ଦାବିତ୍ୟାଗ

ଆମେ ଏହା ବୁଝିଥାଉ ଯେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି କମ୍ପାନୀର ଡିଷ୍ଟ୍ରିବ୍ୟୁଟରସିପ୍ ଓ ରିଟେଲ୍ ଆଉଟଲେଟ ଡିଲରସିପ୍ ଏବଂ ବଲ୍‌କ ସିମେଣ୍ଟ / ଉତ୍ପାଦକୁ ଉଚ୍ଚ ରିହାତି ହାରରେ ବିକ୍ରି ସୁଯୋଗ ପାଇଁ ଜନସାଧାରଣଙ୍କୁ ଭ୍ରମିତ କରାଉଛନ୍ତି ଏବଂ ଏହି ପ୍ରକ୍ରିୟା ନିମନ୍ତେ ସେମାନଙ୍କ ଠାରୁ ସେ ଅଗ୍ରୀମ ଅର୍ଥ ଦାବୀ କରୁଛନ୍ତି। ସେମାନେ ବେଆଇନ୍ ଭାବରେ ଅଲ୍‌ଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍‌ (ୟୁଟିସିଏଲ୍‌) ର ଲୋଗୋ ଓ ନାମକୁ ବ୍ୟବହାର କରୁଛନ୍ତି ଏବଂ ୟୁଟିସିଏଲ୍‌ ର ପ୍ରାଧୀକୃତ ପ୍ରତିନିଧି ହୋଇଥିବା ଦାବୀ କରୁଛନ୍ତି। ଦୟାକରି ଧ୍ୟାନ ଦେବା ଆବଶ୍ୟକ ଯେ ୟୁଟିସିଏଲ୍‌ ଏସଏମଏସ୍, ହ୍ବାଟ୍ସଆପ୍ ମେସେଜ୍, କଲ୍, ଇମେଲ୍ କିମ୍ବା କୌଣସି ଗଣମାଧ୍ୟମ ଜରିଆରେ ଏହାର ଉତ୍ପାଦକୁ ବିକ୍ରି କରିବା ପାଇଁ ସୁଯୋଗ ପ୍ରଦାନ କରେ ନାହିଁ ଏବଂ ଏହା କଦାପି ଗ୍ରାହକମାନଙ୍କୁ ନେଟ୍ ବ୍ୟାଙ୍କିଂ କିମ୍ବା ଅନ୍ୟ କୌଣସି ଉପାୟରେ ଏଥିପାଇଁ ଅଗ୍ରୀମ ଅର୍ଥ ପ୍ରଦାନ କରିବାକୁ କହେ ନାହିଁ। ଦୟକାରି ଏହିସବୁ ବ୍ୟକ୍ତିବିଶେଷଙ୍କୁ ବିଶ୍ବାସ କରନ୍ତୁ ନାହିଁ ଏବଂ ଯଦି ଆପଣଙ୍କୁ ଏହିପରି କୌଣସି ମାଧ୍ୟମ ଜରିଆରେ ଅଲ୍‌ଟ୍ରାଟେକ୍ ଉତ୍ପାଦର କୌଣସି ଅଫର ପାଇଁ ଆପଣଙ୍କୁ କହନ୍ତି ଓ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଗ୍ରୀମ ଅର୍ଥ ଜମା କରିବାକୁ କହନ୍ତି ତେବେ ଦୟାକରି ଏହି ଘଟଣା ବିଷୟରେ ନିକଟବର୍ତ୍ତୀ ଡିଲର କିମ୍ବା ଭାରପ୍ରାପ୍ତ ରିଟେଲ୍ ଷ୍ଟକିଷ୍ଟଙ୍କୁ ଅବଗତ କରାନ୍ତୁ କିମ୍ବା କମ୍ପାନୀର ଶୁଳ୍କ ମୁକ୍ତ ନମ୍ବର 18002103311 ରେ ଜଣାନ୍ତୁ। ଯେକୌଣସି ଅନୁସନ୍ଧାନ ବା ସହାୟତା ପାଇଁ ଦୟାକରି ଆମର ଶୁଳ୍କମୁକ୍ତ ନମ୍ବର 18002103311 ରେ ଡାଏଲ୍ କରନ୍ତୁ ବା ଆମର ବିଭାଗୀୟ ୱେବସାଇଟ୍ www.ultratechcement.com ପରିଦର୍ଶନ କରନ୍ତୁ।

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ