ନିଜ ଘର ପାଇଁ ଉପଯୁକ୍ତ ବାଲି ଚୟନ କରିବାର ଏକ ତ୍ୱରିତ ମାର୍ଗଦର୍ଶିକା

ମାର୍ଚ୍ଚ 25, 2019

ଆପଣଙ୍କ ଘର ନିର୍ମାଣରେ ବ୍ୟବହୃତ ହେଉଥିବା ଏକ ଅତ୍ୟାବଶ୍ୟକ ସାମଗ୍ରୀ ହେଉଛି ବାଲି । ବାଲି ବିନା, କଂକ୍ରିଟ୍, କଂକ୍ରିଟ୍ ବ୍ଲକ୍ କିମ୍ବା ସିମେଣ୍ଟ ମସଲା ତିଆରି ହୋଇପାରିବ ନାହିଁ ।

ଘର ନିର୍ମାଣ ପାଇଁ ସବୁଠାରୁ ସାଧାରଣ ଭାବେ ନଈବାଲି ବ୍ୟବହାର କରାଯାଇଥାଏ । ଏ ପ୍ରକାର ବାଲି ନଈକୂଳ କିମ୍ବା ନଈଶଯ୍ୟାରେ ଦେଖିବାକୁ ମିଳିଥାଏ । ଘର ନିର୍ମାଣ ପାଇଁ ଲୋକପ୍ରିୟତା ଲାଭ କରିବାରେ ଲାଗିଥିବା ଆଉ ଏକ ବାଲି ହେଉଛି ବିନିର୍ମିତ ବାଲି । ନଈବାଲି ତୁଳନାରେ, ବିନିର୍ମିତ ବାଲି ଅଧିକ ସ୍ଥାୟିତ୍ୱ ଯୋଗାଇଥାଏ, ଏଥିରେ କମ୍ ଅଶୁଦ୍ଧତା ରହିଥାଏ ଓ ଏହା ପରିବେଶ ପାଇଁ ଉତ୍ତମ ହୋଇଥାଏ ।

ନିର୍ମାଣ ପ୍ରକ୍ରିୟାରେ ବାଲିର ଗୁରୁତ୍ୱ କାରଣରୁ, ସୁନିଶ୍ଚିତ କରନ୍ତୁ ଯେ ସାଇଟ୍ ରେ ପହଞ୍ଚିଥିବା ବାଲିକୁ - ଉଭୟ ପରିମାଣ ଓ ଗୁଣବତ୍ତା - ପାଇଁ ଯେପରି ନିର୍ମାତା ଯାଞ୍ଚ କରନ୍ତି । କାରଣ ଏହି ଦୁଇ ମଧ୍ୟରୁ ଯେକୌଣସି ମାନଦଣ୍ଡରେ ନିଅଣ୍ଟ ହେଲେ ନିର୍ମାଣ ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ