ମାର୍ଚ୍ଚ 25, 2019
ନିଜ ଘର ତିଆରି କରିବା ପ୍ରକ୍ରିୟା ସମୟରେ ଆପଣ ନିମ୍ନପ୍ରଦତ୍ତ ଟିପ୍ସଗୁଡ଼ିକୁ ଅନୁସରଣ କଲେ, ଆପଣଙ୍କୁ କିଛି ଅର୍ଥ ସଞ୍ଚୟ କରିବାରେ ସହାୟତା ମିଳିପାରିବ ।
ସର୍ବପ୍ରଥମ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟିପ୍ ହେଉଛି ସବୁ କାର୍ଯ୍ୟର ଆଗୁଆ ଯୋଜନା ବା ପ୍ଲାନ୍ ପ୍ରସ୍ତୁତ କରନ୍ତୁ ।
ସର୍ବଦା ପ୍ରାକ୍-ମଞ୍ଜୁର ଗୃହଋଣ ନିଅନ୍ତୁ । ବ୍ୟକ୍ତିଗତ ଋଣ ମହଙ୍ଗା ହୋଇଥାଏ ।
ନିଜ ପ୍ଲଟ୍ କୁ ଭଲଭାବେ ଉପଯୋଗ କରନ୍ତୁ ଏବଂ ଖର୍ଚ୍ଚ ବଞ୍ଚାଇବା ପାଇଁ ଭୂସମତଳ ପରିବର୍ତ୍ତେ ଭୂଲମ୍ବ ନିର୍ମାଣ କରନ୍ତୁ । ଉଦାହରଣସ୍ୱରୂପ, ଚାରିଟି ବେଡରୁମ୍ ବିଶିଷ୍ଟ ଏକମହଲା ଘର ପରିବର୍ତ୍ତେ ପ୍ରତ୍ୟେକ ଦୁଇଟି ବେଡରୁମ୍ ଥିବା ଦୁଇ ମହଲା ଘର ନିର୍ମାଣ କରନ୍ତୁ ।
ଯେଉଁଠି ବି ସମ୍ଭବ, ସ୍ଥାନୀୟ ଅଞ୍ଚଳରୁ ସାମଗ୍ରୀ କିଣନ୍ତୁ । ସ୍ଥାନୀୟ ସାମଗ୍ରୀ କିଣିବା ଦ୍ୱାରା ଆପଣ ପରିବହନ ବାବଦୀୟ ଖର୍ଚ୍ଚ ସଞ୍ଚୟ କରିପାରନ୍ତି ।
ଅଭିଜ୍ଞ ଠିକାଦାରଙ୍କୁ ନିଯୁକ୍ତ କରି ଆପଣ ନିଜର ଖର୍ଚ୍ଚକୁ ନିୟନ୍ତ୍ରଣାଧୀନ ରଖିପାରିବେ ।
This website uses cookies to serve content relevant for you and to improve your overall website
experience.
By continuing to visit this site, you agree to our use of cookies.
Accept
ତୁମର ପ୍ରଶ୍ନର ଉତ୍ତର ପାଅ |
ଆମେ ଦୃଷ୍ଟିକୁ ଏହା ଆସିଛି ଓ ଆମେ ଏହା ବୁଝୁଛୁ ଯେ, ନିର୍ଦ୍ଦିଷ୍ଟ କେତେକ ଖଳ ପ୍ରକୃତିର ବ୍ୟକ୍ତିବିଶେଷ ଜନସାଧାରଣଙ୍କୁ କମ୍ପାନୀର ଡିଷ୍ଟ୍ରିବ୍ୟୁଟରଶିପ୍ ଏବଂ ରିଟେଲ୍ ଆଉଟଲେଟ୍ ଡିଲରଶିପ୍ ଦେବା ଏବଂ ଅତ୍ୟନ୍ତ ରିହାତଯୁକ୍ତ ଦରରେ ବୃହତ୍ ପରିମାଣରେ ସିମେଣ୍ଟ/ଉତ୍ପାଦଗୁଡ଼ିକ ବିକ୍ରୟ କରିବାର ଆଳ ଦେଖାଇ ଲୋଭାନ୍ୱିତ କରୁଛନ୍ତି ଓ ତା’ ବଦଳରେ ଅଗ୍ରିମ ରାଶି ଦାବି କରୁଛନ୍ତି । ସେମାନେ ବେଆଇନ୍ ଭାବେ ଅଲଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍ (UTCL)ର ନାମ ଓ ଲୋଗୋ ବ୍ୟବହାର କରୁଛନ୍ତି ଏବଂ ନିଜକୁ UTCLର ପ୍ରାଧିକୃତ ପ୍ରତିନିଧି ହୋଇଥିବାର ଦାବି କରୁଛନ୍ତି ।
ଦୟାକରି ଧ୍ୟାନରେ ରଖନ୍ତୁ ଯେ, UTCL ଏସ୍ଏମ୍ଏସ୍, ହ୍ୱାଟ୍ସଆପ୍ ମେସେଜ୍, କଲ୍, ଇମେଲ୍ କିମ୍ବା କୌଣସି ସୋସିଆଲ ମିଡିଆ ମାଧ୍ୟମରେ ଏହାର ଉତ୍ପାଦଗୁଡ଼ିକୁ ବିକ୍ରି କରିବାର ଯାଚନା କରି ନ ଥାଏ । ଏହାଛଡ଼ା, ଏହା କଦାପି ଗ୍ରାହକଙ୍କୁ ସେଥିପାଇଁ ନେଟ୍ ବ୍ୟାଙ୍କିଙ୍ଗ୍ ଅଥବା ଅନ୍ୟ କୌଣସି ମାଧ୍ୟମରେ ଅଗ୍ରିମ ଦେୟ ପୈଠ କରିବାକୁ କହି ନ ଥାଏ ।
ଆମେ ଅନୁରୋଧ କରୁଛୁ ଯେ, ଏପରି ଅସାଧୁ ବ୍ୟକ୍ତିବିଶେଷଙ୍କ ଉପରେ ବିଶ୍ୱାସ ଓ ଭରସା କରନ୍ତୁ ନାହିଁ ଏବଂ ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଅଲଟ୍ରାଟେକ୍ ଉତ୍ପାଦ ଯୋଗାଇବାଦେବାର ଭରସା ଦେଇ ନିଜ ବ୍ୟାଙ୍କ ଖାତାରେ ଅଗ୍ରିମ ଟଙ୍କା ପୈଠ କରିବାର ଦାବି କରୁଥାନ୍ତି, ତେବେ ଦୟାକରି ନିକଟତମ ଡିଲର୍ କିମ୍ବା ପ୍ରାଧିକୃତ ରିଟେଲ୍ ଷ୍ଟକିଷ୍ଟ ଅଥବା କମ୍ପାନୀର ଟୋଲ୍ ଫ୍ରି ନଂ. 1800 210 3311 ରେ ଏ ସମ୍ପର୍କିତ ସୂଚନା ଦିଅନ୍ତୁ ।
କୌଣସି ପ୍ରଶ୍ନ କିମ୍ବା ସହାୟତା ପାଇଁ, ଦୟାକରି ଆମର ଟୋଲ୍ ଫ୍ରି ନଂ. 1800 210 3311 ଡାଏଲ୍ କରନ୍ତୁ କିମ୍ବା ଆମର ଆନୁଷ୍ଠାନିକ ୱେବସାଇଟ୍ www.ultratechcement.com ପରିଦର୍ଶନ କରନ୍ତୁ ।
"ଅଲଟ୍ରାଟେକ୍ ଭାରତର ନଂ. 1 ସିମେଣ୍ଟ" – ବିବରଣୀ
Address
"B" Wing, 2nd floor, Ahura Center Mahakali Caves Road Andheri (East) Mumbai 400 093, India
© 2020 ସମସ୍ତ ଅଧିକାର ସଂରକ୍ଷିତ, ଅଲଟ୍ରାଟେକ୍ ସିମେଣ୍ଟ ଲିଃ