ରାଜମିସ୍ତ୍ରୀଙ୍କ ପ୍ରକାରଭେଦ - ଏକ ତ୍ୱରିତ ମାର୍ଗଦର୍ଶିକା

ମାର୍ଚ୍ଚ 25, 2019

ଯେକୌଣସି ନିର୍ମାଣ ପ୍ରକଳ୍ପ ସାଇଟ୍ ରେ ରାଜମିସ୍ତ୍ରୀଙ୍କ ସେବା ଆବଶ୍ୟକ ହୋଇଥାଏ, କାରଣ ସମୟୋଚିତ ଢଙ୍ଗରେ ଆପଣଙ୍କ ଘର ନିର୍ମାଣ ରାଜମିସ୍ତ୍ରୀଙ୍କ ଦକ୍ଷତା ଉପରେ ନିର୍ଭରଶୀଳ ହୋଇଥାଏ ।

ରାଜମିସ୍ତ୍ରୀ ମୁଖ୍ୟତଃ ତିନିପ୍ରକାରର ହୋଇଥାନ୍ତି: 

•    ଇଟା ରାଜମିସ୍ତ୍ରୀ – ଆପଣଙ୍କ ଘରର ଇଟା କାମଗୁଡ଼ିକ ପାଇଁ ଇଟା ବିଛାଇବାର ଦାୟିତ୍ୱ ତାଙ୍କ ଉପରେ ରହିଥାଏ ।

•    ବ୍ଲକ୍ ରାଜମିସ୍ତ୍ରୀ – କଂକ୍ରିଟ୍ ବ୍ଲକ୍ ଗୁଡ଼ିକ ନିର୍ମାଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ ଏବଂ ଏହାର ଦାୟିତ୍ୱ ବ୍ଲକ୍ ରାଜମିସ୍ତ୍ରୀ ତୁଲାଇଥାନ୍ତି ।

•    ପଥର ରାଜମିସ୍ତ୍ରୀ – କାନ୍ଥ ଓ ମୋଟାମୋଟି ସଂରଚନାରେ ପଥରଗୁଡ଼ିକୁ କାଟି ଲଗାଇବାକୁ ହୋଇଥାଏ ଏବଂ ଏହି କାମ ପଥର ରାଜମିସ୍ତ୍ରୀ କରିଥାନ୍ତି ।

ତେଣୁ, ଆପଣ ବୁଝିନେବା ଆବଶ୍ୟକ ଯେ କେଉଁ ରାଜମିସ୍ତ୍ରୀ କେଉଁ କାମ କରନ୍ତି ଓ ସେହି ଅନୁଯାୟୀ ତାଙ୍କ ଉପରେ କାର୍ଯ୍ୟଭାର ନ୍ୟସ୍ତ କରନ୍ତୁ ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ