କାନ୍ଥ ଟାଇଲ୍ କିପରି ସ୍ଥାପନ କରିବେ

କାନ୍ଥ ଟାଇଲ୍ ଗୁଡ଼ିକୁ ଲଗାଇବାର ପ୍ରକ୍ରିୟା ଉପଯୁକ୍ତ ଢଙ୍ଗରେ ସମ୍ପନ୍ନ କରାଯିବା ଆବଶ୍ୟକ, କାରଣ ଟାଇଲ୍ ଆପଣଙ୍କ ଘରର କାନ୍ଥକୁ ସୁରକ୍ଷା ଦେବା ସହିତ ତାହାକୁ ସୁନ୍ଦର ଫିନିଶ୍ ଦେଇଥାଏ । ଟାଇଲ୍ ଯୁକ୍ତ କାନ୍ଥ ଆର୍ଦ୍ରତା ପ୍ରତିରୋଧୀ ହୋଇଥାଏ ଏବଂ ଶୁଷ୍କ ତଥା ଅନ୍ୟାନ୍ୟ କାନ୍ଥ ତୁଳନାରେ ଘଷାମଜାକୁ ସହଜରେ ସହ୍ୟ କରିନେଇଥାଏ ।

ଟାଇଲ୍ ଗୁଡ଼ିକର ଦୃଢ଼ ଗ୍ରିପ୍ ପାଇଁ, ପ୍ଲାଷ୍ଟରର ପରସ୍ତ ଖଦଡ଼ା ହେବା ଉଚିତ୍ ।

କାନ୍ଥ ଟାଇଲ୍ ଲଗାଇବା ପୂର୍ବରୁ, କାନ୍ଥରେ ପାଣି ଛିଞ୍ଚନ୍ତୁ ଏବଂ ତା’ପରେ ସିମେଣ୍ଟ ମସଲାର ଏକ ପତଳା ପରସ୍ତ ଦିଅନ୍ତୁ ।

ସିମେଣ୍ଟ ଓ ବାଲିର ମସଲାକୁ ଟାଇଲ୍ ପଛରେ ଲଗାନ୍ତୁ ଓ ଯତ୍ନର ସହିତ ତାହାକୁ କାନ୍ଥରେ ସ୍ଥାନିତ କରନ୍ତୁ । ଆପଣ ବଜାରରେ ମିଳୁଥିବା ରେଡିମେଡ୍ ଟାଇଲ୍ ଅଠା ବା ଆଢେସିଭ୍ ମଧ୍ୟ ବ୍ୟବହାର କରିପାରନ୍ତି ।

ଟାଇଲ୍ ଲଗାଇବା ସମୟରେ, ଚାପ ହାଲୁକା ହେବା ଏବଂ ସମତଳପଣ ସଠିକ୍ ହେବା ଆବଶ୍ୟକ ।

24 ଘଣ୍ଟା ପରେ ଟାଇଲ୍ ଜଏଣ୍ଟଗୁଡ଼ିକରେ ଗ୍ରାଉଟ୍ ପ୍ରୟୋଗ କରନ୍ତୁ ଓ ପୃଷ୍ଠଭାଗକୁ ସଫା ରଖନ୍ତୁ ।

ଗୁଣବତ୍ତାସମ୍ପନ୍ନ ନିର୍ମାଣ ସାମଗ୍ରୀ ତଥା ବିଶେଷଜ୍ଞ ସମାଧାନ ପାଇବା ପାଇଁ, ଆପଣଙ୍କର ନିକଟତମ ଅଲଟ୍ରାଟେକ୍ ବିଲଡିଂ ସଲ୍ୟୁସନ୍ସ ଷ୍ଟୋର୍ ସହ ଯୋଗାଯୋଗ କରନ୍ତୁ ।

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ