ଘର ପାଇଁ ପ୍ଲାଷ୍ଟର କାହିଁକି ଗୁରୁତ୍ୱପୂର୍ଣ୍ଣ (ପ୍ଲାଷ୍ଟରିଂର ସୁବିଧା)

ଆପଣ ଘର ତିଆରି କରିବା ସମୟରେ, ଘରର ମୌଳିକ ଢାଞ୍ଚା ପ୍ରସ୍ତୁତ ହୋଇଯିବା ପରେ, ଆପଣଙ୍କର ଟିମ୍ କାନ୍ଥ, ମେଜିଆ ଓ ଛାତର କାମ କରିବା ଆରମ୍ଭ କରିବେ । ଏହିସବୁ ଅଂଶର ପୃଷ୍ଠଭାଗ ଅସମତଳ ଥାଏ ଯାହାକୁ ସମତଳ ବା ସ୍ମୁଦ୍ କରିବାକୁ ପଡ଼ିଥାଏ; ଏହି କାମକୁ ପ୍ଲାଷ୍ଟରିଂ ବା ପଲସ୍ତରା ପ୍ରକ୍ରିୟା ମାଧ୍ୟମରେ ସମ୍ପାଦନ କରାଯାଏ ।

ସିମେଣ୍ଟ, ବାଲି ଓ ପାଣି ନିମ୍ନଲିଖିତ କାରଣ ପାଇଁ ପ୍ଲାଷ୍ଟରିଂ ଗୁରୁତ୍ୱପୂର୍ଣ୍ଣ ଅଟେ

ଆପଣଙ୍କ ଘରର ନିର୍ମାଣ ସମୟରେ, ପ୍ଲାଷ୍ଟରିଂ କାନ୍ଥର ଖଦଡ଼ ପୃଷ୍ଠଭାଗଗୁଡ଼ିକୁ ସ୍ମୁଦ୍ କରିଥାଏ ।

ପ୍ଲାଷ୍ଟରିଂ ଖଦଡ଼ ଧାର ଓ ଅସମତଳ ପୃଷ୍ଠଭାଗକୁ ସଜାଡ଼ିଥାଏ, ଯାହାଫଳରେ କାନ୍ଥର ସ୍ଥାୟିତ୍ୱ ଏବଂ ସୁଦୃଢ଼ତା ବୃଦ୍ଧି ପାଇଥାଏ ।

ପ୍ଲାଷ୍ଟରିଂ ଆପଣଙ୍କ ଘରର କାନ୍ଥଗୁଡ଼ିକୁ ଉତ୍ତମ ଫିନିଶିଂ ମଧ୍ୟ ଦେଇଥାଏ ଏବଂ ଏହାଦ୍ୱାରା ଆପଣଙ୍କ ଘରଟି ସୁନ୍ଦର ଦିଶିଥାଏ ।

ଆପଣ ଆଭ୍ୟନ୍ତରୀଣ କିମ୍ବା ବାହ୍ୟ କାନ୍ଥରେ ପ୍ଲାଷ୍ଟରିଂ କରିବାକୁ ଚାହୁଁଛନ୍ତି ତାହା ଉପରେ ନିର୍ଭର କରି, ଅଲଟ୍ରାଟେକ୍ ରେଡିପ୍ଲାଷ୍ଟ ଏବଂ ସୁପର୍ ଷ୍ଟୁକ୍କୋ ଭଳି ଉଚ୍ଚ କ୍ୱାଲିଟିର ପ୍ଲାଷ୍ଟରିଂ ଏଜେଣ୍ଟ ଯୋଗାଇଥାଏ ।

ଏହା ଥିଲା ଆପଣଙ୍କ ଘରେ ଫାଟକୁ ଏଡ଼ାଇବା ପାଇଁ ଘରର ନିର୍ମାଣ ସମୟରେ କିଓରିଂ ସମ୍ବନ୍ଧୀୟ କେତୋଟି ଟିପ୍ସ । ଏପରି ଅଧିକ ଟିପ୍ସ ପାଇଁ, ପରିଦର୍ଶନ କରନ୍ତୁ: www.ultratechcement.com

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ