ସଂକ୍ଷିପ୍ତ ବିବରଣୀ

ଅଲଟ୍ରାଟେକ୍ ରେ ଆମେ ଚ୍ୟାଲେଞ୍ଜକୁ ପସନ୍ଦ କରୁ, କଠିନ ପରିଶ୍ରମ କରୁ, ହାଇ-ଫାଇଭ୍ ଓ ସେଲିବ୍ରେଟ୍ କରୁ । ଆମେ ରିସ୍କ ନେଉ, ଶୀଘ୍ର ଶିଖୁ ଓ ଆମେମାନେ ହେଉଛି ନିଜ ନିଜ କ୍ଷେତ୍ରର ଜଣେ ବିଶେଷଜ୍ଞ । ମିଳିମିଶି, ଆମେ ସିମେଣ୍ଟ ଉଦ୍ୟୋଗର ପରିଭାଷାକୁ ବଦଳାଉଛୁ

କର୍ମସ୍ଥଳୀରେ ଆନନ୍ଦ

କାହିଁକି ଯୋଗ ଦେବେ, ପଚାରୁଛନ୍ତି?
ନିଜେ ହିଁ ଦେଖିନିଅନ୍ତୁ...

କାର୍ଯ୍ୟରେ ବିବିଧତା

ଆମ କର୍ମବଳରେ ଆମେ ବିବିଧତାକୁ ସ୍ୱାଗତ କରିଥାଉ

ମହିଳାଙ୍କ ଦୁନିଆର ଏକ ଅନଲାଇନ୍ କମ୍ୟୁନିଟି, ଯେଉଁଠି ମହିଳାମାନେ ବହୁତ କିଛି ଶିଖିପାରିବେ, ଆଗକୁ ବଢ଼ିପାରିବେ ଓ ପରସ୍ପରଙ୍କୁ ସହଯୋଗ କରିପାରିବେ - କେବଳ ବ୍ୟକ୍ତିଗତ ଭାବେ ନୁହେଁ, ବରଂ ବୃତ୍ତିଗତ ରୂପରେ ମଧ୍ୟ ।

‘ତ୍ୱରିତ ମହିଳା ବିକାଶ କାର୍ଯ୍ୟକ୍ରମ’ ଅଧିକ କାର୍ଯ୍ୟଦକ୍ଷ ମହିଳା ପ୍ରବନ୍ଧକଙ୍କୁ ଶୀର୍ଷ ଲିଡର୍ ରୂପେ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଥାଏ

ଜୁନିୟର ମ୍ୟାନେଜମେଣ୍ଟରେ କାମ କରୁଥିବା ମହିଳାଙ୍କ ପାଇଁ ଲାଗୁ କରାଯାଇଥିବା ପ୍ରୋଗ୍ରାମ୍, ‘ସ୍ୱୟଂ ଶିଖନ୍ତୁ ଓ ନିଜକୁ ଅପଗ୍ରେଡ୍ କରନ୍ତୁ’, ଦ୍ୱାରା ମିଡିଲ୍ ମ୍ୟାନେଜମେଣ୍ଟ ପଦବୀଗୁଡ଼ିକ ପାଇଁ ଅନେକ ପ୍ରତିଭାଶାଳୀ ମହିଳା ନିଜକୁ ପ୍ରସ୍ତୁତ କରିପାରିଛନ୍ତି ।

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ