ନଜବର ନବନମବିତ ଘରର ଫାଟ ରଦଖିବାକୁରକହବବବୟାହରିଁବ ନାହିଁ। କିଂକ୍ରବଟ୍ ରସଟ୍ ରହଲାପରର ସାଧାରଣତଃ ରସଥିରର ଫାଟ ବବକଶବତ ରହବା ଆରମ୍ଭ ରହାଇଥାଏ । ରହରଲ, କିଂକ୍ରବଟ୍ କଓବରବିଂ ଆପଣଙ୍କୁଫାଟ ଗଠନକୁପ୍ରତରବରାଧ କରବବାରର ସାହାଯୟ କରବପାରବବ ରବାଲବ ଆପଣ ଜାଣ୍ବ କବ? କବଓରବିଂ କ’ଣ ଓ ଫାଟକୁପ୍ରତରବରାଧ କରବବା ଲାଗବଆପଣ ଏହାକୁକପବରବ ବୟବହାର କରବରବ ଆସ୍ୁ ରଦଖିବା
କିଂକ୍ରବଟ୍ କୁଯଥାସ୍ଥାନରର େଗାଗୋ ପରର, ଏକ ନର୍ଦ୍ଦବଷ୍ଟି ସମୟ ଅବଧି ପାଇଁକିଂକ୍ରବଟ୍ ରର ଆର୍ଦ୍ଭତାକୁବଜାୟ ରଖାଯବବାର େକ୍ରବୟାକୁକଓବରବିଂ କୁହାଯାଏ ।
କିଂକ୍ରବଟ୍ ଉପରର ଚାେବରହବା ର୍ଳବ ର୍କ୍ତତା ଆସବବା ସରେ ସରେ, ଆପଣ କବଓରବିଂ ଆରମ୍ଭ କରବରଦବା ଆବର୍ୟକ ।
କଓବରବିଂ କିଂକ୍ରବଟ୍ ର ସୁଦୃଢ଼ତା ଓ ସ୍ଥାୟବତ୍ୱକୁଉନ୍ନତ କରବଥାଏ ।
୧୫ ମିମି ଉଚ୍ଚତାର ବନ୍ଧ ଦେଇ ସ୍ଲାବ୍ କୁ ଛୋଟ ଛୋଟ ସେକ୍ସନରେ ବିଭକ୍ତ କରନ୍ତୁ ଓ ସେଗୁଡ଼ିକୁ ପାଣିରେ ଭର୍ତ୍ତି କରିଦିଅନ୍ତୁ । ପାଣିକୁ କଂକ୍ରିଟ୍ ଶୋଷିଥାଏ, ତେଣୁ ରିଫିଲ୍ କରି ପାଣିର ମାତ୍ରାକୁ ବଜାୟ ରଖନ୍ତୁ ।
କଂକ୍ରିଟ୍ ପାଇଁ କିଓରିଂ ନିମନ୍ତେ ଆର୍ଦ୍ରତାକୁ ବଜାୟ ରଖିବାକୁ ସୁନିଶ୍ଚିତ କରିବା ପାଇଁ ନିୟମିତ ବ୍ୟବଧାନରେ କାନ୍ଥଗୁଡ଼ିକରେ ପାଣି ଛିଞ୍ଚନ୍ତୁ ।
ଭୂଲମ୍ବ ଢାଞ୍ଚାଗୁଡ଼ିକୁ ପାଣିରେ ବତୁରାଇ ରଖିବା ପାଇଁ, ସେଗୁଡ଼ିକୁ ଓଦା ଅଖା ବସ୍ତାରେ ଘୋଡ଼ାଇଦିଅନ୍ତୁ । ଆର୍ଦ୍ରତାକୁ ବଜାୟ ରଖିବା ପାଇଁ ସେଥିରେ ପାଣି ଛିଞ୍ଚିବା ଜାରି ରଖନ୍ତୁ ।

ଏ ଥିୋ ଆପଣଙ୍କ ଘରର ଫାଟଗୁଡ଼କବୁେତବରରାଧ କରବବା ପାଇଁଘର ନବମଭାଣ ସମୟରର କବଓରବିଂ ଉପରର ରକତାଟବଟବପ୍ସ । ଏପରବ ଅଧିକ ଟବପ୍ସ ପାଇଁ, ପରବଦର୍ଭନ କରନ୍ତୁ: www.ultratechcement.com
ତୁମର ପ୍ରଶ୍ନର ଉତ୍ତର ପାଅ |