ଯେତେବେଳେ ଗୋଟିଏ ଘର ତିଆରି କଥା ଆସେ ସେତେବେଳେ ଅର୍ଥ ଚିନ୍ତା ସବୁ କିଛିକୁ ଆବୁରି ବସେ। ଆପଣଙ୍କ ଆର୍ଥିକ ସ୍ବାଧୀନତା ପାଇବା ଆପଣ ନିଜ ପରିବାରର ପରିବର୍ତ୍ତନ ଆବଶ୍ୟକତାକୁ ବୁଝିବା ଓ ଜାଣିବା ଆବଶ୍ୟକ। ଏହା ଆପଣଙ୍କ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟ ହେବ ଯଦ୍ବାରା ଆପଣ ନିଜର ନିର୍ମାଣ ଯାତ୍ରାକୁ ଅଧିକ ସୁଗମ କରିପାରିବେ ଏବଂ ନିଶ୍ଚିତ ହେବେ ଯେ ଏହି ଯାତ୍ରା ପଥରେ କୌଣସି ପ୍ରତିବନ୍ଧକ ନଥାଇ ଆପଣ ସବୁ କିଛିକୁ ଉପଯୁକ୍ତ ଭାବରେ ପରିଚାଳନା କରିପାରିବେ।
ଆପଣଙ୍କ ପାଇଁ ପ୍ରଥମ ସୋପାନଟି ହେଉଛି ବଜେଟ୍ ପ୍ରସ୍ତୁତ କରିବା। ବଜେଟ୍ ଅନୁସାରେ ପ୍ରତ୍ୟେକ ଗୃହର ପ୍ଲାନ କରାଯାଇଥାଏ ଓ ଏଥିରେ ଖର୍ଚ୍ଚ ଓ ସଞ୍ଚୟର ଏକ ସ୍ପଷ୍ଟ ଆଇଡିଆ ରହିଥାଏ।
ପ୍ରତ୍ୟେକ ସୋପାନ ପାଇଁ କେତେ ପରିମାଣର ଅର୍ଥ ଆବଶ୍ୟକ ପଡ଼ିବ ସେ ବିଷୟରେ ଏକ ଆଇଡିଆ ରଖିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ତେଣୁ ଗୋଟିଏ ପ୍ଲଟ୍ କିଣିବା ପରେ ଓ ନିର୍ମାଣ ଆରମ୍ଭ କରିବା ପୂର୍ବରୁ ସଞ୍ଚୟ ଦିଗ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ଏହା ଆପଣଙ୍କ ଗୃହ ନିର୍ମାଣ ଯାତ୍ରାକୁ ସୁଗମ କରାଇପାରିବ।
ଆପଣଙ୍କ ସଞ୍ଚୟ ଆଧାରରେ ଆପଣ ସଠିକ ଗୃହ ଋଣକୁ ବାଛି ପାରିବେ। ଏକ ଋଣ ନେବା ପୂର୍ବରୁ ସମସ୍ତ ନଥିପତ୍ର ଗୁଡ଼ିକୁ ଦୁଇ ଥର ଯାଞ୍ଚ କରିବାକୁ ଭୁଲନ୍ତୁ ନାହିଁ ଓ ଆପଣଙ୍କ ପାଇଁ ଯେଉଁଟି ସଠିକ୍ ସେଭଳି ଏକ ଇଏମଆଇ ପ୍ଲାନକୁ ବାଛନ୍ତୁ।

With these tips, every stage of your home building journey can be smooth and hassle-free. Be sure to visit ultratechcement.com and keep watching #BaatGharKi by Ultratech for further expert tips and home building solutions.
ଆମର ହୋମ୍ ବିଲ୍ଡିଂ କଷ୍ଟ କାଲକୁଲେଟର ସହିତ ନିଜ ଗୃହ ନିର୍ମାଣ ପାଁ ଏକ ଆକଳନ ପ୍ରସ୍ତୁତ କରନ୍ତୁ।
ତୁମର ପ୍ରଶ୍ନର ଉତ୍ତର ପାଅ |