ପ୍ରି କନଷ୍ଟ୍ରକ୍ସନ୍ ଆଣ୍ଟି ଟର୍ମାଇଟ୍ ଉପଚାରର ଗୁରୁତ୍ୱ (ନୂତନ ନିର୍ମାଣ ପାଇଁ ଆଣ୍ଟି-ଟର୍ମାଇଟ୍ ଚିକିତ୍ସା)

ମାର୍ଚ୍ଚ 25, 2019

ନିର୍ମାଣରେ କାଠର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯେଉଁଠି କାଠ ଅଛି, ସେଠି ଉଇ ଦେଖାଯିବା ସ୍ୱାଭାବିକ । ଏବଂ ଏହାକୁ ଅଣଦେଖା କଲେ, ଏହି କୀଟଗୁଡ଼ିକ ସଂରଚନାକୁ ଅପେକ୍ଷାକୃତ କ୍ଷତି ପହଞ୍ଚାଇପାରନ୍ତି ।

ଉଇଙ୍କ ଉପଦ୍ରବ ସହ ଲଢ଼ିବା ପାଇଁ, ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ଆପଣ ଜଣେ ବିଶେଷଜ୍ଞଙ୍କ ଦ୍ୱାରା ଉଇ-ନିରୋଧୀ ରସାୟନ ସିଞ୍ଚନ କରାଇବା ଜରୁରୀ ଅଟେ । ମନେରଖନ୍ତୁ, ଉଇ-ନିରୋଧୀ ରସାୟନର ସିଞ୍ଚନ ଫାଉଣ୍ଡେଶନରୁ ଆରମ୍ଭ କରି ଘର ନିର୍ମାଣ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଜାରି ରହିବା ଆବଶ୍ୟକ ।

ଉଇ ଉପଦ୍ରବକୁ ଅଣଦେଖା କରିବା ମହଙ୍ଗା ସାବ୍ୟସ୍ତ ହୋଇପାରେ । ସଅଳ ପଦକ୍ଷେପ ନିଅନ୍ତୁ, ସୁଫଳ ପାଆନ୍ତୁ ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ