କଂକ୍ରିଟ୍ ର କମ୍ପ୍ରେସିଭ୍ ସୁଦୃଢ଼ତାର ପରୀକ୍ଷା କିପରି କରିବେ

ଏକ ସୁଦୃଢ଼ ଘରର ନିର୍ମାଣରେ ସଠିକ୍ କଂକ୍ରିଟ୍ ମିଶ୍ରଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି କାରଣରୁ କଂକ୍ରିଟ୍ ମିଶ୍ରଣକୁ ବ୍ୟବହାର କରିବା ପୂର୍ବରୁ ତାହାକୁ ଯାଞ୍ଚ କରିନେବା ଗୁରୁତ୍ୱପୂର୍ଣ୍ଣ । ତେଣୁ, କଂକ୍ରିଟ୍ ପରୀକ୍ଷଣ କରାଯିବା ଆବଶ୍ୟକ ହୋଇଥାଏ । କଂକ୍ରିଟ୍ ପରୀକ୍ଷଣ 2 ପ୍ରକାରର - କାଷ୍ଟିଂ ପୂର୍ବରୁ ଏବଂ ସେଟିଂ ପରେ । କଂକ୍ରିଟ୍ ର କମ୍ପ୍ରେସିଭ୍ ସୁଦୃଢ଼ତା କିପରି ପରୀକ୍ଷା କରାଯାଇଥାଏ ଆସନ୍ତୁ ତାହା ବୁଝିବା ।

WHY DOES DAMPNESS OCCUR?
 
1
ଏହି ପରୀକ୍ଷା କଂକ୍ରିଟ୍ ସେଟ୍ ହେବା ଓ ଟାଣ ହେବା ପରେ କରାଯାଇଥାଏ ।
2
ଏହି ପରୀକ୍ଷାରେ, କଂକ୍ରିଟ୍ କ୍ୟୁବ୍ (ଚାରିକୋଣିଆ ଖଣ୍ଡ)କୁ ଏକ କମ୍ପ୍ରେଶନ୍ ପରୀକ୍ଷଣ ମେଶିନରେ ପରୀକ୍ଷା କରାଯାଇଥାଏ ।
3
150 ମିମି x 150 ମିମି x 150 ମିମି ଆକାରର ଏକ କଂକ୍ରିଟ୍ କ୍ୟୁବ୍ ଛାଞ୍ଚ ବ୍ୟବହାର କରାଯାଏ ।
4
ଏଥିରେ 3 ପରସ୍ତ କଂକ୍ରିଟ୍ ଭର୍ତ୍ତି କରାଯାଏ ଏବଂ ଏକ ଟାମ୍ପିଂ ରଡ୍ ସହାୟତାରେ କମ୍ପାକ୍ଟ କରାଯାଏ ।
5
ଏଥିରେ 3 ପରସ୍ତ କଂକ୍ରିଟ୍ ଭର୍ତ୍ତି କରାଯାଏ ଏବଂ ଏକ ଟାମ୍ପିଂ ରଡ୍ ସହାୟତାରେ କମ୍ପାକ୍ଟ କରାଯାଏ ।
6
24 ଘଣ୍ଟା ପରେ, କ୍ୟୁବ୍ କୁ ଛାଞ୍ଚରୁ କାଢ଼ିନିଆଯାଇ 28 ଦିନ ପର୍ଯ୍ୟନ୍ତ ପାଣିରେ କିଓର୍ କରାଯାଏ ।
7
କ୍ୟୁବ୍ ର ଆକାର ଓ ଓଜନକୁ ମାପିବା ପରେ, ଏହାର ପରୀକ୍ଷଣ କରାଯାଏ ।
8
ପରୀକ୍ଷଣ ମେଶିନ୍ ର ପ୍ଲେଟ୍ ଏବଂ କଂକ୍ରିଟ୍ ପୃଷ୍ଠଭାଗକୁ ସଫା କରାଯାଏ ଓ ତା’ପରେ ପ୍ଲେଟ୍ ଗୁଡ଼ିକ ମଝିରେ କ୍ୟୁବ୍ କୁ ରଖାଯାଏ ।
9
ତା’ପରେ, କୌଣସି ଝଟକା ବିନା, କ୍ୟୁବ୍ ଭାଙ୍ଗିବା ପର୍ଯ୍ୟନ୍ତ ଭାରକୁ କ୍ରମଶଃ ବୃଦ୍ଧିକରାଯାଏ ।
10
ସର୍ବାଧିକ ଭାରକୁ ରେକର୍ଡ କରାଯାଇ କଂକ୍ରିଟ୍ ର କମ୍ପ୍ରେସିଭ୍ ସୁଦୃଢ଼ତା ହିସାବ କରାଯାଏ ।
 



କଂକ୍ରିଟ୍ ର କମ୍ପ୍ରେସିଭ୍ ପରୀକ୍ଷା ଏହିଭଳି ଭାବେ ସମ୍ପନ୍ନ କରାଯାଇଥାଏ ।









ଗୁଣବତ୍ତାସମ୍ପନ୍ନ ନିର୍ମାଣ ସାମଗ୍ରୀ ତଥା ବିଶେଷଜ୍ଞ ସମାଧାନ ପାଇବା ପାଇଁ, ଆପଣଙ୍କର ନିକଟତମ ଅଲଟ୍ରାଟେକ୍ ବିଲଡିଂ ସଲ୍ୟୁସନ୍ସ ଷ୍ଟୋର୍ ସହ ଯୋଗାଯୋଗ କରନ୍ତୁ ।



ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ