ଖୋଦେଇ ଜାରି ରଖନ୍ତୁ ।
ଯେ, ବାର୍ ବେଣ୍ଡର୍ ଷ୍ଟିଲ୍ ସଠିକ୍ ଭାବେ ଏଲାଇନ୍ ହୋଇଛି ଏବଂ କଂକ୍ରିଟ୍ ଢଳାଯିବା ସମୟରେ ତାହା ଯେପରି ହଲଚଲ ହେଉନାହିଁ ।
ନିଅଁ ଚାରିପାଖର ମାଟିକୁ ଉଇ-ନିରୋଧୀ କେମିକାଲ୍ ରେ ଉପଚାରିତ କରିବା ।
ନିଅଁର କିଓରିଂ କାର୍ଯ୍ୟ ଯେପରି ନିୟମିତ ବ୍ୟବଧାନରେ ହୁଏ ଏହା ସୁନିଶ୍ଚିତ କରନ୍ତୁ ।

ତୁମର ପ୍ରଶ୍ନର ଉତ୍ତର ପାଅ |