ଫାଉଣ୍ଡେଶନ୍ କାର୍ଯ୍ୟର ତଦାରଖ ସମୟରେ 4ଟି ଜରୁରୀ କାର୍ଯ୍ୟ

ଆପଣଙ୍କ ଘରର ସୁଦୃଢ଼ତା ତାହାର ନିଅଁ ବା ଫାଉଣ୍ଡେସନ୍ ଉପରେ ନିର୍ଭର କରିଥାଏ । ତେଣୁ, ଆପଣ ଘର ତିଆରି କରିବା ସମୟରେ, ନିଅଁ ପକା କାର୍ଯ୍ୟ ଯେପରି ଉପଯୁକ୍ତ ରୂପେ ହୁଏ ଏହା ସୁନିଶ୍ଚିତ କରିବା ଜରୁରୀ ଅଟେ । ଏଠାରେ କେତେକ ଟିପ୍ସ ଦିଆଯାଇଛି ।

ଟାଣୁଆ ମାଟି ପାଇବା ପର୍ଯ୍ୟନ୍ତ ନିଅଁ ପାଇଁ ଖୋଦେଇ ଜାରି ରଖନ୍ତୁ ।

ଯେ, ବାର୍ ବେଣ୍ଡର୍ ଷ୍ଟିଲ୍ ସଠିକ୍ ଭାବେ ଏଲାଇନ୍ ହୋଇଛି ଏବଂ କଂକ୍ରିଟ୍ ଢଳାଯିବା ସମୟରେ ତାହା ଯେପରି ହଲଚଲ ହେଉନାହିଁ ।

ନିଅଁ ଚାରିପାଖର ମାଟିକୁ ଉଇ-ନିରୋଧୀ କେମିକାଲ୍ ରେ ଉପଚାରିତ କରିବା ।

ନିଅଁର କିଓରିଂ କାର୍ଯ୍ୟ ଯେପରି ନିୟମିତ ବ୍ୟବଧାନରେ ହୁଏ ଏହା ସୁନିଶ୍ଚିତ କରନ୍ତୁ ।

ଆପଣଙ୍କ ଘରର ନିଅଁ ବା ଫାଉଣ୍ଡେଶନର ପ୍ରଶ୍ନ ଉଠିଲେ, ସେଥିରେ ସାମାନ୍ୟରୁ ସାମନ୍ୟ ତ୍ରୁଟି ମଧ୍ୟ ଅଲୋଡ଼ା ହୋଇଥାଏ । ତେଣୁ, ପ୍ରତ୍ୟେକ ଗୃହ ନିର୍ମାତାଙ୍କ ପାଇଁ ଘରର ନିର୍ମାଣ କାର୍ଯ୍ୟର ତଦାରଖ କରାଯିବା ଜରୁରୀ ହୋଇଥାଏ । ନିଅଁ ସମ୍ପର୍କରେ ଜଣେ ଇଞ୍ଜିନିୟରଙ୍କଠାରୁ ପରାମର୍ଶ ନେବା ଦ୍ୱାରା ଆପଣ ପରବର୍ତ୍ତୀ ସମୟରେ ଅନେକ ସମସ୍ୟାକୁ ଏଡ଼ାଇପାରିବେ ।

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ