କଂକ୍ରିଟ୍ ପରିବହନ ଏବଂ ପ୍ରୟୋଗ କରିବାର ସଠିକ୍ ପଦ୍ଧତି କ’ଣ?

ମିଶ୍ରଣ ପରେ, କଂକ୍ରିଟ୍ କୁ ଯଥାଶୀଘ୍ର ସମ୍ଭବ ପରିବହନ କରିବା ଏବଂ ସାଇଟ୍ ରେ ପ୍ରୟୋଗ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହାଦ୍ୱାରା ମିଶ୍ରଣ ନ ଶୁଖିବା ଓ ଖଣ୍ଡବିଖଣ୍ଡିତ ନ ହେବା ସୁନିଶ୍ଚିତ ହୋଇଥାଏ । ତେଣୁ, କଂକ୍ରିଟ୍ ପରିବହନ ଓ ପ୍ରୟୋଗ ନିମନ୍ତେ ଆସନ୍ତୁ କେତୋଟି ଉତ୍ତମ ଟିପ୍ସ ଉପରେ ନଜର ପକାଇବା ।

ମିଶ୍ରଣ ପରେ କଂକ୍ରିଟ୍ କୁ ଶୀଘ୍ର ବ୍ୟବହାର କରା ନ ଗଲେ, ମିଶ୍ରଣଟି ଟାଣ ହୋଇଯାଇପାରେ । କଂକ୍ରିଟ୍ ପରିବହନ କରିବା ଓ ପ୍ରୟୋଗ କରିବା ସମୟରେ ଯତ୍ନଶୀଳ ହେବା ଜରୁରୀ ଅଟେ ।

ପରିବହନ ସମୟରେ ମିଶ୍ରଣଟି ଯେପରି କଚାଡ଼ି ନ ହୁଏ ତାହା ପ୍ରତି ଧ୍ୟାନ ରଖାଯିବା ଉଚିତ୍ । ପାଣି ମିଶାଇବାର 30 ମିନିଟ୍ ମଧ୍ୟରେ, କଂକ୍ରିଟ୍ କୁ ଶଟରିଂ ମଧ୍ୟରେ ଢଳାଯିବା ଆବଶ୍ୟକ । କଂକ୍ରିଟ୍ ଢଳେଇ ସମୟରେ ଫର୍ମୱାର୍କର ସମାନତା ବା ଏଲାଇନମେଣ୍ଟ ନ ଘୁଞ୍ଚିବା ଆବଶ୍ୟକ ।

କଂକ୍ରିଟ୍ ଢାଳିବା ସମୟରେ, ସୁନିଶ୍ଚିତ କରନ୍ତୁ ଯେ ଉଚ୍ଚତା ଯେପରି 1 ମିଟରରୁ ଅଧିକ ନ ହୁଏ । ଯଦି ଉଚ୍ଚତା 1 ମିଟରରୁ ଅଧିକ ହୋଇଥାଏ ତେବେ ଚ୍ୟୁଟ୍ (ଗଡ଼ାଣିଆ ଉପକରଣ) ବ୍ୟବହାର କରନ୍ତୁ ।

ସ୍ଲାବ୍-କଂକ୍ରିଟିଂ ସମୟରେ, କଂକ୍ରିଟ୍ କୁ ଫ୍ରେମୱାର୍କର ଗୋଟିଏ କଣରୁ ପ୍ରୟୋଗ କରିବା ଆରମ୍ଭ କରନ୍ତୁ । ଯଦି ସ୍ଲାବ୍ ଗଡ଼ାଣିଆ ହୋଇଥାଏ ତେବେ ସର୍ବଦା ଗଡ଼ାଣିର ପାର୍ଶ୍ୱଭାଗରୁ କାମ ଆରମ୍ଭ କରନ୍ତୁ ଓ ମିଶ୍ରଣରେ କମ୍ ପାଣି ମିଶାନ୍ତୁ ।

ମିଶ୍ରଣ ପରେ କଂକ୍ରିଟ୍ କୁ ଶୀଘ୍ର ବ୍ୟବହାର କରା ନ ଗଲେ, ମିଶ୍ରଣଟି ଟାଣ ହୋଇଯାଇପାରେ । କଂକ୍ରିଟ୍ ପରିବହନ କରିବା ଓ ପ୍ରୟୋଗ କରିବା ସମୟରେ ଯତ୍ନଶୀଳ ହେବା ଜରୁରୀ ଅଟେ ।./p>

ପରିବହନ ସମୟରେ ମିଶ୍ରଣଟି ଯେପରି କଚାଡ଼ି ନ ହୁଏ ତାହା ପ୍ରତି ଧ୍ୟାନ ରଖାଯିବା ଉଚିତ୍ । ପାଣି ମିଶାଇବାର 30 ମିନିଟ୍ ମଧ୍ୟରେ, କଂକ୍ରିଟ୍ କୁ ଶଟରିଂ ମଧ୍ୟରେ ଢଳାଯିବା ଆବଶ୍ୟକ । କଂକ୍ରିଟ୍ ଢଳେଇ ସମୟରେ ଫର୍ମୱାର୍କର ସମାନତା ବା ଏଲାଇନମେଣ୍ଟ ନ ଘୁଞ୍ଚିବା ଆବଶ୍ୟକ ।

କଂକ୍ରିଟ୍ ଢାଳିବା ସମୟରେ, ସୁନିଶ୍ଚିତ କରନ୍ତୁ ଯେ ଉଚ୍ଚତା ଯେପରି 1 ମିଟରରୁ ଅଧିକ ନ ହୁଏ । ଯଦି ଉଚ୍ଚତା 1 ମିଟରରୁ ଅଧିକ ହୋଇଥାଏ ତେବେ ଚ୍ୟୁଟ୍ (ଗଡ଼ାଣିଆ ଉପକରଣ) ବ୍ୟବହାର କରନ୍ତୁ ।

ସ୍ଲାବ୍-କଂକ୍ରିଟିଂ ସମୟରେ, କଂକ୍ରିଟ୍ କୁ ଫ୍ରେମୱାର୍କର ଗୋଟିଏ କଣରୁ ପ୍ରୟୋଗ କରିବା ଆରମ୍ଭ କରନ୍ତୁ । ଯଦି ସ୍ଲାବ୍ ଗଡ଼ାଣିଆ ହୋଇଥାଏ ତେବେ ସର୍ବଦା ଗଡ଼ାଣିର ପାର୍ଶ୍ୱଭାଗରୁ କାମ ଆରମ୍ଭ କରନ୍ତୁ ଓ ମିଶ୍ରଣରେ କମ୍ ପାଣି ମିଶାନ୍ତୁ ।

 

ଅଧିକ ବିଶେଷଜ୍ଞ ଘର ନିର୍ମାଣ ସମାଧାନ ଓ ଟିପ୍ସ ପାଇଁ, ଅଲଟ୍ରାଟେକ୍ ସିମେଣ୍ଟର  #ବାଟଗାର୍କି | କୁ ଅନୁସରଣ କରିବା#ଜାରି ରଖନ୍ତୁ ।

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ